Home ଓଡ଼ିଶା ନିଲମ୍ବିତ ହେଲେ ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ

ନିଲମ୍ବିତ ହେଲେ ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ

193

ସୁନ୍ଦରଗଡ଼,୧୩/୧୦: କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଛନ୍ତି ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ ।  ତେବେ ନିଜ କାର୍ଯ୍ୟ ରେ ଅବହେଳା ପ୍ରଦର୍ଶନ ପାଇଁ ସରକାର ତାଙ୍କୁ କାର୍ଯ୍ୟ ରୁ ନିଲମ୍ବନ କରିଛନ୍ତି । ମୋ ସରକାର ଯୋଜନା ରେ ଏବେ ୫ଟି ସଚିବ ବିଭିନ୍ନ ସ୍ଥାନରେ ଅଚାନକ ପରିଦର୍ଶନ କରୁଛନ୍ତି । ଏହାରି ଭିତରେ ସୁନ୍ଦରଗଡ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନରେ ଯାଇ ରୋଗୀଙ୍କ ଭଲମନ୍ଦ ପଚାରିଥିଲେ ୫ ଟି ସଚିବ । ହେଲେ ତା ଭିତରେ ଡାଇଲେସିସ ରୋଗୀଙ୍କୁ  ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.