Bureau
କେନ୍ଦ୍ରର କଡ଼ା ନିର୍ଦ୍ଦେଶ : ଅଣ ଚିକିତ୍ସା ଉଦ୍ଦେଶ୍ୟରେ ତରଳ ଅକ୍ସିଜେନ୍ ବ୍ୟବହାରକୁ ଅନୁମତି...
ନୂଆଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) : COVID-19 ସଂକ୍ରମଣର ଭୟାବହ ବୃଦ୍ଧି ମଧ୍ୟରେ ରବିବାର ଦିନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ତରଳ ଅକ୍ସିଜେନ୍ ବ୍ୟବହାରକୁ କୌଣସି ଅଣ-ଚିକିତ୍ସା ଉଦ୍ଦେଶ୍ୟରେ ଅନୁମତି ନଦେବାକୁ...
ରାଜ୍ୟରେ ୧୮ବର୍ଷରୁ ଅଧିକଙ୍କୁ ମାଗଣାରେ ମିଳିବ ଟିକା – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) ରାଜ୍ୟରେ ସମସ୍ତଙ୍କୁ ମାଗଣା କରୋନା ଟିକାକରଣ। ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ୨୦୦୦କୋଟି ଟଙ୍କା ଖର୍ଚ୍ଚ ହେବ।
ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ...
ଯେକୌଣସି ଉପାୟରେ ସାହାଯ୍ୟ କରନ୍ତୁ : ଅକ୍ସିଜେନ୍ ପାଇଁ ଶିଳ୍ପପତିମାନଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...
ନୂଆଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) : COVID-19 ସଂକ୍ରମଣ ବୃଦ୍ଧି କାରଣରୁ ଜାତୀୟ ରାଜଧାନୀ ଦିଲ୍ଲୀ ମେଡିକାଲ ଅକ୍ସିଜେନ୍ର ଅଭାବର ସମ୍ମୁଖୀନ ହେଉଛି। ଏ ନେଇ ଦେଶର ବରିଷ୍ଠ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ...
ବାଗଦାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮୨ ମୃତ୍ୟୁ, ୧୦୦ ରୁ ଅଧିକ ଆହତ
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଇରାକର ରାଜଧାନୀ ବାଗଦାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୋଭିଡ ହସ୍ପିଟାଲରେ ଅକ୍ସିଜେନ୍ ଟାଙ୍କି ଫାଟିଯିବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୮୨...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଆଜି ଆପଣମାନଙ୍କୁ ‘ମନ୍ କି ବାତ୍’ ଏପରି ଏକ ସମୟରେ କହୁଛି, ଯେତେବେଳେ କରୋନା ଆମ ସମସ୍ତଙ୍କର ଧୈର୍ଯ୍ୟ ଓ ସମସ୍ତଙ୍କର ଦୁଃଖ ସହିବାର ସୀମାକୁ ପରଖୁଛି।...
କରୋନାରେ ବିଜେପି ବିଧାୟକ ସୁରେଶ ଶ୍ରୀବାସ୍ତବଙ୍କ ପରେ ତାଙ୍କ ପତ୍ନୀଙ୍କ ନିଧନ – ପୁଅଙ୍କ...
ଲକ୍ଷ୍ନୌ, ଏପ୍ରିଲ୍ ୨୫ (ଓଡ଼ିଆ ପୁଅ) : ଉତ୍ତରପ୍ରଦେଶରେ କରୋନା ଭୂତାଣୁ ଯୋଗୁଁ ପ୍ରତିଦିନ ଶହ ଶହ ମୃତ୍ୟୁ ଘଟୁଛି। କ’ଣ ସାଧାରଣ, କ’ଣ ବିଶେଷ, ସମସ୍ତେ ଏହି ସଂକ୍ରମଣର ଶିକାର ହେଉଛନ୍ତି।...
ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି –...
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଦେଶର ରାଜଧାନୀ ଦିଲ୍ଲୀରେ ଏହି ଲକଡାଉନ୍ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଆଗାମୀ ସୋମବାର ଅର୍ଥାତ୍ ୩ ମଇରେ ସକାଳ ୫ ଟା ପର୍ଯ୍ୟନ୍ତ...
ବାମ୍ଫ ନେବା, କରୋନାରୁ ମିଳିବ ମୁକ୍ତି – ପୋଲିସ୍ର ନୂଆ ଯୋଗାଡ଼ – ଦେଖନ୍ତୁ...
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) କୁହାଯାଏ ଯେ ଆବଶ୍ୟକତା ହେଉଛି ଉଦ୍ଭାବନର ମାତା। କୋଭିଡ ସମୟରେ କରୋନା ଭୂତାଣୁ କବଳରୁ ମୁକ୍ତି ପାଇବା ପାଇଁ ପରାମର୍ଶ ଦିଆଯାଉଥିବା ଘରୋଇ ଉପଚାର ମଧ୍ୟରୁ...
ତାଳଚେର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମ୍ସିଏଲ୍ର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ
- କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଲେ
- ଗତ ଜାନୁଆରୀ ୧୩ ତାରିଖରେ...
ଛତିଶଗଡରେ ରାୟପୁର ସମେତ କେତେକ ଜିଲ୍ଲାରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ –...
ରାୟପୁର ୨୫-୪ (ଓଡ଼ିଆ ପୁଅ) : ଛତିଶଗଡରେ କରୋନା ଭୂତାଣୁ ସଂକ୍ରମଣର ବୃଦ୍ଧି ଘଟୁଥିବା ଦୃଷ୍ଟିରେ ରଖି ରାୟପୁର ସମେତ ଅନ୍ୟ ଜିଲ୍ଲାମାନଙ୍କରେ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି।
ରାଜ୍ୟର କୋରବା ଏବଂ ବଳରାମପୁର...
ଦେଶରେ ପ୍ରାୟ ସାଢ଼େ ତିନିଲକ୍ଷ ନୂଆ ଆକ୍ରାନ୍ତ: ୨୪ ଘଣ୍ଟା ମଧ୍ୟରେ ୨୭୬୭ ଜଣଙ୍କର...
ନୂଆଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ): ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂଆ ମାମଲା ଆସୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ...
ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୭୫ – ରାଜ୍ୟରେ ୭...
ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫୪୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୫୭୦ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ...
ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୭୫ –
ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫୪୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୫୭୦ ଚିହ୍ନଟ ହୋଇଛନ୍ତି।
କେଉଁ...
ବାଗଦାଦ : କୋଭିଡ – 19 ହସ୍ପିଟାଲରେ ଅଗ୍ନିକାଣ୍ଡ – ୨୪ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ ୨୫ ଏପ୍ରିଲ (ଓଡ଼ିଆ ପୁଅ) ଦୁନିଆର କରୋନା ସଙ୍କଟ ମଧ୍ୟରେ ଦୁଃଖଦ ଖବରର ଜାରି ରହିଛି। AFP ଅନୁଯାୟୀ, ବାଗଦାଦର କୋଭିଡ ୧୯ ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି।...
ପୂର୍ବ ଭାରତର ସୁନ୍ଦର ଭବିଷ୍ୟତ ପାଇଁ ‘ପୂର୍ବୋଦୟ’ର କଳ୍ପନା – ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ‘ପୂର୍ବୋଦୟ’ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ
- ପଶ୍ଚିମବଙ୍ଗରେ ନୂତନ ସୂର୍ଯ୍ୟ ଉଦୟ ପାଇଁ ଏଥର ନିର୍ବାଚନ
- ପୂର୍ବ ଭାରତର ବିକାଶ ପାଇଁ ପୂର୍ବପୁରୁଷ ମାନଙ୍କର ବିଚାରକୁ ଆପଣାଇବାକୁ...
ବାଲିଗୁଡା:ଟ୍ରାକ୍ଟର ମୋଟର ସାଇକେଲ ମୁହାଁମୁହିଁ ଧକ୍କା : ତିନିଜଣ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ
ବାଲିଗୁଡ଼ା, ୨୫/୦୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍ ବାଇକ୍ ମୁହାଁମୁହିଁ ଧକ୍କା,...
ଭାରତ ବାୟୋଟେକ୍ କୋଭାକ୍ସିନକୁ ୬୦୦ ଟଙ୍କାରେ ରାଜ୍ୟକୁ ଏବଂ ଘରୋଇ ଡାକ୍ତରଖାନାକୁ ୧୨୦୦ ଟଙ୍କା...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ଭାରତ ବାୟୋଟେକ୍ କରୋନାଭାଇରସ୍ ପାଇଁ ଏହାର କୋଭାକ୍ସିନ୍ ଟିକା ରାଜ୍ୟ ସରକାରଙ୍କୁ ୬୦୦ ଟଙ୍କା ପ୍ରତି ଡୋଜ୍ ଏବଂ ଘରୋଇ ଡାକ୍ତରଖାନା ପ୍ରତି ଡୋଜରେ ୧୨୦୦...
କରୋନା ପୂର୍ବାପେକ୍ଷା ଅଧିକ ବିପଜ୍ଜନକ : ବର୍ତ୍ତମାନ ଗୋଟିଏ ନୁହେଁ, ସୁରକ୍ଷା ପାଇଁ ଡବଲ୍...
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରାଯାଉଥିବା ସହଜ ସମାଧାନକୁ ମଧ୍ୟ ମଜବୁତ କରିବାର ସମୟ ଆସିଛି। ବିଶେଷଜ୍ଞମାନେ କହୁଛନ୍ତି ଯେ, କରୋନାର ଦ୍ୱିତୀୟ...
ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଏବଂ ରାଣୀ କୋମଲ ଶାହା କରୋନା ସଂକ୍ରମିତ –...
କାଠମାଣ୍ଡୁ/ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହା ଏବଂ ରାଣୀ କୋମଲ ଶାହା କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଶନିବାରଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ହରିଦ୍ୱାର କୁମ୍ବରେ...
କରୋନା ଭୟରେ ଆମ୍ବୁଲାନ୍ସ ଛାଡ଼ି ପଳେଇଲା, ପିତାଙ୍କ ପ୍ରାଣ ଗଲା, ଦୁଃଖରେ ପୁଅ କଲା...
ଦରଭଙ୍ଗା/ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) : କରୋନା କାଳରେ ବଡ଼ ଆଶ୍ଚର୍ଯ୍ୟ ତଥା ଅକଳ୍ପନୀୟ ଘଟଣା ଘଟି ଚାଲିଛି। ଏହିପରି ଏକ ଖବର ବିହାରର ଦାରବଙ୍ଗା ଜିଲ୍ଲାରେ ଘଟିଛି। ଏକ ହୃଦୟ...




















