Home ଓଡ଼ିଶା ବିରଳ ପ୍ରଜାତିର ମାଛ; କେଜି ୧୦ ହଜାର

ବିରଳ ପ୍ରଜାତିର ମାଛ; କେଜି ୧୦ ହଜାର

285

କେନ୍ଦ୍ରାପଡ଼ା, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ମାଛ। ଯାହାର ନାଁ ମୟୁର ମାଛ ବୋଲି କୁହାଯାଉଛି। ଏହାର ଓଜନ ୨୦ କେଜି ହୋଇଥିବା ବେଳେ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଏହି ମାାଛ ଅଲଗା ମାଛ ଠାରୁ ଟିକିଏ ଭିନ୍ନ ଦେଖାଯାଉଛି। ତେବେ ଏହାକୁ ଦିଘା ବଜାରରେ ବିକ୍ରି କରାଯିବ। ଏଥିରୁ ଓଷଧ ବି ତିଆରି କରାଯାଏ ବୋଲି ଲୋକେ କହୁଛନ୍ତି। ତେବେ ଏହି ବିରଳ ପ୍ରଜାତିର ମାଛ କୁ ଦେଖିବା ପାଇଁ ସେଠାରେ ଅନେକ ଲୋକ ଭିଡ ଜମାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.