Home Top News ବିହାର ବିଧାନ ସଭା ଉପନିର୍ବାଚନ : ଦୁଇଟି ଆସନରେ ବିଜେପି ପଛରେ, ରାଷ୍ଟ୍ରୀୟ ଜନତା ଦଳ...

ବିହାର ବିଧାନ ସଭା ଉପନିର୍ବାଚନ : ଦୁଇଟି ଆସନରେ ବିଜେପି ପଛରେ, ରାଷ୍ଟ୍ରୀୟ ଜନତା ଦଳ ଆଗୁଆ

81

ବିହାର ୬-୧୧ (ଓଡ଼ିଆ ପୁଅ) ବିହାର ଉପନିର୍ବାଚନ : କିଏ ମିରିବ ବାଜି ? ଆରମ୍ଭ ହୋଇଛି ଭୋଟ ଗଣତି। ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତେବେ ବିହାରର ଗୋପାଲ ଗଞ୍ଜରେ ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ମୋକମାରେ ଷଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଛି। ଉଭୟ ବିଦାନସଭା ଆସନରେ ରାଷ୍ଟ୍ରୀୟ ଜନତା ଦଳ ଆଗୁଆ ରହିଥିବା ବେଳେ ବିଜେପି ପଛରେ ଅଛି। ପ୍ରଥମ ରାଉଣ୍ଡ ଶେଷ ପରେ ଗୋପାଲଗଞ୍ଜରେ ବିଜେପି ପ୍ରାର୍ଥୀଙ୍କୁ ୧୭୯୮ ଭୋଟ ମିଳିଥିବା ବେଳେ ଆରଜେଡ଼ି ପ୍ରାର୍ଥୀଙ୍କୁ ୨୭୧୩ ଭୋଟ ମିଳିଛି।

ସେହିପରି ମୋକମାରେ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀଙ୍କୁ ୧୫,୦୩୨ ଏବଂ ଆରଜେଡ଼ି ପ୍ରାର୍ଥୀଙ୍କୁ ୨୨,୭୫୬ ଟି ଭୋଟ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.