Home Top News ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୮୯, ୮ ଜଣଙ୍କର ମୃତ୍ୟୁ

ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୮୯, ୮ ଜଣଙ୍କର ମୃତ୍ୟୁ

68

ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୮୫୫ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୭୯୨ ଚିହ୍ନଟ ହୋଇଛନ୍ତି। ୮ ଜଣଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା, ବରଗଡ଼ ଜିଲ୍ଲା, ଭଦ୍ରକ ଜିଲ୍ଲା, ବଲାଙ୍ଗିର ଜିଲ୍ଲା, କଟକ ଜିଲ୍ଲା, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ବ୍ୟକେତିଙ୍କର ମୃତ୍ୟୁ ହୋଇଛି।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୧୪୧
୨- ବାଲେଶ୍ୱର ଜିଲ୍ଲାରୁ – ୫୩
୩- ବରଗଡ଼ ଜିଲ୍ଲାରୁ – ୨୯୦
୪- ଭଦ୍ରକ ଜିଲ୍ଲାରୁ – ୪୧
୫- ବଲାଙ୍ଗୀର ଜିଲ୍ଲାରୁ – ୨୩୪
୬- ବୌଦ୍ଦ ଜିଲ୍ଲାରୁ – ୩୯
୭- କଟକ ଜିଲ୍ଲାରୁ – ୩୩୬
୮- ଦେବଗଡ଼ ଜିଲ୍ଲାରୁ – ୩୪
୯- ଢେଙ୍କାନାଳ ଜିଲ୍ଲାରୁ – ୩୪
୧୦- ଗଜପତି ଜିଲ୍ଲାରୁ – ୯୬
୧୧- ଗଞ୍ଜାମ ଜିଲ୍ଲାରୁ – ୧୬୧
୧୨- ଜଗତସିଂହପୁର ଜିଲ୍ଲାରୁ – ୬୫
୧୩- ଯାଜପୁର ଜିଲ୍ଲାରୁ – ୧୩୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୪୩
୧୫- କଳାହାଣ୍ଡି ଜିଲ୍ଲାରୁ – ୩୬୧
୧୬- କନ୍ଧମାଳ ଜିଲ୍ଲାରୁ – ୨୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୭
୧୮- କେନ୍ଦୁଝର ଜିଲ୍ଲାରୁ – ୧୮୩
୧୯- ଖୋର୍ଦ୍ଧାରୁ : ୧୧୮୯
୨୦- କୋରାପୁଟ ଜିଲ୍ଲାରୁ – ୬୭
୨୧- ମାଲକାନଗିରି : ୧୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୨
୨୩- ନବରଙ୍ଗପୁର ଜିଲ୍ଲାରେ: ୨୨୪
୨୪- ନୟାଗଡ଼ ଜିଲ୍ଲାରୁ – ୧୧୦
୨୫- ନୂଆପଡ଼ା ଜିଲ୍ଲାରୁ – ୫୫୯
୨୬- ପୁରୀ ଜିଲ୍ଲାରୁ – ୩୯୫
୨୭- ରାୟଗଡ଼ା ଜିଲ୍ଲାରୁ – ୧୧୬
୨୮- ସମ୍ବଲପୁର ଜିଲ୍ଲାରୁ – ୧୭୫
୨୯- ସୋନପୁର ଜିଲ୍ଲାରୁ – ୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୮୮
୩୧- State Pool: ୨୬୬
– ନୂଆ ସୁସ୍ଥ ହୋଇଥିଲେ୨୪୫୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୮୩୪୪୮୭
– ମୋଟ ଆକ୍ରାନ୍ତ ୪୦୧୩୪୧
– ମୋଟ ସୁସ୍ଛ ହୋଲେଣି ୩୫୬୦୦୩
– ସକ୍ରୀୟ ଆକ୍ରାନ୍ତ – ୪୩୩୦୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.