Home ଓଡ଼ିଶା କ୍ବାଟର୍ସ ଛାଡିବେ ବିଧାୟକ !

କ୍ବାଟର୍ସ ଛାଡିବେ ବିଧାୟକ !

261

ଭୁବନେଶ୍ଵର,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ଏ ପର୍ଯ୍ୟନ୍ତ ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି ।  ସେଥିପାଇଁ କ୍ୱାର୍ଟର୍ସ ଛାଡ଼ୁ ନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଗିଦ୍ କରିଛନ୍ତି ଆଉ ଆସନ୍ତା ୩ ଦିନ ମଧ୍ୟରେ କ୍ଵାର୍ଟର୍ସ ଛାଡ଼ିବାକୁ  ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣ ହେବାକୁ ଥିବା ବହୁତଳ ପ୍ରାସାଦ ଲାଗି ଖାଲି କରିବାକୁ ପଡ଼ିବ କ୍ୱାର୍ଟର୍ସ । ସାମୟିକ ଭାବେ ବର୍ତ୍ତମାନର ବିଧାୟକଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.