Home ଓଡ଼ିଶା ବାଘକୁ ନେଇ ଭୟଭୀତ ଅବସ୍ଥାରେ ଲୋକେ

ବାଘକୁ ନେଇ ଭୟଭୀତ ଅବସ୍ଥାରେ ଲୋକେ

534

ଖୋର୍ଦ୍ଧା,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ ଏକ କଲରାପତରିଆ ବାଘ ବୁଲୁଥିବା ନେଇ ସୂଚନା ମିଳିଛି  । ଅନ୍ୟପଟେ ୪ ଦିନ ମଧ୍ୟରେ ଉକ୍ତ ଅଞ୍ଚଳରେ ୩ ଗୋରୁ ନିଖୋଜ ଥିବାରୁ ଚିନ୍ତା ସହ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ତେବେ ନାଗାପଲୀ ରିଜର୍ଭ ଫରେଷ୍ଟ ପାଟବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ବାଘର ପାଦଚିହ୍ନ ଠାବ ହୋଇଥିବା ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.