Bureau
ଗତବର୍ଷ ତୁଳନାରେ ମାର୍ଚ୍ଚରୁ ଜୁନ ମଧ୍ୟରେ ଦେଶରେ କୃଷିଜାତ ସାମଗ୍ରୀର ରପ୍ତାନୀ ୨୩.୨୪ ପ୍ରତିଶତ...
- କୃଷି ବିପଣନ ପାଇଁ କୃଷି ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ କାର୍ଯ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ, ରପ୍ତାନୀ ବୃଦ୍ଧି ସହ ଯୋଜନାରେ ଆମଦାନୀ ସାମଗ୍ରୀର ବିକଳ୍ପ ଉପରେ ପ୍ରାଧାନ୍ୟ
- କୃଷି ମନ୍ତ୍ରଣାଳୟ ଆଦେଶ କ୍ରମେ...
ସିଭିଲ ସର୍ଭିସରେ ମନୋନୀତ ଯୁବକଙ୍କୁ ସମ୍ମାନୀତ କଲେ ମୁକ୍ତାର ଆବାସ ନକଭୀ
- ସରକାର ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିଛନ୍ତି, ଯେଉଁଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନଙ୍କର ଦକ୍ଷତାକୁ ପ୍ରୋତ୍ସାହନ ଦିଆଯାଉଛି- ଛାତ୍ରବୃତ୍ତି ଯୋଜନାର ଏହି ହିତାଧିକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ହେଉଛନ୍ତି ବାଳିକା-...
ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ସରକାରଙ୍କ ସହ ଭାଗୀଦାର ହେବା...
- ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା ଓ ଆତ୍ମସମ୍ମାନ ଯୋଗାଇ ଦେବାକୁ ଉଦ୍ଦିଷ୍ଟ
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବା ପାଇଁ...
ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କେୟା ନାଇଡୁଙ୍କ ଦ୍ୱାରା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀଙ୍କ...
- କୃଷକଙ୍କ ସମସ୍ୟା ସମାଧାନ ପାଇଁ ନବସୃଜନର ମାର୍ଗ ବାହାର କରିବାକୁ ଗବେଷକମାନଙ୍କୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ- ଦଲାଲଙ୍କ ଶୋଷଣରୁ ଚାଷୀଙ୍କୁ ମୁକ୍ତ କରିବାକୁ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ- ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ନବସୃଜନ ଓ...
ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ ଡିସେମ୍ବର ଶେଷ ସୁଦ୍ଧା ୫୦, ୦୦୦ ନିଯୁକ୍ତି ସୁଯୋଗ
ନୂଆ ଦିଲ୍ଲୀ ୨୦ ଅଗଷ୍ଟ (ଓଡ଼ିଆ ପୁଅ) କରୋନା ମହାମାରୀ କରାଣରୁ ମାର୍ଚ୍ଚ ଶୋଷ ସପ୍ତାହରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଅନେକ ଲୋକଙ୍କୁ ଚାକିରିରୁ ଛଟେଇ କରିଥିଲା। ଅର୍ଥନୀତିରେ ବ୍ୟାପକ ଚାକିରୀ କ୍ଷତି...
ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ବିଷୟରେ ସମ୍ପୂର୍ଣ୍ଣ ଜାଣନ୍ତୁ : ନିଯୁକ୍ତି ପ୍ରକ୍ରିୟାରେ ଆସିବ...
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଏକକ ଯୋଗ୍ୟତା ପରୀକ୍ଷା (ସିଇଟି) ଆୟୋଜନ ନିମନ୍ତେ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ତେବେ ଜାତୀୟ ନିଯୁକ୍ତି ସଂସ୍ଥା...
Gmail down – ଇମେଲ ପଠାଇବା ଏବଂ ଫାଇଲ ଆଟାଚ୍ କରି ହେଉନାହିଁ
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) Gmail down - ଇମେଲ ପଠାଇବା ଏବଂ ଫାଇଲ ଆଟାଚ୍ କରି ହେଉନାହିଁ ବୋଲି ଏକ ରିପୋର୍ଟରୁ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଗୁଗୁଲ ଏହା...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ, ୮ ମୃତ, ଖୋର୍ଦ୍ଧା ଜିଲ୍ଲାରୁ...
ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୦୦୨୦ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୪...
ରାଜ୍ୟରେ ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୮୦ କୁ...
ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୮ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୮୦ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।କଟକ ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୦୦୨୦ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ଦେଶରେ ୬୯, ୬୫୨ ନୂଆ କରୋନା ଆକ୍ରାନ୍ତ, ୯୭୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୩,...
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୯, ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୭୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
ସୁସ୍ଥ ହେଲେ ୧୬୨୧
ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୬୨୧ ଜଣ। ଏହା ସହ ଓଡିଶାରେ ମୋଟ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୪୬୯୩୫ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ...
ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧିନସ୍ଥ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ଗୋଟିଏ ସ୍ଥାନରୁ କାର୍ଯ୍ୟ...
- ଅକ୍ଟୋବର ପହିଲାରୁ ୧୯ଟି ସମନ୍ଵିତ କ୍ଷେତ୍ରୀୟ କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିବେ
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦକ୍ଷତା ବୃଦ୍ଧି ତଥା ସମୟୋଚିତ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ ୧୯ଟି ସମନ୍ଵିତ କ୍ଷେତ୍ରୀୟ...
ଚାଷୀଙ୍କ ପାଇଁ ଅନେକ ସମ୍ଭାବନାର ସମ୍ଭାର ଆଣିବ ମୋଦି ସରକାରଙ୍କ କୃଷି ସଂସ୍କାର –...
କରୋନା ସମୟରେ ରାଜ୍ୟରେ ୩୬.୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ସିଧାସଳଖ ୨ ହଜାର ଟଙ୍କା ପାଇଛନ୍ତି
ମୋଦି ସରକାରଙ୍କ କୃଷି ନୀତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ -
- କୁଚିଣ୍ଡା, କୋରାପୁଟ ଓ କନ୍ଧମାଳ ସମେତ...
ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ...
ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାର୍ରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ ଗୁରୁତ୍ୱ
- କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ଜରୁରୀ-...
ଘରର ମୁରବୀମାନେ ମହିଳାଙ୍କୁ ସାନିଟାରି ନାପକିନ ଯୋଗାଇ ଦେବାର ସଂକଳ୍ପ ନିଅନ୍ତୁ: ଲେଖାଶ୍ରୀ ସାମନ୍ତସିଂହାର
ପ୍ରଧାନମନ୍ତ୍ରୀ ମୋଦିଜୀ ଲାଲକିଲ୍ଲା ଠାରୁ ମହିଳା ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ସାନିଟାରୀ ନାପକିନର ବ୍ୟବହାରକୁ ଗୁରୁତ୍ୱ ଦେବା ପ୍ରସଙ୍ଗ
- ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଗୁରୁତ୍ୱ ଦେଇ ସାନିଟାରୀ ନାପକିନ ମାତ୍ର ୧...
ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ) : ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରରେ...
ସୁସ୍ଥ ରହିବା ପାଇଁ ଦିନକୁ କେତେ ଚାଲୁଛନ୍ତି ? ୫ବର୍ଷ ରୁ ୬୦ ବର୍ଷ...
ଦୈନିକ ଚାଲିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ସମଗ୍ର ଶରୀରକୁ ଫିଟ୍ ରଖିବା ପାଇଁ ଚାଲିବା ଅପେକ୍ଷା କୌଣସି ଭଲ ବ୍ୟାୟାମ ନାହିଁ। କିନ୍ତୁ ଚାଲିବା ସମୟରେ କେତେ ବର୍ଷର...
ହୋମଗାର୍ଡଙ୍କ ପାଇଁ ଖୁସି ଖବର: ଦୈନିକ ଭତ୍ତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା...
ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ) : ହୋମଗାର୍ଡଙ୍କ ଭତ୍ତା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।...
କେନ୍ଦ୍ରର ବଡ ନିଷ୍ପତ୍ତି: ବର୍ତ୍ତମାନ ସରକାରୀ ଚାକିରି ପାଇଁ ହେବ ଏକ ସ୍ୱତନ୍ତ୍ର ପରୀକ୍ଷା...
ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) କେନ୍ଦ୍ର କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ଅନୁଯାୟୀ ଦେଶରେ ସରକାରୀ ଚାକିରୀ ପାଇଁ କେବଳ ଗୋଟିଏ ସାଧାରଣ ପରୀକ୍ଷା ହେବ (Common...
















