Home Authors Posts by Bureau

Bureau

17655 POSTS 0 COMMENTS

କରୋନାଭାଇରସ୍ ଯୋଗୁଁ ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଶୀ ବିଶ୍ୱନାଥ...

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) କରୋନା ଭାଇରସ୍ ବ୍ୟାପିବାର ଆଶଙ୍କାକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଶୀ ବିଶ୍ୱନାଥ ମନ୍ଦିର...

ଗାୟିକା କନିକା କାପୁର କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନ୍ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ...

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ବଲିଉଡର ଗାୟିକ କନିକା କାପୁରଙ୍କର କରୋନା ଟେଷ୍ଟ ପଜିଟିଭ୍ ପାଇବା ପରେ ସମ୍ବେଦନଶୀଳତା ବଢ଼ିଛି। କନିକା କାପୁର ଲକ୍ଷ୍ନୌରେ ଏକ ପାର୍ଟୀରେ ଯୋଗ ଦେଇଥିଲେ ଯେଉଁଠାରେ...

ବଲିଉଡ଼ ଗାୟୀକା କନିକା କାପୁର କରୋନା ଆକ୍ରାନ୍ତ: ନିକଟରେ ଅନେକ ଇଭେଣ୍ଟରେ ଯୋଗ ଦେଇଥିଲେ

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ବଲିଉଡ ଗାୟୀକା କନିକା କପୁର ଲକ୍ଷ୍ନୌରେ କୋଭିଡ -19 ରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ପ୍ରକାଶ କରିଛନ୍ତିଯେ, ତାଙ୍କର ସାମ୍ପୁଲ ପଜିଟିଭ ଆସିଥିବା ସେ...

ଭାରତୀୟ ଫୁଟବଲର କିମ୍ବଦନ୍ତୀ ପୁରୁଷ ପି.କେ ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ପରଲୋକ

0
ନୂଆଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଭାରତୀୟ ଫୁଟବଲର ପୂର୍ବତନ ଅଧିନାୟକ ପ୍ରଦୀପ କୁମାର ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ଶୁକ୍ରବାରଦିନ କୋଲକାତାରେ ନିଧନ ହୋଇଛି। ସେ କିଛିଦିନହେବ ଅସୁସ୍ଥାବସ୍ଥାରେ ଚିକିତ୍ସିତ ହେଉଥିଲେ। ବାନାର୍ଜୀଙ୍କର ଦୁଇଝିଅ...

କୋଭିଡ ୧୯ ମୁକାବିଲା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

0
- ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ନିବେଦନ - ୨୨ ମାର୍ଚ୍ଚ ଅପରାହ୍ଣ ୫ଟାରେ ନିଃସ୍ୱାର୍ଥପର ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାକୁ ଆହ୍ୱାନ - ଭୟଭୀତ...

ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ : ଫ୍ଲୋର ଟେଷ୍ଟ ପୂର୍ବରୁ କମଲନାଥ ଦେଲେ ଇସ୍ତଫା

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ରାଜନୈତିକ ଶଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୨୨ ବିଦ୍ରୋହୀ ବିଧାୟକ ଇସ୍ତପାପତ୍ର ପ୍ରଦାନ କରିବା ପରେ କମଲନାଥ ସରକାର...

ମଧ୍ୟପ୍ରଦେଶରେ ଆଜି ଫ୍ଲୋର ଟେଷ୍ଟ – ସେପଟେ କଂଗ୍ରେସ ବିଦ୍ରୋହୀ ସାଂସଦଙ୍କ ଝିଅ ଫାଶୀ...

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ରାଜସ୍ଥାନର ବାରାଂ ଜିଲ୍ଲାର ଶାହାବାଦ ଅଞ୍ଚଳରେ ଜଣେ ଡାକ୍ତରଙ୍କ ପତ୍ନୀ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଉଛନ୍ତି ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର...

କରୋନାରେ ଭାରତରେ ୫ମ ମୃତ୍ୟୁ, ଇଟାଲୀ ମହିଳାଙ୍କର ଜୟପୁରରେ ମୃତ୍ୟୁ

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁରେ ପଞ୍ଚମ ମୃତ୍ୟୁ ହୋଇଛି। ଇଟାଲୀର ମହିଳାଙ୍କର ଜୟପୁରରେ ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ୬୯ ବର୍ଷୀୟ ଇଟାଲୀୟ ମହିଳା କରୋନାରେ ସଂକ୍ରମିତ...

ନିର୍ଭୟା ମାମଲା : ଫାଶୀଦଣ୍ଡ ଉପରେ ସ୍ଥଗିତାଦେଶ ପାଇଁ ଆବେଦନକୁ ବିଳମ୍ବିତ ରାତିରେ ଖାରଜ...

0
ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) : ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ ବିଳମ୍ବିତ ରାତିରେ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ କରିବାର ଆବେଦନକୁ ଖାରଜ କରିଦେଇଛନ୍ତି। ଅତଃ ଆଜି ସକାଳ ୫.୩୦ ମିନିଟ୍...

ନୋଭେଲ କରୋନା ଭୂତାଣୁ (କୋଭିଡ-୧୯) ପାଇଁ ଅତିରିକ୍ତ ମାର୍ଗଦର୍ଶିକା ଜାରି

0
ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) - ୨୨ ମାର୍ଚ୍ଚ, ୨୦୨୦ ପରଠାରୁ ଗୋଟିଏ ସପ୍ତାହ ପାଇଁ କୌଣସି ଅନୁସୂଚିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନକୁ ଭାରତରେ ଅବତରଣ କରିବା ଲାଗି ଅନୁମତି ମିଳିବ...

କରୋନାଭାଇରସ୍ : ଇରାନରେ ଥିବା କରନା ସଂକ୍ରମିତ ଭାରତୀୟଙ୍କର ମୃତ୍ୟୁ – MEA

0
ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି। ଏ ପର୍ଯ୍ୟନ୍ତ ଭାରତରେ ୧୭୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗୁରୁବାର ପର୍ଯ୍ୟନ୍ତ ଭାରତରେ...

ଆସନ୍ତାକାଲି ମଧ୍ୟପ୍ରଦେଶ ବିଧାନସଭାରେ ହେବ ଫ୍ଲୋର ଟେଷ୍ଟ – ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

0
ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଉପରେ ସୁପ୍ରିମକୋର୍ଟ ଗୁରୁବାରଦିନ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାରଦିନ ମଧ୍ୟପ୍ରଦେଶ...

ସମସ୍ତ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଓ ଖାତା ମୂଲ୍ୟାୟନ ଘୁଂଚାଇବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର...

0
କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ: ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ନୋଭେଲ କରେନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ...

ନିର୍ଭୟା ମାମଲା : ଦୋଷୀଙ୍କ ପାଇଁ ଆଇନଗତ ରିଲିଫ୍ ସମାପ୍ତ, ଆସନ୍ତାକାଲି ଫାଶୀ ଥୟ

0
ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ମାର୍ଚ୍ଚ ୨୦ ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ପୂର୍ବରୁ ଜେଥ ୱାରେଣ୍ଟ ଜାରୀ ହୋଇଛି। ପଟିଆଲା ହାଉସ କୋର୍ଟ ଏକ ମାମଲାର ଶୁଣାଣି...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ୍ ଖାରଜ

0
ନୂଆଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନଙ୍କୁ ସୁପ୍ରିମକୋର୍ଟରୁ ଝଟକା ମିଳିଛି। ପବନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୂଚନାଯୋଗ୍ୟଯେ, ସୁପ୍ରିମକୋର୍ଟରେ ପବନ...

କରୋନାଭାଇରସ୍ ପ୍ରଭାବ : ସିବିଏସ୍ଇ ପରେ ICSE ବୋର୍ଡ ଦଶମ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

0
ନୂଆଦିଲ୍ଲୀ ମାର୍ଚ୍ଚ ୧୯, ୨୦୨୦ (ଓଡ଼ିଆ ପୁଅ) ଭାରତରେ ନୋଭେଲ କରୋନାଭାଇରସ୍ ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୭୦ ପହଁଚିଛି। ଏହାପରେ ICSE ବୋର୍ଡ...

କରୋନା ପାଇଁ କଂଗ୍ରେସର କାର୍ଯ୍ୟକ୍ରମ ସ୍ଥଗିତ

0
ଭୁବନେଶ୍ୱର ତା ୧୮.୩ (ଓଡ଼ିଆ ପୁଅ) - ଭୟାବହ କରୋନା ଭୂତାଣୁ ଉଙଠଓଊ-୧୯ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସ ଓଡ଼ିଶା ପ୍ରଦେଶ...

କୋଭିଡ-୧୯ ନିରାକରଣ ଓ ନିବାରଣ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି

0
- ରାଜ୍ୟ ସହ ସମନ୍ୱୟ ସ୍ଥାପନ ଲାଗି ୩୦ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି - ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଘରୋଇ ପରୀକ୍ଷାଗାରକୁ ନମୂନା ପରୀକ୍ଷଣ ଅନୁମତି - ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆ ଯାତ୍ରୀଙ୍କ ଭାରତ...

ଅଗ୍ନିହୋତ୍ରର ସୁଦୂର ପ୍ରସାରୀ ପ୍ରଭାବ ଅଛି – ପଣ୍ଡିତ ନିରଞ୍ଜନ ବ୍ରହ୍ମା

0
ଭୁବନେଶ୍ୱର ତା ୧୮/୩ (ଓଡ଼ିଆ ପୁଅ) – କରୋନା ଭୂତାଣୁକୁ ଭୟ ନକରି ଘରେ ବାହାରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ନିତ୍ୟ ପ୍ରତି ସ୍ୱଗୃହରେ ଅଗ୍ନିହୋତ୍ର କରିବା ପାଇଁ ବିଶିଷ୍ଟ...

ସିବିଏସ୍ଇ ବୋର୍ଡ ସମେତ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ମାନବସମ୍ବଳ ବିକାଶ...

0
ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ ଅନ୍ୟ ସମସ୍ତ ବୋର୍ଡକୁ ଦଶମ...