Bureau
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭରସା ହେଲ୍ପଲାଇନର ଶୁଭାରମ୍ଭ କଲେ ମାନବ ସମ୍ବଳ ବିକାଶ...
ନୂଆ ଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ଚାପରେ ରହିଥିବା ଛାତ୍ର ସମୁଦାୟକୁ ମାନସିକ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଭିନବ...
କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା- ବର୍ତ୍ତମାନସୁଦ୍ଧା ୬୭, ୧୫୨ ସଂକ୍ରମିତ – ୨୪ ଘଣ୍ଟା...
ନୂଆଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ଏବେ ସୁଦ୍ଧା ଦେଶରେ ୨୦, ୯୧୭ ଜଣ କୋଭିଡ-୧୯ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ଯାହାଫଳରେ ଦେଶରେ ଆରୋଗ୍ୟ ହାର ୩୧.୧୫%ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭,...
ବିଶାଖାପାଟଣା ଗ୍ୟାସ ଲିକ୍ ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ସହାୟତା ନିମନ୍ତେ ଜରୁରି...
ନୂଆ ଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) ଭାରତୀୟ ବାୟୁ ସେନା (ଆଇଏଏଫ) ନିଜର ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ (ଏଚଏଡିଆର) ଦାୟିତ୍ୱର ଅଂଶବିଶେଷ ଭାବେ ୯ ମେ, ୨୦୨୦ରେ ବିଶାଖାପାଟଣା ଗ୍ୟାସ...
ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଯାତ୍ରୀବାହୀ ରେଳସେବା – ଜାଣନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା
- ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ (୩୦ଟି ଟ୍ରେନ) ଚାଲିବ
- ଶ୍ରମିକ ସ୍ପେଶାଲ ଅତିରିକ୍ତ ଚାଲିବ ଏହି ସେବା
- ସ୍ପେଶାଲ ଟ୍ରେନରେ ରହିଛି କେବଳ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଏସି...
ଭାରତୀୟ ରେଳବାଇ ପକ୍ଷରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟେଷ୍ଠନ (୩୦ଟି ଟେଷ୍ଠନ)ର ସମୟ ସାରଣୀ...
- ମେ ୧୨, ୨୦୨୦ରୁ ପର୍ଯ୍ୟାୟକଷ୍ଠମେ ଆରମ୍ଭ ହେବ ରେଳବାଇର ଆଂଶିକ ଯାତଷ୍ଠୀବାହୀ ରେଳ ସେବା
ନୂଆ ଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ...
ରାଜ୍ୟରେ ପୁଣି ୨୦ କରୋନା ଆକ୍ରାନ୍ତ – କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪
ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ରେ ପହଁଚିଛି। ନୂଆ ୨୦ ଆକ୍ରାନ୍ତଙ୍କ...
ଭଲ ଖବର – ରାଜ୍ୟରେ ୧୭ କୋରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) ରାଜ୍ୟରେ ଏକା ଥରକେ ୧୭ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ...
କଟକ, ମୟୁରଭଞ୍ଜ ଓ ଯାଜପୁରରୁ, ୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ କଟକ, ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାରୁ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର...
ତିନୋଟି ସ୍ଥାନରେ ରହିବ ଶ୍ରମିକ ସ୍ପେଶାଲ ଟ୍ରେନ- ଏବେ ୧୨୦୦ ନୁହେଁ ୧୭୦୦ ପାସେଞ୍ଜରଙ୍କୁ...
ନୂଆଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) କରୋନା ମହାମାରୀ ଯୋଗୁଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଚାଲିଛି। ଫସିଥିବା ଶ୍ରମିକମାନଙ୍କୁ ସ୍ୱରାଜ୍ୟକୁ ଫେରାଇ ଆଣିବା ପାଇଁ ରେଳବାଇ ଦ୍ୱାରା ପ୍ରାୟ ୩୫୦ ଟି ସ୍ୱତନ୍ତ୍ର...
କରୋନା ପରେ ଏବେ ଆଉ ଏକ ରହସ୍ୟମୟ ରୋଗ – ଶିଶୁ ହେଉଛନ୍ତି ଆକ୍ରାନ୍ତ...
ନୂଆ ଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କରେ କରୋନାଭାଇରସ୍ ସହିତ ଆଉ ଏକ ନୂତନ ରୋଗ ଆରମ୍ଭ ହୋଇଛି। ଏହି ରହସ୍ୟମୟ ରୋଗ ଏବେ ଶିଶୁମାନଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି।...
ବାଙ୍ଗାଲୋରରେ ରହିଯାଇଥିବା ପୁଅକୁ ଫେରାଇ ଅଣାଯିବାକୁ ଜିଲ୍ଲାପାଳଙ୍କୁ ଆଶାକର୍ମୀର ନିବେଦନ
କେନ୍ଦ୍ରାପଡା ୧୦/୫ (ଓଡ଼ିଆ ପୁଅ) - ପାଟକୁରା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ରଞ୍ଜନ କୁମାର ସେଠୀଙ୍କ ପତ୍ନୀ ଆଶାକର୍ମୀ କେତକୀ ସେଠୀ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ...
ରାଜ୍ୟରେ ପୁଣି ୧୪ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ...
ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି। ତେବେ ଗଞ୍ଜାମ ଜିଲ୍ଲାରୁ...
ଆଜି ଠାରୁ ରେଳ ଟିକେଟ୍ ବୁକିଂ ଆରମ୍ଭ – କାଲିଠୁ ଚାଲିବ ଟ୍ରେନ –...
ନୂଆଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ଦେଶରେ କରୋନାଭାଇରସ୍ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଭାରତୀୟ ରେଳବାଇ ରବିବାରଦିନ କରିଛି ବଡ଼ ଘୋଷଣା। ରେଳ ମନ୍ତ୍ରଣାଳୟର ସୂଚନାନୁସାରେ,...
ଜୁଆ ଅଡ୍ଡାରେ ଚଢ଼ାଉ – ୮ଜଣ ଗିରଫ ସହ ନଗଦ ଟଙ୍କା, ମୋବାଇଲ ବାଇକ...
ବାଲିଗୁଡା, ୧୦/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଥାନା ଅଞ୍ଚଳ ରେ ଶନିବାର ରାତିରେ ଏକ ଘରେ ଜୁଆ ଖେଳ ଚାଲିଥିବା ବିଷୟ କୌଣସି ଏକ ବିଶ୍ୱସ୍ତ ସୂତରୁ ଖବର...
ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆ ଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ଆଜି ମେ’ ୧୧, ୨୦୨୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପଞ୍ଚମ ବୈଠକରେ ଯୋଗଦାନ କରିବେ। ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ...
ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ମାଲେରେ ପହଞ୍ଚିଲା ଅପରେସନ ସମୁଦ୍ର ସେତୁ ଆଇଏନଏସ...
ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ମାଳଦ୍ଵୀପରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ନୌସେନାର ଅପରେସନ ସମୁଦ୍ର ସେତୁ ଅନ୍ତର୍ଗତ ଦ୍ଵିତୀୟ ନୌସେନା ଜାହାଜ ମେ ୧୦...
ମିଶନ ସାଗର – ୧୦ ମେ ୨୦୨୦
ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ମୁକାବିଲା ଦିଗରେ ଭାରତ ସରକାରଙ୍କ ସହିତ ସମନ୍ବୟ ସ୍ଥାପନ କରି ଭାରତୀୟ ନୌସେନାର ଜାହାଜ ‘କେସରୀ’ ଖାଦ୍ୟ ସାମଗ୍ରୀ, ଏଚସିକ୍ୟୁ ଔଷଧ ସହିତ...
ମେ’ ୧୦, ୨୦୨୦ ସୁଦ୍ଧା ଦେଶବ୍ୟାପୀ ୩୬୬ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଳାଚଳ –...
- ଓଡିଶାର ଖୋର୍ଦ୍ଧା ରୋଡ, ଜଗନ୍ନାଥପୁର ଓ ଟିଟିଲାଗଡ ଆଦି ସ୍ଥାନରେ ପହଞ୍ଚିଲା ଟ୍ରେନ - ସାମାଜିକ ଦୂରତା ରକ୍ଷା କରି ପ୍ରତି ଟ୍ରେନରେ ଯାତ୍ରା କରୁଛନ୍ତି ୧୨୦୦ ଯାତ୍ରୀ - ଯାତ୍ରା...
କୋଭିଡ-୧୯ ଲକଡାଉନ ଜନିତ କଟକଣା ସତ୍ୱେ ଏପ୍ରିଲରେ ନେଶନାଲ ଫର୍ଟିଲାଇଜର୍ସ ଲିମିଟେଡର ବିକ୍ରି ୭୧...
ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ରସାୟନ ଓ ସାର ମନ୍ତ୍ରଣାଳୟ ଅନ୍ତର୍ଗତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନେଶନାଲ ଫର୍ଟିଲାଇଜର୍ସ ଲିମିଟେଡ କୋଭିଡ-୧୯ ଜନିତ ଦେଶର ଲକଡାଉନ କଟକଣା ସତ୍ୱେ ଏପ୍ରିଲ ମାସରେ ତାହାର...
କୋଭିଡ-୧୯ ପରିଚାଳନାର ସମୀକ୍ଷା କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ...
ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) କୋଭିଡ-୧୯ର ପରିଚାଳନା ଓ ଏହାର ମୁକାବିଲା ନେଇ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବା ଲାଗି ଆଜି କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ରାଜ୍ୟ...








