Home Authors Posts by Bureau

Bureau

17673 POSTS 0 COMMENTS

କେନ୍ଦ୍ରାପଡ଼ା ବ୍ଲକ ଉପାଧ୍ୟକ୍ଷଙ୍କ ମାତୃ ବିୟୋଗ

0
କେନ୍ଦ୍ରାପଡା, ୨୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ରଙ୍କ ମାତା ହେମଲତା ମହାପାତ୍ରଙ୍କର ବୁଧବାର ସକଳେ ୮୫ବର୍ଷ ବୟସରେ ବିୟୋଗ ହୋଇଯାଇଛି। ସେ ଜଣେ ମିଷ୍ଟଭାଷି,...

ଜୀନତ ପ୍ରିୟଦର୍ଶିନୀ ରାଉତ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା କଂଗ୍ରେସ ସଭାପତି ନିଯୁକ୍ତ

0
କେନ୍ଦ୍ରାପଡା, ୨୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ କୁମାର ପଟ୍ଟନାୟକଙ୍କ ସୁପାରିଶ ଓ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ନିତା ଡି....

ଜଗତପୁରରେ ବଣୁଆ ହାତୀ ଆକ୍ରମଣରେ ଦୁଇ ମୃତ: ଦୁଇ ଗୁରୁତର : ଶେଷରେ ହାତୀକୁ...

0
କଟକ, ୨୮/୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ବଣୁଆ ହାତୀ ଆତଙ୍କ ସୃଷ୍ଟି କରିଛି। ଗତକାଲି ରାତ୍ର ୪ଟା ରେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀମାନେ...

କୁକୁଡା ମାରି ଅଣ୍ଡା ଖିଆ ନାଗ ସାପ ଉଦ୍ଧାର

0
ଟାଙ୍ଗି/ଖୋର୍ଦ୍ଧା ୨୯-୯ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) କୁକୁଡ଼ା ରହୁଥିବା ଘରେ ଏକ ନାଗ ସାପ ପଶି ଦୁଇଟି କୁକୁଡ଼ାକୁ ମାରି ଦୁଇଟି ଅଣ୍ଡା ଗିଳିଥିବା ନାଗ ସାପ ଉଦ୍ଧାର। ସୂଚନାରୁ ଜଣାପଡିଛି ଜଂକିଆ...

ଭୁବନେଶ୍ୱରରେ ‘ନୂଆଁଖାଇ ଭେଟଘାଟ୍’ରେ କେନ୍ଦ୍ରମନ୍ତ୍ରୀ : ନବାନ୍ନ ଖାଇବାର ପରମ୍ପରା ନୂଆଁଖାଇକୁ ଭାରତ ସ୍ୱୀକାର...

0
- ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇବା ଆମ ସମାଜ ପାଇଁ ବଡ଼ ଉପଲବ୍ଧି - ନୂଆଁଖାଇ ହେଉଛି ଆନନ୍ଦ ଓ ଉଲ୍ଲାସ ମନାଇବାର ଅନନ୍ୟ ପର୍ବ ଭୁବନେଶ୍ୱର, ସେପ୍ଟେମ୍ବର ୨୮ (ଓଡ଼ିଆ...

୨୯ ସେପ୍ଟେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନର ନିରାକରଣ ଆସିବ। ଯାତ୍ରା କରିବେ ତଥା ମିତ୍ରମାନଙ୍କଠାରୁ ଉପହାର ଆଦି ମିଳିବ।...

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ : ସବୁ ଅନଲାଇନ ପୋଷ୍ଟ ଅଫିସ ପାସପୋର୍ଟ...

0
ଭୁବନେଶ୍ବର ୨୮-୯ (ଓଡ଼ିଆ ପୁଅ): ଦେଶର ନାଗରିକଙ୍କ ପାଇଁ ପାସପୋର୍ଟ ସେବାକୁ ଅଧିକ ସହଜ କରିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗତ କିଛି...

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ : ଓଳାଶୁଣି ଛକ ସ୍ଥିତ ବ୍ରିଜର...

0
- ଉକ୍ତ ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀଙ୍କ ପ୍ରତିଶ୍ରୁତି - ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ସାଲେପୁର ଓ ମାହାଙ୍ଗାର ୩୦ଟି ପଞ୍ଚାୟତର ୨ ଲକ୍ଷରୁ ଉର୍ଦ୍ଧ୍ୱ...

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ

0
ମହାମହିମ, ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି। ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି। କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ...

ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ ସମ୍ମାନିତ ହେବେ ଆଶା ପାରେଖ

0
- ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ - ପୁରସ୍କାର ସମାରୋହରେ ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ବିଶିଷ୍ଟ...

୨୦୩୦ ସୁଦ୍ଧା ମିଡିଆ ଓ ମନୋରଞ୍ଜନ କ୍ଷେତ୍ରକୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଉଚିତ୍‌:...

0
- ଫିକ୍କି ଫ୍ରେମସ୍‌ଫାଷ୍ଟ ଟ୍ରାକ୍‌୨୦୨୨କୁ ସମ୍ବୋଧିତ କରି କହିଲେ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର - ଚଳଚ୍ଚିତ୍ର କ୍ଷେତ୍ରରେ ଅଧିକ ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ଇନଭେଷ୍ଟ ଇଣ୍ଡିଆ ସହଭାଗିତାରେ ଚଳଚ୍ଚିତ୍ର ସୁବିଧା...

ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର...

0
ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ...

ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶ କ୍ରମେ ୩୪ଏକରରେ ଏଥର ହେବ ବାଲିଯାତ୍ରା

0
କଟକ : ୨୭/୯(ଓଡ଼ିଆ ପୁଅ /ଅଭୟ ଜେନା) କଟକର ଐତିହାସିକ ବାଲିଯାତ୍ରା ୨୦୨୨, କଟକ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ନଭେମ୍ବର ୮ ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ କଟକ ଗଡ଼ଗଡିଆ ଘାଟ...

୨୮ ସେପ୍ଟେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ - ଯଦି ଆପଣ ଏହି ସମୟରେ କୌଣସି ନୂଆ ବ୍ୟାପାରରେ ନିବେଶ ପାଇଁ ଭାବୁଛନ୍ତି ତେବେ ତା'ର ଚାବୀ ଆପଣଙ୍କ ହାତରେ ଅଛି। କାମରେ ବୃଦ୍ଧି ହେବାରୁ ଆପଣଙ୍କ ଆମଦନୀ ବଢ଼ିବ।...

ପୁରୀ ମୁଖ୍ୟ ଚିକିତ୍ସାଳୟରେ ମିଳୁନାହିଁ ନିରାମୟ ଔଷଧ! : CDMO ଙ୍କ ହସ୍ତକ୍ଷେପ ପରେ...

0
- ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ରୋଗୀ, ପୁରୀ, ୨୬/୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଅପରାହ୍ନ ସମୟରେ ଜଣେ ରୋଗୀ ନିଜର କାଶ ଜନିତ ରୋଗର ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ...

ପୁରୀରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

0
ପୁରୀ ୨୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପର୍ଯ୍ୟଟନ କେବଳ ଖୁସି ଦିଏ ନାହିଁ ବରଂ ଅର୍ଥନୀତି ଓ ପାରସ୍ପରିକ ସଦଭାବନାକୁ ସମୃଦ୍ଧ କରିଥାଏ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କହିଛନ୍ତି। ଆଜି...

୨୭ ସେପ୍ଟେମ୍ବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ।...

କୁଲୁରେ ଘାଟୀରୁ ଖସିଲା ପର୍ଯ୍ୟଟନ ବସ : ୭ ମୃତ ୧୦ ଆହତ

0
ନୂଆ ଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା। କୁଲୁ ଜିଲ୍ଲାର ବଞ୍ଜାର ଉପତ୍ୟକାର ଘିଆଗୀ ଅଞ୍ଚଳରେ ରବିବାର ଦିନ ଏକ ପର୍ଯ୍ୟଟନ ବସ ଘାଟୀରୁ ଖସିପଡ଼ିବା ଫଳରେ ଅତି...

୨୬ ସେପ୍ଟେମ୍ବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ମାନସିକରୂପରେ ବ୍ୟଗ୍ରତା...

ଆଜି ପବିତ୍ର ମହାଳୟା: ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ

0
ପୁରୀ ୨୫-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର ମହାଳୟା। ପିତୃ ପକ୍ଷର ଶେଷ ଦିନ। ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ। ଆଜିର ଦିନରେ ଯେଉଁ...