Home ଓଡ଼ିଶା ଚିଦାମ୍ବରମଙ୍କୁ ପୁଣି ଝଟକା: ଜାମିନ ଆବେଦନ ଖାରଜ

ଚିଦାମ୍ବରମଙ୍କୁ ପୁଣି ଝଟକା: ଜାମିନ ଆବେଦନ ଖାରଜ

192

ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆ ପୁଅ) ଆଇଏନଏକ୍ସ ମିଡ଼ିଆ ମାମଲାରେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଲା ନାହିଁ। କୋର୍ଟ ଚିଦାମ୍ବରମଙ୍କର ଅନ୍ତରୀଣ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଏହା ସହିତ କୋର୍ଟ ତିହାର ଜେଲ ଅଧୀକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି କି ସେ ଚିଦାମ୍ବରମଙ୍କର ସେଲକୁ ସଫା ରଖିବେ ଏବଂ ତାଙ୍କୁ ମଶା କାମୁଡ଼ିବାରୁ ସୁରକ୍ଷା ଦେବା ସହ ମିନେରାଲ ୱାଟର, ଫେସ ମାସ୍କ ଯୋଗାଇଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.