Bureau
ନାଗ ଛୁଆ ଉଦ୍ଧାର
ଅନୁଗୁଳ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଉଦ୍ଧାର ହୋଇଛନ୍ତି ନାଗ ସାପ । ଅନୁଗୁଳ ସହର ଉପକଣ୍ଠ ତୁଙ୍ଗ ନିକଟରୁ ଏହି ସାପ ଛୁଆମାନଙ୍କୁ ଉଦ୍ଧାର କରାଯାଇଛି । ସ୍ନେହ ହେଲ୍ପ ଲାଇନ...
ସଡ଼କ ଦୁର୍ଘଟଣାରେ ୪ ହକି ଖେଳାଳୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ମଧ୍ୟପ୍ରଦେଶରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ମଧ୍ୟପ୍ରଦେଶର ହୋଶଙ୍ଗାବାଦ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ଜାତୀୟ ହକି ଖେଳାଳିଙ୍କ ମୃତ୍ୟୁ ହୋଇଥିବା...
ଆଜି ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା
ସୁନ୍ଦରଗଡ଼,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ମୋ ସରକାର’ ଯୋଜନା କାର୍ଯ୍ୟକାରୀ ଅବହେଳା ଅଭିଯୋଗରେ ଗତକାଲି ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କ ସପକ୍ଷରେ ଆଜି ବିଜେପି ପକ୍ଷ ରୁ...
ଚୌଦ୍ଵାର ପୋଲିସର ଏନକାଉଣ୍ଟର
କଟକ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): କଟକରେ ପୁଣି ପୋଲିସର ଏନକାଉଣ୍ଟର । କଟକ ଚୌଦ୍ଵାରରେ ଆଜି ପୋଲିସ ଏନକାଉଣ୍ଟର କରିଛି। ଫଳରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି...
ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ
ବାଲେଶ୍ଵର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ପ୍ରଥମେ ଲଭ୍ । ତା ପରେ ସେକ୍ସ୍ ଆଉ ତା ପରେ ଧୋକା । ଏଭଳି ଏକ ଘଟଣା ଘଟିଛି ବାଲେଶ୍ବରର ଜଣେ ଯୁବତୀଙ୍କ ସହ ।...
ବଡ଼ ଭାଇକୁ ଆକ୍ରମଣ କଲା ସାନ ଭାଇ
କେନ୍ଦୁଝର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ପାରିବାରିକ କଳହକୁ କେନ୍ଦ୍ର କରି ଭାଇ କଲା ଭାଇକୁ ଆକ୍ରମଣ । ଆଜ୍ଞା ହଁ, ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଘଟଗାଁ ଥାନା ପିପିଳିଆ ଗାଁରେ...
ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ
ଭୁବନେଶ୍ଵର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): କାଲିଠୁ ସରିଛି କୁମାର ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ । ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡିଛି । ଧର୍ମ ମାସ...
ଗାନ୍ଧୀଜୀ କିପରି ଆତ୍ମହତ୍ୟା କରିଥିଲେ ? ଗୁଜରାତରେ ନବମ ଶ୍ରେଣୀ ପରୀକ୍ଷାରେ ପଚରାଗଲା ପ୍ରଶ୍ନ!
ନୂଆ ଦିଲ୍ଲୀ ୧୩-୧୦- (ଓଡ଼ିଆ ପୁଅ) ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ଅଦ୍ଭୁତ ପ୍ରଶ୍ନ ବିବାଦ ଆରମ୍ଭ କରିଦେଇଛି। ପ୍ରଶ୍ନଟି ଥିଲା - 'ଗାନ୍ଧୀଜୀ ଆତ୍ମହତ୍ୟା କରିବା ପାଇଁ କ’ଣ କରିଥିଲେ?' ଏହି...
ନିଶା ବିସ୍କୁଟ ଦେଇ ରେଳ ଯାତ୍ରୀଙ୍କୁ ଲୁଟିଲା, ପରେ ନିଜ ଜାଲରେ ନିଜେ ଫସିିିଲା
ପାଟନା ୧୩-୧୦ (ଓଡ଼ିଆ ପୁଅ) ନିଶା ବିସ୍କୁଟ ଟ୍ରେନ ଯାତ୍ରୀଙ୍କୁ ଖୁଆଇ ଲୁଟିବା ଷଢ଼ଯନ୍ତ୍ର କରୁଥିବା ଏକ ଦଳର ଜଣେ ସଦସ୍ୟ ଶନିବାରଦିନ ନିଜେ ବିଛାଇଥିବା ଜାଲରେ ଫସିଯାଇଛି। ଦୁଇଜଣ ଯାତ୍ରୀଙ୍କ ସହ...
ୱାର୍ଲ୍ଡ ବକ୍ସିଂଗ ଚମ୍ପିଆନସିପ : ଫାଇନାଲ୍ ରେ ମଞ୍ଜୁ ରାଣୀ ହାରିଲେ, ମିଳିଲା ରୌପ୍ୟ...
ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ୱାର୍ଲ୍ଡ ୱମେନ୍ସ ବକ୍ସିଂଗ ଚମ୍ପିଆନସିପରେ ମଞ୍ଜୁ ରାଣୀ ରୌପ୍ୟ ପଦକ ମିଳିଛି। ଆଶା କରାଯାଉଥିଲା ସେ ସ୍ୱର୍ଣ୍ଣ ପଦକ ଛଡ଼ାଇ ନେବେ ବୋଲି। କିନ୍ତୁ ୪୮...
ନିଲମ୍ବିତ ହେଲେ ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ
ସୁନ୍ଦରଗଡ଼,୧୩/୧୦: କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଛନ୍ତି ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ । ତେବେ ନିଜ କାର୍ଯ୍ୟ ରେ ଅବହେଳା ପ୍ରଦର୍ଶନ ପାଇଁ ସରକାର ତାଙ୍କୁ କାର୍ଯ୍ୟ ରୁ ନିଲମ୍ବନ...
ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ
ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣ ଘଟିଛି ଉଦଳା ଥାନା ନିକଟରେ । ମିଳିଥିବା ସୂଚନା ଅନୁସାରେ, ରବିନ୍ଦ୍ର ମହାନ୍ତ ନିଜ ଜଳଖିଆ...
ବନ୍ଦ ଘରୁ ଯୁବକଙ୍କୁ ମୃତ ଦେହ ଉଦ୍ଧାର
ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ରାଜଧାନୀରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଭିଏସଏସ ନଗର ମହାବୀର ବସ୍ତି ଏକ ବନ୍ଦ ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର...
ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ
ମୁମ୍ବାଇ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ମୁମ୍ବାଇର ରଚନୀ ରୋଡ ଅଞ୍ଚଳ ଡ୍ରିମଲ୍ୟାଣ୍ଡ ସିନେମା ହଲ ନିକଟରେ ଥିବା ଏକ...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୦ ଗୁରୁତର
କେନ୍ଦୁଝର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବସକୁ ଟ୍ରକଟି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣାରେ ୨୦ ଜଣ...
ପୁଣି ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ
ଗଂଜାମ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଜୁଆଡିଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡାରେ କ୍ରମାଗତ ଭାବେ ଚଢ଼ାଉ କରି ଗିରଫ କରୁଛି ପୋଲିସ । ...
କୁମାର ପୂର୍ଣ୍ଣିମା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ
ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ହେଉଛି କୁମାର ପୂର୍ଣ୍ଣିମା । ଏଥିପାଇଁ ସବୁଠି ଚଳଚଞ୍ଚଳ । ଭଲ ବରଟିଏ ପାଇଁ ଉପବାସ ରଖିଛନ୍ତି କୁମାରୀ। ସକାଳୁ ସକାଳୁ କୁମାରୀମାନେ ସୂର୍ଯ୍ୟଙ୍କୁ ପୂଜା...
ଗିରଫ ହେଲା ପର୍ସ ଛଡ଼ାଇ ନେଇଥିବା ଲୁଟେରା
ନୂଆଦିଲ୍ଲୀ, ୧୩/୧୦, (ଓଡ଼ିଆ ପୁଅ ପି ନାଏକ): ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରି ଦମୟନ୍ତି ବେନ୍ ମୋଦିଙ୍କ ପର୍ସ ଝାମ୍ପି ନେଇଥିବା ଦୁବୃର୍ତ୍ତ ଗିରଫ ହୋଇଛନ୍ତି। ଦିଲ୍ଲୀ ପୋଲିସ ସେମାନଙ୍କ ମଧ୍ୟରୁ...
ଭଦ୍ରକରେ ସଡ଼କ ଦୁର୍ଘଟଣା, ୫ ଗୁରୁତର
ଭଦ୍ରକ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ଭଣ୍ଡାରିପୋଖରୀ ନିକଟରେ କାଳକୁ ପଛପଟୁ ଧକ୍କା ଦେଇଛି ଏକ ଟ୍ରକ । ଫଳରେ କାଳରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ,...
ଆଜିଠୁ ଗଜଲକ୍ଷ୍ମୀ ପୂଜା
ଢେଙ୍କାନାଳ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଦଶହରା ପରେ ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ତେବେ କୁମାର ପୂର୍ଣ୍ଣିମା ସହ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବି ଆରମ୍ଭ ହେଉଛି । ଏଥିପାଇଁ...






