Home Authors Posts by Bureau

Bureau

17655 POSTS 0 COMMENTS

୦୬ ନଭେମ୍ବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଦିନ ଆନନ୍ଦପୂର୍ବକ କଟିବ। ମିତ୍ରମାନଙ୍କ ପଛରେ ଧନଖର୍ଚ୍ଚ ହୋଇପାରେ ଏବଂ ଲାଭ ମଧ୍ୟ ହେବ। ସରକାରୀ ଏବଂ ଅର୍ଧ ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।...

ହିମାଚଳ ପ୍ରଦେଶ : କଂଗ୍ରେସ ଘୋଷଣା ପତ୍ର, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଏବଂ...

0
ନୂଆ ଦିଲ୍ଲୀ ୫-୧୧ (ଓଡ଼ିଆ ପୁଅ) ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ମାନିଫେଷ୍ଟୋ ପ୍ରକାଶ କରିଛି। ଯେଉଁଥିରେ କଂଗ୍ରେସ ହିମାଚଳବାସୀଙ୍କୁ ୧୦ ଟି ଗ୍ୟାରେଣ୍ଟି ଦେଇଛି, ପ୍ରଥମ କ୍ୟାବିନେଟ...

ପଦ୍ମପୁର ବିଧାନସଭା ସମେତ ଅନ୍ୟରାଜ୍ୟରେ ବିଧାନସଭା ଏବଂ ମେନପୁରୀ ସଂସଦୀୟ ଆସନ ପାଇଁ ଉପ-ନିର୍ବାଚନ...

0
ନୂଆ ଦିଲ୍ଲୀ ୫-୧୧ (ଓଡ଼ିଆ ପୁଅ) ଶନିବାର ଦିନ ନିର୍ବାଚନ ଆୟୋଗ ଓଡିଶା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଏବଂ ଛତିଶଗଡରେ ପାଞ୍ଚଟି ବିଧାନସଭା ଆସନ ଏବଂ ଉତ୍ତରପ୍ରଦେଶର ଗୋଟିଏ ବିଧାନସଭା ଆସନ ପାଇଁ...

ମଣ୍ଡଳ ସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ ଅନୁଷ୍ଠିତ

0
ନୟାଗଡ଼, ୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ।...

ନୟାଗଡ଼ରେ ୫ଶହ ମିଶନଶକ୍ତି ମା’ମାନଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା ରାଲି

0
ନୟାଗଡ଼, ୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଦୁର୍ନୀତି ନିବାରଣ ସଚେତନତା ପାଳନ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରାୟ ୫୦୦ ମିଶନଶକ୍ତି...

ଅବକାରୀ ଚଢ଼ାଉ, ୨ଜଣ ଗିରଫ

0
ନବରଙ୍ଗପୁର ୪/୧୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଶୁକ୍ରବାର ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିନ ଜଟାବାଲ, ମୁଣ୍ଡିଗୁଡା, ପୋଖନାଗୁଡା, ମାନିଗାଁ,...

ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ

0
ନବରଙ୍ଗପୁର ୪/୧୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) - ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ...

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ...

0
ନୂଆଦିଲ୍ଲୀ, ୪/୧୧(ଓଡ଼ିଆ ପୁଅ) : ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ...

ଭରଚୁଆଲ ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ପାଇଁ ଚାଲିଛି ବାବା ଧବଳେଶ୍ୱରଙ୍କ ଦର୍ଶନ 

0
କଟକ, ୪/୧୧ (ଓଡ଼ିଆ ପୁଅ /ଅଭୟ ଜେନା) ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ଦର୍ଶନ ଆଜିଠାରୁ ଭରଚୁଆଲ ମୋଡ଼ରେ ଆରମ୍ଭ ହୋଇଛି। କଟକ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଧବଳେଶ୍ୱରଙ୍କ ନିକଟକୁ ନଯିବା...

ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ ଆସେସ ମେଣ୍ଟ -୧ ପରୀକ୍ଷା 

0
କଟକ, ୪/୧୧(ଓଡ଼ିଆ ପୁଅ /ଅଭୟ ଜେନା ) ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ୍‌ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୫ ଲକ୍ଷ ୩୨ ହଜାର ୭୧୨...

ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

0
ପୁରୀ ୪/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦୁର୍ନୀତି ରୂପକ ସାମାଜିକ ବ୍ୟାଧିକୁ ବ୍ୟାପକ ସଚେତନତା ମାଧ୍ୟମରେ ପ୍ରତିହତ କରାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଆହ୍ୱାନ ଦେଇଛନ୍ତି।...

ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା

0
ପୁରୀ ୪/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପୂର୍ବାହ୍ନରେ ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ମିଶନ ଶକ୍ତି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରେଲୱେ ଷ୍ଟେସନ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ...

ପୁରୀ ଜିଲ୍ଲାରେ ମେଗା ଆଇନ ସେବା ଶିବିର ଚଳିତ ମାସ ୬ ତାରିଖରେ

0
ପୁରୀ ୪/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚଳିତ ମାସ ୬ ତାରିଖରେ ପୁରୀ ଜିଲ୍ଲାରେ ଏକ ମେଗା ଆଇନ ସେବା ଓ ସଚେତନତା ଶିବିର ପୁରୀ ସ୍ପୋର୍ଟ୍ସ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ।...

ଶ୍ରୀ ଜଗନ୍ନାଥଙ୍କର ବାଙ୍କଚୁଡ଼ ବେଶ

0
ପୁରୀ ୪-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୁଡ଼ ବେଶ। ସମସ୍ତ ନୀତିକାନ୍ତି ବଢ଼ି...

ୟୁକୋ ବ୍ୟାଙ୍କ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଓ ଦସ୍ତଖତ ଅଭିଯାନ

0
ପୁରୀ ୪-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଓ ଦସ୍ତଖତ ଅଭିଯାନ ପୁରୀ ବେଳାଭୂମି ଠାରେ ତା-୦୪-୧୧-୨୦୨୨ରିଖ...

୦୫ ନଭେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...

ପାତଳୀ ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

0
କୋରାପୁଟ : ୪/୧୧ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଗାଧେଇବାକୁ ଯାଇ ପାଡୁଆ ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ଜଣେ ବୃଦ୍ଧା ମହିଳା ପାତଳୀ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ...

ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଭୁବନେଶ୍ୱର ସାଂସଦଙ୍କୁ ଦାବିପତ୍ର ପ୍ରଦାନ

0
ଖୋର୍ଦ୍ଧା, ୪.୧୧ (ଓଡିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ୧୬ ନଂ ଜାତୀୟ ରାଜପଥ ଠାରୁ ପରୀ ଚନ୍ଦନପୁର ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ଘୋଷଣା କରି...

ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବାକୁ...

0
ସୀମା ବିବାଦ ପ୍ରସଙ୍ଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ - କୋରାପୁଟର କୋଟିଆ ଓ ଗଜପତିର ମାଣିକପାଟଣାରେ ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ - ସର୍ବଦଳୀୟ ବୈଠକ ଡକାଇ...

ଟ୍ୱିଟର ଡାଉନ୍‌: ୟୁଜର୍ସ ପ୍ରଭାବିତ

0
ନୂଆ ଦିଲ୍ଲୀ ୪-୧୧ (ଓଡ଼ିଆ ପୁଅ) ଟ୍ୱିଟର ଡାଉନ୍। ଉପଭୋକ୍ତାମାନେ ଆଜି ସକାଳୁ ନିଜ ୱେବ ଟ୍ୱିଟର ଆକାଉଣ୍ଟକୁ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଭୋକ୍ତାମାନେ ଟ୍ୱିଟରରେ ସେମାନଙ୍କର ଫିଡ୍ କରିବାକୁ...