Home Authors Posts by Bureau

Bureau

17674 POSTS 0 COMMENTS

ଚିଦାମ୍ବରମଙ୍କୁ ପୁଣି ଝଟକା: ଜାମିନ ଆବେଦନ ଖାରଜ

0
ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆ ପୁଅ) ଆଇଏନଏକ୍ସ ମିଡ଼ିଆ ମାମଲାରେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଲା ନାହିଁ। କୋର୍ଟ ଚିଦାମ୍ବରମଙ୍କର ଅନ୍ତରୀଣ ଜାମିନ ଆବେଦନ ଖାରଜ କରି...

ଉଦଳାରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

0
ମୟୁରଭଞ୍ଜ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ) : ପୁଣି ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧିନ କଣ୍ଟିସାହି ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସେହି ଗାଁ ବିଲରେ...

ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ବଳଦଙ୍କ ମୃତ୍ୟୁ

0
କେନ୍ଦୁଝର, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ବିଦ୍ୟୁତ ନେଲା ନିରୀହ ଗାଈମାନଙ୍କ ଜୀବନ। ଆଜ୍ଞା ହଁ, ଏପରି ଏକ ଦୟନୀୟ ଘଟଣା ଆଜି ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତର ଭେଜଡ଼ିହି ଗ୍ରାମରେ...

ଭୁବନେଶ୍ଵର ବିମାନ ବନ୍ଦରରେ ଆଜିଠୁ ମାସେ ଯାଏଁ ବନ୍ଦ ହେବନି ସେବା

0
ଭୁବନେଶ୍ୱର, ୦୧/୧୧, (ଓଡ଼ିଆ ପୁଅ ପି ନାୟକ):ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। କାରଣ ଆଜିଠୁ ଭୁବନେଶ୍ଵର ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବନି। ରନ୍‌ବେର ରି–କାର୍ପେଟିଂ କାରଣରୁ ଆଜିଠୁ ଏୟାରପୋର୍ଟର ରାତ୍ରିକାଳୀନ...

ବିରଳ ପ୍ରଜାତିର ମାଛ; କେଜି ୧୦ ହଜାର

0
କେନ୍ଦ୍ରାପଡ଼ା, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ମାଛ। ଯାହାର ନାଁ ମୟୁର ମାଛ ବୋଲି...

ଉଠ ଦ୍ରୌପଦୀ

0
ଉଠ ଦ୍ରୌପଦୀ, ଉଠା ତୁ ଶସ୍ତ୍ର ତୋ ନିଜ ରକ୍ଷା ପାଇଁ ତତେ ଆଜି ଲଢ଼ିବାକୁ ଯେ ହେବ କାରଣ ଚକ୍ରଧାରି ଆଜି ସୁପ୍ତ କାହିଁ ? ତୁ ବି ଲହୁ ଲୁହାଣ କରିଦେ ଏ' ପାପିଷ୍ଠ ଦୁଃଶାସନ ମାନଙ୍କୁ ଆଉ...

କନ୍ଧମାଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

0
କନ୍ଧମାଳ, ୦୧/୧୧, (ଓଡ଼ିଆ ପୁଅ/ପି ନାୟକ):କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା। ବାଲିଗୁଡା ଅଞ୍ଚଳରରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ପରିବାର...

ଆଜି ଓଡ଼ିଶା ଆସୁଛନ୍ତି କ୍ରିଡ଼ାମନ୍ତ୍ରୀ କିରନ୍ ରିଜିଜୁ

0
ଭୁବନେଶ୍ୱର ୧-୧୧ (ଓଡ଼ିଆ ପୁଅ) ଆଜି ଓଡ଼ିଶା ଆସୁଛନ୍ତି କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ। ଆଜି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିଅମ୍ ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଭାରତରେ ଶୀଘ୍ର ଲଞ୍ଚ ହେବ ହ୍ୱାଟ୍ସଆପ୍ ପେମେଣ୍ଟ ସର୍ଭିସ – ମାର୍କ ଜକରବର୍ଗ

0
ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆ ପୁଅ) ଫେସବୁକର ସିଇଓ ମାର୍କ ଜକରବର୍ଗ ବୁଧବାରଦିନ କହିଛନ୍ତି କି ଶିଘ୍ର ହିଁ ହ୍ୱାଟ୍ସଆପ୍ ପେମେଣ୍ଟ ସର୍ଭିସ ଭାରତରେ ଲଞ୍ଚ ହେବ। ସେ କହିଛନ୍ତି କି ଫେସବୁକ...

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ଥାନାରେ ଏତଲା

0
ମୟୁରଭଞ୍ଜ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଏବେ ମୟୁରଭଞ୍ଜରୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା...

ପୁଣି ରାଜ୍ୟରେ ବର୍ଷା

0
ଭୁବନେଶ୍ୱର, ୦୧/୧୧, (ଓଡ଼ିଆ ପୁଅ ପି ନାୟକ):ଶୀତ ପରିବର୍ତ୍ତେ ଏବେ ପୁଣି ଫେରୁଛି ବର୍ଷା। ଏବେ ଅଧିନରେ ଲଗାଣ ବର୍ଷା ହେଉଛି। ଗତ ସପ୍ତାହରେ ପ୍ରବଳ ମାତ୍ରାରେ ଲଗାଣ ବର୍ଷା ଯୋଗୁଁ ଅନେକ...

ଆଇରନ ବୋଝେଇ ଟ୍ରକ ଚଢିଯିବାରୁ ଶ୍ରମିକଙ୍କ ମୃତ୍ୟୁ

0
ପାରାଦୀପ,୦୧/୧୧,(ଓଡ଼ିଆ ପୁଅ ପି ନାୟକ): ଶ୍ରମିକଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଆଇରନ୍ ପ୍ଲଟରେ ଦୁର୍ଘଟଣା ହୋଇଛି। ଜଣେ ଶ୍ରମିକଙ୍କ ଉପରେ  ଆଇରନ୍ ବୋଝେଇ ଟ୍ରକ୍ ଚଢିଯିବାରୁ...

କୋଣାର୍କ ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ସମୟ ବଦଳିଲା

0
ଭୁବନେଶ୍ଵର, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ଆଜିଠୁ କୋଣାର୍କ ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ସମୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ଯେଉଁ ସମୟ ଥିଲା ତାହା ଏବେ ପରିବର୍ତ୍ତନ ହୋଇଛି। ତେବେ...

ପୋଖରୀରୁ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

0
ଦେବଗଡ଼, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡା ଗାଁର ନିକଟସ୍ଥ ପୋଖରୀରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିକ୍ଷକ ଜଣକ ପାଲୁଣୀପଡା...

ଖୋଲିଲା ଶିମିଳିପାଳ

0
ଶିମିଳିପାଳ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟନ ଆସିଥାନ୍ତି। ଆଜିବି ସକାଳୁ...

ସଙ୍କଳ୍ପ ପକ୍ଷରୁ ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ

0
ସମ୍ବଲପୁର, ୩୧/୧୦ (ଓଡ଼ିଆ ପୁଅ) ସହରର ସଙ୍କଳ୍ପ ଅନୁଷ୍ଟାନ ପକ୍ଷରୁ କମିଶନର୍ସ କଲୋନୀ ଗାଂଧୀ ଶିଶୁ ଉଦ୍ୟାନ ପରିସରରେ ଆଜି ଲୈାହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏକ ସଭାର...

ବିଜେଡି ରାଲି ଭିତରେ ଧସେଇ ପଶିଲେ ପ୍ରତାପ ଷଡ଼ଙ୍ଗୀ !

0
ନୀଳଗିରି, ୦୧/୧୧, (ଓଡ଼ିଆ ପୁଅ ପି ନାୟକ) : ଧସେଇ ପଶିଲେ ନନା। ଆଜ୍ଞା ହଁ, ଆପଣ ଏହାଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ନୀଳଗିରିରେ ବିଜେଡିର ପଦଯାତ୍ରା ଭିତରକୁ ଧସେଇ ପଶିଲେ କେନ୍ଦ୍ରମନ୍ତ୍ରୀ...

ସମ୍ବଲପୁର ଡ଼ିଭିଜନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ

0
ସମ୍ବଲପୁର, ୩୧/୧୦ (ଓଡ଼ିଆ ପୁଅ) ଦୁର୍ନୀତି ନିବାରଣ ବିଭାଗର ସମ୍ବଲପୁର ମଂଡ଼ଳ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ସମ୍ବଲପୁର ରପସ୍ୱିନୀ ପ୍ରେକ୍ଷାଳୟ ଠାରେ...

କାଲି ଥାଇଲାଣ୍ଡ ଗସ୍ତ କରିବେ ମୋଦି

0
ନୂଆଦିଲ୍ଲୀ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ଆସନ୍ତା ୨ ତାରିଖରେ ଥାଇଲାଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଦୁଇ ଦିନିଆ ବିଦେଶ ଗସ୍ତରେ ମୋଦି ଏସିଆନ-ଇଣ୍ଡିଆ, ଇଷ୍ଟ ଏସିଆ...

ଆଉ ୩ ସପ୍ତାହ ବଢିଲା ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

0
ଭୁବନେଶ୍ଵର, ୩୧/୧୦, ( ଓଡ଼ିଆ ପୁଅ ପି ନାୟକ): ବର୍ତ୍ତମାନ ସୁଦ୍ଧା ୪୧ଲକ୍ଷ ସଭ୍ୟ ସଂଗ୍ରହ କରାଯାଇଥିବା ବେଳେ ଏହାକୁ ଆଉ ୩ ସପ୍ତାହ ବଢାଯାଇଛି। ତେବେ ବର୍ତ୍ତମାନ ଏହି ଅଭିଯାନରେ ଯାଜପୁର,...