Bureau
ଦେଶର ଚଳଚ୍ଚିତ୍ର ତାରକା କାନ୍ସରେ ଶ୍ରୀ ଅନୁରାଗ ଠାକୁରଙ୍କ ସହିତ ପାଇବେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା...
ନୂଆ ଦିଲ୍ଲୀ ୧୧ -୫ (ଓଡ଼ିଆ ପୁଅ) ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର...
ରାଜ୍ୟରେ ଆଜି ୧୭ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୧୧ -୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୭
୦-୧୮ ବର୍ଷର : ୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦
- ସ୍ଥାନୀୟ ଅଞ୍ଚଳରୁ୭
୧- କଟକ...
ଆସିଲା ସରକାରୀ ସର୍ଭେ ରିପୋର୍ଟ : ୮୨ ପ୍ରତିଶତ ପତ୍ନୀ କାହିଁକି ପତିଙ୍କ ସହ...
ନୂଆ ଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ବର୍ତ୍ତମାନ ଦେଶରେ ମାରିଟାଲ ରେପ୍ ଅର୍ତାତ୍ ବୈବାହିକ ବଳାତ୍କାର ଉପରେ ବେଶ ଚର୍ଚ୍ଚା ହେଉଛି। ଇତି ମଧ୍ୟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ - ୫...
ଓଡ଼ିଆ କବିତାର ଭବିଷ୍ୟତ ଉଜ୍ଜ୍ୱଳମୟ : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
ଭୁବନେଶ୍ୱର/କଟକ, ୧୧/୫ (ଓଡ଼ିଆ ପୁଅ /ଅଭୟ ଜେନା) ରାଜ୍ୟର ଅଗ୍ରଣୀ ସାରସ୍ୱତ ଆନୁଷ୍ଠାନ "ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ" ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଧାନସଭା ସମ୍ମିଳନୀ କକ୍ଷରେ ଏକ ସାହିତ୍ୟ ସମାବେଶ...
ଦୁର୍ବଳ ହେଲା ଭୀଷଣ ବାତ୍ୟା “ଅସାନି”, ବାତ୍ୟାରେ ଭୀଷଣ ବାତ୍ୟାରୁ ବାତ୍ୟାରେ ହେଲା ପରିଣତ
ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) ଦୁର୍ବଳ ହୋଇଛି ଭୀଷଣ ବାତ୍ୟା "ଅସାନି"। ଏହା ଏବେ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି। ତେବେ ବର୍ତ୍ତମାନ ଏହା ୧୨କିମି ବେଗରେ ଗତି କରୁଛି।
ବର୍ତ୍ତମାନ ଏହା...
୧୧ ମଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ସାମାଜିକ ରୂପରେ ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି। ବ୍ୟାପାରରେ ଲାଭ ହେବ। ବିବାହ ଉତ୍ସୁକ ଜାତକର ବିବାହର ଆୟୋଜନ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍ର ପରିସର ମଧ୍ୟରେ ହେଉଛି: ପିନାକୀ ମିଶ୍ର
ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ହାଇକୋର୍ଟ କହିଲା ପରେ କେଉଁ ଆଧାରରେ କାମ ବନ୍ଦ କଥା କହୁଛନ୍ତି ବିରୋଧୀ ?
ଶୌଚାଳୟ, ଡ୍ରେନ୍ କିମ୍ବା ବୈଦ୍ୟୁତିକ ନିର୍ମାଣ ଆମ୍ସାର ଆଇନ୍ ଭିତରେ ଆସୁନାହିଁ
ଏନ୍ଏମ୍ଏର ଏନ୍ଓସି...
ଭୀଷଣ ବାତ୍ୟା “ଅସାନି”: ସଦ୍ୟତମ ଚେତାବନୀ
ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ପଶ୍ଚିମ-କେନ୍ଦ୍ରୀୟ ଏବଂ ତତସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଭୀଷଣ ବାତ୍ୟା "ଅସାନି ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୫ କିମି ବେଗରେ ଗତି...
“ଅସାନି” ବାତ୍ୟା ଅପଡେଟ୍ : ଆନ୍ଧ୍ରପ୍ରଦେଶର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା –...
ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ଏବେ ମାଡ଼ି ଆସୁଛି ଭୀଷଣ ବାତ୍ୟା "ଅସାନି"। ସଦ୍ୟତମ ସୂଚନା ଅନୁସାରେ ଏହି ବାତ୍ୟା ଏବେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ...
ବାତ୍ୟା ଅସାନି : ୧୨ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ହାଇ ଆଲର୍ଟରେ...
ପୁରୀ ୧୦-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାତ୍ୟା ଅସାନି ପ୍ରଭାବ ଆଜି ରାତିରୁ ଆସନ୍ତା ୧୨ ତାରିଖ ଯାଏଁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏସ ଆର ସି...
ଆଗେଇ ଚାଲିଛି ତିନି ରଥର ନିର୍ମାଣ : ତୁମ୍ବରେ ଚାଲିଛି ବିନ୍ଧ କାମ
ପୁରୀ ୧୦-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଆଜି ଅଷ୍ଟମ ଦିନରେ ରଥ ନିର୍ମାଣ କାର୍ଯ୍ୟ ପହଞ୍ଚିଥିବା ବେଳେ ୪୨ଗୋଟି ତୁମ୍ବର ରେ ବିନ୍ଧ କାର୍ଯ୍ୟ...
ବୈଷୟିକ ଶିକ୍ଷା ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ : ତିନି ବର୍ଷରେ ଖର୍ଚ୍ଚ ହେବ...
ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର : ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟର (OUTR) ହେବ ନବକଳେବର
- ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦...
ରାଜ୍ୟରେ ଆଜି ୧୨ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୧୦ -୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୨
୦-୧୮ ବର୍ଷର : ୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭
- ସ୍ଥାନୀୟ ଅଞ୍ଚଳରୁ୫
୧- ବାଲେଶ୍ୱର...
ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୨୮୮ ନୂଆ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୨୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯,୬୩୭ କୁ ହ୍ରାସ...
ଜଳୁଛି ଶ୍ରୀଲଙ୍କା : ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଘରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ
ନୂଆଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) : ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପ୍ରବଳ ଚାପରେ ଇସ୍ତଫା ଦେଇ ସାରିଛନ୍ତି। ଇସ୍ତଫା ଦେବାର କିଛି ଘଣ୍ଟା ପରେ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଅଞ୍ଚଳର କୁରୁନେଗାଲାରେ ତାଙ୍କ...
୧୦ ମଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ – ଆଜି ଆପଣ ନିଜର ସୁବର୍ଣ୍ଣ ଭବିଷ୍ୟତର ରାସ୍ତାକୁ ଗଢ଼ିବାକୁ ଚେଷ୍ଟା କରିବେ। ଯାହାଫଳରେ ଆପଣ ଶୈକ୍ଷିକ ଏବଂ ଆର୍ଥିକ ସ୍ଥିତିକୁ ଠିକ କରିବାକୁ ସକ୍ଷମ ହେବେ। ଆଜିର ଦିନ ଆପଣଙ୍କ...
ପଞ୍ଜାବର ମୋହାଲିରେ ପୋଲିସ ଇଣ୍ଟେଲିଜେନ୍ସ ବିଭାଗ ବିଲଡିଂ ବାହାରେ ବିସ୍ଫୋରଣ – ଘଟଣାସ୍ଥଳରେ ଭାରୀ...
ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ସୋମବାର ରାତିରେ ପଞ୍ଜାବର ମୋହାଲିରୁ ବଡ ଖବର ଆସୁଛି। ପଞ୍ଜାବର ମୋହାଲିରେ ପୋଲିସ ଇଣ୍ଟେଲିଜେନ୍ସ ବିଭାଗ ବିଲଡିଂ ବାହାରେ ବିସ୍ଫୋରଣ ସୂଚନା ମିଳିଛି। ଏକ ରକେଟ...
ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ଅଧିକ ସ୍ୱାୟତ୍ତତା ପ୍ରଦାନ କରିବ...
ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ ନେଇ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
- ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ ଦ୍ୱାରା ଶିକ୍ଷା ବ୍ୟବସ୍ଥାର ବିଔପନିବେଶୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ...
ଶ୍ରୀକ୍ଷେତ୍ରର ସୁରକ୍ଷା ଅତୀତ ଓ ବର୍ତ୍ତମାନ
ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ତାଙ୍କ ସଂସ୍କୃତିକୁ ରକ୍ଷା କରିବା ପାଇଁ ବହୁ ପ୍ରାଚୀନ କାଳରୁ ପ୍ରଥା ରହି ଆସିଛି। ଏ ପର୍ଯ୍ୟନ୍ତ ବି ଏ ପ୍ରଥା ଚଳିଆସୁଛି। ତଥାପି ଏହାକୁ...
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ : କିଶୋର ପଟେଲ ହେଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱର ୯-୫ (ଓଡ଼ିଆ ପୁଅ) ବିଜେପି ତରଫରୁ ରାଧାରାଣୀ ପଣ୍ଡା ଏବଂ ବିଜେଡ଼ି ପ୍ରାର୍ଥୀଭାବରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏବେ ବରିଷ୍ଠ ନେତା ତଥା...