Bureau
ଜାମ୍ମୁ କାଶ୍ମୀରରେ କୋଭିଡ -19 ଟିକା ମାଗଣା ଲାଗିବ : ଲେଫ୍ଟ ରାଜ୍ୟପାଳଙ୍କ କାର୍ଯ୍ୟାଳୟ
ଜାମ୍ମୁ, ୨୪ ଏପ୍ରିଲ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀର ପ୍ରଶାସନ ୧୮-୪୫ ବର୍ଷ ବୟସର ଲୋକଙ୍କୁ ମାଗଣାରେ ଆଣ୍ଟି-କୋଭିଡ -୧୯ ଟିକା ପ୍ରଦାନ କରିବ। ଶନିବାର ରାଜ୍ୟପାଳ ମନୋଜ ସିହ୍ନାଙ୍କ କାର୍ଯ୍ୟାଳୟ ଏହି...
ଦିଲ୍ଲୀର ଜୟପୁର ଗୋଲଡେନ୍ ହସ୍ପିଟାଲର ଗୁହାରୀ – ଅକ୍ସିଜେନ୍ କେବଳ ରାତି ୯ ଟା...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ଡାକ୍ତରଖାନା ପକ୍ଷରୁ ଟୁଇଟ୍ ମାଧ୍ୟମରେ କୁହାଯାଇଛି ଯେ, ଯଦି ଆଜି ରାତି ୯ ଟା ପର୍ଯ୍ୟନ୍ତ ଲିକ୍ୟୁଡ୍ ମେଡିକାଲ ଅକ୍ସିଜେନ୍ ଯୋଗାଇ ଦିଆନଯାଏ, ତେବେ ୨୦୦...
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି – କରୋନା ସଂକ୍ରମିତ ହେବା...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) କରୋନା ଭୂତାଣୁ ସଂକ୍ରମିତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ...
ଏବେ ଇରାନ, ଭାରତ ଏବଂ ପାକିସ୍ଥାନରୁ ବିମାନ ଉପରେ ଲଗାଇଲା ପ୍ରତିବନ୍ଧକ
ନୂଆ ଦିଲ୍ଲୀ, ଏପ୍ରିଲ ୨୪ (ଓଡ଼ିଆ ପୁଅ) : ଇରାନର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି IRNA ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଭାରତ ଏବଂ ପାକିସ୍ଥାନରେ କରୋନା ଜୀବାଣୁ ସଂକ୍ରମଣ ମାମଲାରେ ବୃଦ୍ଧି...
ନବମ ରୁ ଦ୍ୱାଦଶ ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ କଲା CBSE : ଏବେ ଏପରି...
ନୂଆ ଦିଲ୍ଲୀ ୨୪ ଏପ୍ରିଲ୍ (ଓଡ଼ିଆ ପୁଅ) ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ୨୦୨୧-୨୨ ଶିକ୍ଷାବର୍ଷରୁ ୯ମ ରୁ ୧୨ଶ ପ୍ରଶ୍ନପତ୍ର ଢ଼ାଞ୍ଚାରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ଏହି...
ଦୁଃଖଦ ଖବର: ଦିଲ୍ଲୀ: ଜୟପୁର ଗୋଲଡେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୨୦ ମୃତ୍ୟୁ
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) କରୋନା ସଂକଟ ମଧ୍ୟରେ ଜୟପୁରରୁ ଦୁଃଖଦ ଖବର ଆସିଛି। ଦିଲ୍ଲୀ ଜୟପୁର ଗୋଲଡେନ୍ ହସ୍ପିଟାଲରେ, ଅକ୍ସିଜେନ୍ ଅଭାବରୁ ୨୦ ମୃତ୍ୟୁ ହୋଇଛି।
ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍...
ରାଜ୍ୟୱାରୀ କୋଭିଡ଼୍ ଆକ୍ରାନ୍ତାଙ୍କ ସଂଖ୍ୟା ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା
ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ୩, ୪୬, ୭୮୬ ନୂତନ କୋଭିଡ -୧୯ ମାମଲା ଏବଂ ୨, ୬୨୪ ଜଣଙ୍କ ମୃତ୍ୟୁ ଘଟିଛି।
ଭାରତରେ କରୋନାଭାଇରସ୍:
ସକ୍ରିୟ ମାମଲା:...
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩, ୪୬,...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩, ୪୬, ୭୮୬ ନୂଆ ଆକ୍ରାନ୍ତ, ୨, ୬୨୪ ମୃତ୍ୟୁଏବଂ ୨, ୧୯,...
ରାହୁଲ ଗାନ୍ଧୀଙ୍କ କେନ୍ଦ୍ରକୁ ଆବେଦନ, PR ଏବଂ ଅନ୍ୟାନ୍ୟ ପ୍ରକଳ୍ପରେ ଖର୍ଚ୍ଚ କରିବା ପରିବର୍ତ୍ତେ...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, "ସଦ୍ଭାବରେ କେନ୍ଦ୍ର ସରକାରଙ୍କୁ ନିବେଦନ ଯେ PR ଏବଂ ଅନାବଶ୍ୟକ ପ୍ରକଳ୍ପରେ ଖର୍ଚ୍ଚ କରିବା ପରିବର୍ତ୍ତେ ଟିକା, ଅକ୍ସିଜେନ୍...
ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ଜଣଙ୍କର ମୃତ୍ୟୁ, ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ...
ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୮୫୫ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୭୯୨ ଚିହ୍ନଟ ହୋଇଛନ୍ତି। ୮ ଜଣଙ୍କର ମୃତ୍ୟୁ ହୋଇଛି।
ବାଲେଶ୍ୱର ଜିଲ୍ଲା,...
ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୮୯, ୮ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୮୫୫ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୭୯୨ ଚିହ୍ନଟ ହୋଇଛନ୍ତି। ୮ ଜଣଙ୍କର ମୃତ୍ୟୁ ହୋଇଛି।
ବାଲେଶ୍ୱର ଜିଲ୍ଲା,...
ଦେଶରେ କରୋନା ତାଣ୍ଡବ: ୩.୪୫ ଲକ୍ଷ ନୂଆ ଆକ୍ରାନ୍ତ, ୨୪ ଘଣ୍ଟା ମଧ୍ୟରେ ୨୬୦୦...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁଙ୍କର ଦ୍ୱିତୀୟ ଲହର ଘୋର ସଂକଟ ସୃଷ୍ଟି କରିଛି। ଦେଶର ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁ ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକଙ୍କ...
ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲିର କଂଗ୍ରେସ ପ୍ରାର୍ଥୀ
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) : ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଏ...
ଖୁସି ଖବର : covid-19 ର ଚିକିତ୍ସା ପାଇଁ ନୂତନ ଔଷଧ, Zydus ର...
ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଦେଶରେ କରୋନା ସଂକ୍ରମଣର ବହୁଳ ବିସ୍ତାର ହେତୁ ଔଷଧ ଅଭାବ ମଧ୍ୟରେ କରୋନା ଭୂତାଣୁର ଦ୍ୱିତୀୟ ଲହର କରୋନା ରୋଗୀଙ୍କ ପାଇଁ ଏକ ଖୁସି ଖବର ଆଣିଛି।...
ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟ କରିବା ସହ ୧୦୦ଟି ଭେଂଟିଲେଟର...
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ
- ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍ ମାମଲା ପରିପ୍ରେକ୍ଷୀରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପତ୍ର
- ଅନୁଗୁଳ ଜିଲ୍ଲାରେ...
ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପାଇଁ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା
ଭୁବନେଶ୍ୱର ୨୩-୪ (ଓଡ଼ିଆ ପୁଅ) ବିଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୧୫ଟି ଟ୍ୟାଙ୍କର୍ ଯୋଗେ ୨୫୦ ଟନ୍ରୁ ଅଧିକ ଅକ୍ସିଜେନ୍...
ଓଡ଼ିଶାରେ ସମସ୍ତଙ୍କୁ ମାଗଣାରେ କୋଭିଡ଼୍ ଟିକା ଦିଆଯାଉ : କଂଗ୍ରେସ ଅନୁସୂଚିତ ଜାତି ବିଭାଗ
ଭୁବନେଶ୍ୱର ୨୩.୦୪ (ଓଡ଼ିଆ ପୁଅ) ସାରା ଭାରତ ତଥା ଓଡ଼ିଶାରେ କୋଭିଡ଼ ସ୍ଥିତି ଅତି ଗମ୍ଭୀର ହୋଇପଡ଼ିଥିବା ବେଳେ କୋଭିଡ଼ ସଂକ୍ରମିତ ରୋଗୀ ନିଜ ଜୀବନ ବଂଚାଇବାକୁ ସଂଘର୍ଷ କରୁଛନ୍ତି। ଏହି ପରିସ୍ଥିତିରେ...
କେନ୍ଦ୍ରାପଡା ଜିଲ୍ଲା ପାଇଁ କୋଭିଡ କଟକଣା ଜାରିକଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୨୩ା୪ (ଓଡ଼ିଆ ପୁଅ) : କୋଭିଡ ମହାମାରୀ ଦ୍ୱିତୀୟ ଲହର ଦୃତ ସଂକ୍ରମଣ ରୋକିବା ନିମିତ୍ତ ରାଜ୍ୟ ସରକାର ନିୟମବଳୀ ପ୍ରଣୟନ କରିଛନ୍ତି। ସେହି ଆଧାରରେ କେନ୍ଦ୍ରାପଡା ଜିଲ୍ଲାରେ କୋଭିଡନିୟମ ଅନୁପାଳନ...
ଏବେ ସୁଦ୍ଧା ଇସ୍ପାତ୍ କାରଖାନାରୁ ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ...
ଇସ୍ପାତ୍ କାରଖାନାରୁ ମେଡିକାଲ ଅକ୍ସିଜେନ୍ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
- ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ ଯୋଗାଇଛନ୍ତି
- ଓଡିଶାର ରାଉରକେଲା ଇସ୍ପାତ କାରଖାନା ଏବଂ...
ବିହାରରେ ବଡ଼ ଦୁର୍ଘଟଣା, ଗଙ୍ଗା ନଦୀରେ ଖସିପଡ଼ିଲା ଜିପ୍, ୧୦ ନିଖୋଜ
ପାଟନା ଏପ୍ରିଲ ୨୩ (ଓଡ଼ିଆ ପୁଅ) ବିହାରର ରାଜଧାନୀ ପାଟନାରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି। ପିପା ବ୍ରିଜ ଦେଇ ଯାଉଥିବା ଜିପ୍ ଏଠାରେ ଥିବା ଗଙ୍ଗା ନଦୀକୁ ଖସିପଡ଼ିଛି। କୁହାଯାଉଛି ଯେ,...


















