Home ଓଡ଼ିଶା କନ୍ଧମାଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

596

କନ୍ଧମାଳ, ୦୧/୧୧, (ଓଡ଼ିଆ ପୁଅ/ପି ନାୟକ):କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା। ବାଲିଗୁଡା ଅଞ୍ଚଳରରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ବାଲିଗୁଡା ଥାନାରେ ଏନେଇ ପରିବାର ପକ୍ଷରୁ ଏନେଇ ଏତଲା ଦିଆଯାଇଛି। ମାମଲା ରୁଜୁ ପରେ ଅଭିଯୁକ୍ତକୁ ଧରିବା ପାଇଁ ବାଲିଗୁଡା ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.