Bureau
ଶବକୁ ନାହିଁ ମହାପ୍ରୟାଣ ଗାଡି
ପୁରୀ,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ,ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ଉଦୟପୁର ଗ୍ରାମର ଅକୁର...
ସରିଲା ହାଇଭୋଲଟେଜ ପ୍ରଚାର
ଭୁବନେଶ୍ଵର,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ଗତକାଲିଠାରୁ ସରିଲା ହାଇଭୋଲଟେଜ ପ୍ରଚାର । ରାତିପାହିଲେ ବିଜେପୁର ଉପନିର୍ବାଚନ । ଏଥିପାଇଁ ପ୍ରସ୍ତୁତ ନେତା ଆଉ ପ୍ରସ୍ତୁତ ଜନତା । ତେବେ ମୋଟ ୨୮୫ ବୁଥ୍ରେ...
ତୁର୍କୀ ଯିବେନି ମୋଦି
ନୂଆଦିଲ୍ଲୀ,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ତୁର୍କୀ ଗସ୍ତ କରିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏହି ଗସ୍ତ ବାତିଲ କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ, ତୁର୍କୀର...
ମାଲକାନଗିରିରେ ଲାଲ ଆତଙ୍କ
ମାଲକାନଗିରି,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ମାଲକାନଗିରି ରେ ଲାଲ ବାହିନୀ ଆତଙ୍କ । ସେମାନଙ୍କ ଭୟରେ ଭୟଭୀତ ହୋଇ ରହିଛନ୍ତି ଆଦିବାସୀ ସଂପ୍ରଦାୟ ଲୋକ । ତେବେ ଲାଲ ଆତଙ୍କରେ ଏବେ ପୁରା...
ଚିକିତ୍ସା ଅଭାବରୁ ୧୬ ବର୍ଷ ବାଳକର ମୃତ୍ୟୁ
ପୁରୀ,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ଚିକିତ୍ସା ଅଭାବରୁ ଜଣେ ୧୬ ବର୍ଷ ବାଳକର ମୃତ୍ୟୁ ଘଟିଛି । ଯାହାକୁ ନେଇ ଏବେ ଉତ୍ତେଜନା ଦେଖାଯିବା ସହ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ...
ଫେସବୁକ ପ୍ରେମରୁ ଟଙ୍କା ହଡପ
କୋରାପୁଟ,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ଆଜିକାଲି ଯୁଗ ଏତେ ଉନ୍ନତି କଲାଣି ଯେ, ସୋସିଆଲ ମିଡ଼ିଆ ବିନା ସବୁ କିଛି ଅଧୁରା । ବିଶେଷ କଥା ହେଲା ଯେ, ଆଜିକାଲି ଯୁବପିଢୀ ସୋସିଆଲ...
କ୍ବାଟର୍ସ ଛାଡିବେ ବିଧାୟକ !
ଭୁବନେଶ୍ଵର,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ଏ ପର୍ଯ୍ୟନ୍ତ ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି । ସେଥିପାଇଁ କ୍ୱାର୍ଟର୍ସ ଛାଡ଼ୁ ନଥିବା ପୂର୍ବତନ...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୫ ଗୁରୁତର
ପୁରୀ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ପୁରୀ ଜିଲ୍ଲା ପିପିଲି ଥାନା ମଙ୍ଗଳପୁର ବଜାରସ୍ଥିତ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଭୁବନେଶ୍ୱରରୁ ପୁରୀ ଅଭିମୁଖେ...
ବାଘକୁ ନେଇ ଭୟଭୀତ ଅବସ୍ଥାରେ ଲୋକେ
ଖୋର୍ଦ୍ଧା,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ ଏକ କଲରାପତରିଆ ବାଘ ବୁଲୁଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ୪ ଦିନ ମଧ୍ୟରେ ଉକ୍ତ ଅଞ୍ଚଳରେ...
ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ
ରାଉରକେଲା,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ଚଳନ୍ତା ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏହି ଘଟଣା ରାଜ୍ୟରାଣୀ ଏକ୍ସପ୍ରେସ ଭିତରେ ଘଟିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗୁଣୁପୁର-ରାଉରକେଲା ରାଜ୍ୟରାଣୀ...
ବିଜେପିର ସଂଙ୍କଳ୍ପ ପଦଯାତ୍ରା
ଖୋର୍ଦ୍ଧା,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ଖୋର୍ଦ୍ଧା ମ୍ୟୁନିସିପାଲଟିରେ ବିଜେପି ର ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏଥିରେ ଜିଲ୍ଲା ସଭାପତି ସୁବାସ ଜେନାଙ୍କ ନେତୃତ୍ୱରେ ଶହଶହ ପୁରୁଷ ମହିଳା...
ରସି ଲଗାଇ ହୋମଗାର୍ଡଙ୍କ ଆତ୍ମହତ୍ୟା
ପୁରୀ,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁରୀ ସମୁଦ୍ରକୂଳ ଥାନା ଅର୍ନ୍ତଗ ପୋଲିସ ମେସ୍ ହିରକଭବନ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ହୋମଗାର୍ଡ ବେକରେ ରସି ଲଗାଇ ଆତ୍ମହତ୍ୟା...
ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ
କଟକ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଗତକାଲି କଟକ ଜିଲ୍ଲା ବୈଦେଶ୍ବର ଥାନା ଅନ୍ତର୍ଗତ ବରଡାଳିଆ ଠାକୁରାଣୀ ରାସ୍ତାରେ ଯୁବକଙ୍କୁ ଗୁଳିମାଡ ହୋଇଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତ ଗୁଳିମାଡ କରି ଚାଲିଯାଇଥିବା ବେଳେ...
ବେଆଇନ ବାଣ କାରଖାନା ଉପରେ ଚଢାଉ
କଟକ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ହେଲେ ଏହା ପୂର୍ବରୁ ତତ୍ପର ହୋଇଛି ପୋଲିସ । ବେଆଇନ ଭାବେ ହେଉଥିବା ବାଣ କାରବାର ଉପରେ ପୋଲିସ...
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି
ନୟାଗଡ଼,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି ବ୍ୟାପକ ଦୁର୍ନୀତି । ଏହି ଅଭିଯୋଗ ଦଶପଲ୍ଲା ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଦଶପଲ୍ଲା ରେ ପ୍ରଥମ...
ଖରସ୍ରୋତାରୁ ଉଦ୍ଧାର ହେଲା କୁମ୍ଭୀର
ଯାଜପୁର,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ମାଛ ବନିଶୀରେ କୁମ୍ଭୀର । ଆଜି ସକାଳେ ଯାଜପୁର ଖରସ୍ରୋତା ନଦୀରୁ ଏକ କୁମ୍ଭୀର ଉଦ୍ଧାର କରାଯାଇଛି । ମାଛ ଧରିବା ପାଇଁ ପଡ଼ିଥିବା ବନିଶୀରେ ଏକ...
ଅବହେଳିତ ହୋଇ ପଡିଛି ପର୍ଯ୍ୟଟନ ସ୍ଥଳୀ
ଭୁବନେଶ୍ଵର,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଅବହେଳିତ ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀପୁର-ଝରିଆଲ । ଟିଟିଲାଗଡ଼ ଉପଖଣ୍ଡ ବଙ୍ଗୋମୁଣ୍ଡାରେ ଅବସ୍ଥିତ ସୁପ୍ରସିଦ୍ଧ ଶୈବପୀଠ ରାଣୀପୁର-ଝରିଆଲ । ରାଣୀପୁରରେ ବିଶେଷତଃ କହିଲେ ରାଜା ସୋମେଶ୍ୱର...
ଅସହାୟ କୁ ସାହା ହେଲା ଏହି ଅନୁଷ୍ଠାନ
କଟକ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଅସହାୟ କୁ ସହାୟତାର ହାତ ବଢ଼ାଇଲା ସାମାଜିକ ଅନୁଷ୍ଠାନ ଆଶ୍ୱସ୍ତି ଫାଉଣ୍ଡେସନ । ଜଣେ ୭୦ ବର୍ଷୀୟ ବୃଦ୍ଧ ଙ୍କୁ ଏହି ଅନୁଷ୍ଠାନ ସହାୟତାର ହାତ ବଢ଼ାଇଛି...
ବାରହା ମାଂସ ଜବତ, ଜଣେ ଗିରଫ
ଢେଙ୍କାନାଳ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ୪ କିଗ୍ରା ବାରହା ମାଂସ ଜବତ କରିଛି ବନ ବିଭାଗ । ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୁମୁସି ଜଙ୍ଗଲ...
ପୁଣି ଗହଣା ଲୁଟିଲେ ଲୁଟେରା
ବାଲେଶ୍ବର,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ବାଲେଶ୍ଵର ଜିଲ୍ଲା ସୋର ଡାକ୍ତରଖାନା ଛକ ନିକଟରେ ଲୁଟ୍ ହୋଇଛି । ଜଣେ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତ ପ୍ରାୟ ୨ କେଜିର ରୂପା ଲୁଟି...




