Bureau
ଉତ୍କଳ ୟୁନିଭରସିଟିରେ ୨୦୦ କୋଟି ଟଙ୍କାର ଦୁର୍ନୀତି : ସୂଚନା ଅଧିକାର କର୍ମୀ
- ଅଡିଟିରେ ଧରାପଡିଲା ଦୁର୍ନୀତି, ୨୦୦ କୋଟି ଟଙ୍କା ଫେରାଇବ ଉତ୍କଳ ୟୁନିଭରସିଟି
- ତୁରନ୍ତ ଟଙ୍କା ଫେରସ୍ତ ପାଇଁ କୋର୍ଟର ଦ୍ୱାରସ୍ତ ହେବେ, ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ
ଭୁବନେଶ୍ୱର ୨୫-୧୦ (ଓଡ଼ିଆ...
ଆଜି କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...
ପୁରୀ ୨୫-୧୦ (ଓଡ଼ିଆ ପୁଅ) ଆଜି କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ। ଏଣୁ ଭୋର ୪ ଟା ୫୭ ମିନିଟ ଠାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ...
ଦୀପାବଳିରେ ପୁରୀରେ ଗର୍ଜିଲା ବନ୍ଧୁକ
ପୁରୀ ୨୫-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦୀପାବଳିରେ ଗର୍ଜିଲା ବନ୍ଧୁକ। ପୂରୀ ଚନ୍ଦନପୁରରେ ଗୁଳିମାଡ଼। ଜଣେ ମୃତ ଜଣେ ଗୁରୁତର ଆହତ। ପୁରୀ ଚନ୍ଦନପୁର ଥାନା ଅଧିନରେ ଘଟିଛି ଏହି ଘଟଣା। ମୃତକ...
୨୫ ଅକ୍ଟୋବର ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ସୁଖମୟ ଦାମ୍ପତ୍ୟ ଜୀବନ ସହିତ ବାହରକୁ ବୁଲିବାକୁ ଯିବାର ଯୋଗ ଅଛି। ବ୍ୟାପାରିମାନଙ୍କୁ କ୍ରୟରେ ଲାଭ ଏବଂ ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ଅଛି।...
କାରଗିଲ୍ ଠାରେ ସଶସ୍ତ୍ର ସେନା ବାହିନୀ ସହିତ ଦୀପାବଳି ଉତ୍ସବ ପାଳନ କଲେ ପ୍ରଧାନମନ୍ତ୍ରୀ
ଏହି ଅବସରରେ ସାହସୀ ଯବାନ ମାନଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
“ବର୍ଷ ବର୍ଷ ଧରି, ଆପଣମାନେ ମୋ ପରିବାରର ଏକ ଅଂଶ ହୋଇ ରହି ଆସିଛନ୍ତି”
“ଦୀପାବଳି ହେଉଛି ଆତଙ୍କବାଦ ଶେଷ ହେବାର ପର୍ବ”
“ଆମେ...
ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବେ ଋଷି ସୁନାକ
ନୂଆ ଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ଭାରତୀୟ ମୂଲକର ଋଷି ସୁନାକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବେ। ସୂଚନାଯୋଗ୍ୟଯେ, ଅକ୍ଟୋବର ୨୦ ରେ, ସାଂସଦଙ୍କ ବିଦ୍ରୋହ ପରେ ଲିଜ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ...
ଦୀପାବଳି ସାରା ରାଜ୍ୟ ଉତ୍ସବ ମୁଖର : ପିତୃଲୋକଙ୍କ ଉଦ୍ଦେଶ୍ୟରେ ପୁରୀରେ ବଡ଼ବଡ଼ିଆ ଡାକ
ପୁରୀ ୨୪-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଆଲୋକର ପର୍ବ ଦୀପାବଳି। ଦୁଇ ବର୍ଷ ପରେ କୋଭିଡ କଟକଣା ହଟିଥିବାରୁ ଦୀପାବଳିକୁ ଧୁମଧାମରେ ପାଳନ ନେଇ ହୋଇଛି ପ୍ରସ୍ତୁତି। ଦୀପାବଳି ପାଇଁ ସାରା...
ବ୍ୟାଙ୍କ କର୍ମଚରୀ ସଂଘର ସଭାପତି ନିର୍ବାଚନ
ପୁରୀ, ୨୪/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବ୍ୟାଙ୍କ୍ ଲିମିଟେଡ଼ କର୍ମଚାରୀ ସଂଘର ପରିଷଦ ବୈଠକ ରେ ଶ୍ରୀ ବୈରାଗୀ ଜେନା ଙ୍କୁ ସଭାପତି ରୂପ ରେ ମନୋନୟନ...
ଶ୍ରଦ୍ଧାଳୁ ଭକ୍ତଙ୍କୁ ହବିଷାନ୍ନ ବଣ୍ଟନ
ପୁରୀ, ୨୪/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର କାଳିପୂଜା ଅବସରରେ ଏକ ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶାନ୍ତି ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ କାର୍ତ୍ତିକ ମାସର ହବିଷାନ୍ନ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ପୌରସବନ...
ନବଜ୍ୟୋତି ଉଚ୍ଚ ବିଦ୍ୟାପୀଠର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, ୨୪ା୧୦(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କହ୍ନେଇପୁର ରାଜସ୍ୱ ଗ୍ରାମର ବଢିହସ୍ଥିତ ନବଜ୍ୟୋତି ବିଦ୍ୟାପୀଠର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସମାଜସେବୀ ସନ୍ତୋଷ କୁମାର...
ତୁଳସୀ ସଂସ୍କୃତ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୨୪ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନରେନ୍ଦ୍ରପୁରସ୍ଥିତ ତୁଳସୀ ସଂସ୍କୃତ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।ନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ପଣ୍ଡିତ ସୁବାସ ଚନ୍ଦ୍ର ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା...
ମା’ ବନଦୁର୍ଗାଙ୍କ ତ୍ରିପୁରା ସୁନ୍ଦରୀ ବେଶ
ଖୋର୍ଦ୍ଧା ୨୪.୧୦ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) : ପବିତ୍ର ଦୀପାବଳି ଅବସରରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ସ୍ଥିତ କଲ୍ୟାଣମୟୀ ଜଗଜ୍ଜନନୀ ମା' ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ ମହା...
ହାତୀ ଆକ୍ରମଣରେ ଯୁବତୀ ଆହତ
ଖୋର୍ଦ୍ଧା,୨୪.୧୦ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ଦିର୍ଘଦିନ ହେବ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ହାତୀ ଆକ୍ରମଣରେ ଜଣେ ଯୁବତୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ହାତୀ...
ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୩୩୪...
ନୂଆ ଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୩,୧୯୩ କୁ ହ୍ରାସ...
ରାଜ୍ୟରେ ଆଜି ୩୪ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୨୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୩୪
୦-୧୮ ବର୍ଷର : ୩
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧
- ସ୍ଥାନୀୟ ଅଞ୍ଚଳରୁ୧୩
୧- ବରଗଡ଼ ଜିଲ୍ଲାରୁ...
ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ପ୍ରକଳ୍ପ କାର୍ଯ୍ୟର ତଦାରଖ କଲେ ମୁଖ୍ୟ ଶାସନ ସଚିବ
ପୁରୀ ୨୪-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ୨୫ କୋଟି ଟଙ୍କା ଅନୁଦାନରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟର ତଦାରଖ...
କାଳୀ ପୂଜାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଲଚଞ୍ଚଳ
ପୁରୀ ୨୪-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କାଳୀ ପୂଜାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଲଚଞ୍ଚଳ। ବିଶେଷ କରି ପୁରୀ ବାଲି ସାହିରେ ଥିବା ପ୍ରସିଦ୍ଧ ବାଟ କାଳୀ ମନ୍ଦିରରେ କାଳୀ ପୂଜା ନେଇ...
ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
ପୁରୀ ୨୩/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଐତିହ୍ୟ ଓ ପ୍ରକୃତିର ଗନ୍ତାଘର। ବିକାଶ ମୂଳକ କାର୍ଯ୍ୟ ସମୟରେ ଏହାର ସଂରକ୍ଷଣ କରାଯାଉ। ପୁରୀ ଦେଶର ଆଧ୍ୟାତ୍ମିକ ରାଜଧାନୀ। ଏହାର ପବିତ୍ରତା...
ବାଲୁକା କଳାରେ ଦୀପାବଳିର ଶୁଭେଚ୍ଛା
ପୁରୀ ୨୪-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ଦୀପାବଳିକୁ ନେଇ ଗାଁ ଠାରୁ ଆରମ୍ଭ କରି ସହର ଯାଏ ଉତ୍ସବ ମୁଖର ବାତାବରଣ। ଆଲୋକର ପର୍ବ ଦୀପାବଳିକୁ ପାଳନ ପାଇଁ ସବୁଠି ହୋଇଛି...
୨୪ ଅକ୍ଟୋବର ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ନୂଆ କାର୍ଯ୍ୟ କରିବାପାଇଁ ଉପଦେଶ। ଗୂଢ ବିଦ୍ୟା ତଥା ରହସ୍ୟମୟ ବିଷଗୁଡ଼ିକୁ ବୁଝିବା ପାଇଁ ଆଜି ଆପଣ ପ୍ରଯତ୍ନ ହୁଅନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ...