Home Coronavirus Outbreak ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୭୫ –

ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୭୫ –

68

ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୧୧୬ ନୂଆ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫୪୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୫୭୦ ଚିହ୍ନଟ ହୋଇଛନ୍ତି।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୧୫୧
୨- ବାଲେଶ୍ୱର ଜିଲ୍ଲାରୁ – ୧୦୨
୩- ବରଗଡ଼ ଜିଲ୍ଲାରୁ – ୨୬୨
୪- ଭଦ୍ରକ ଜିଲ୍ଲାରୁ – ୮୭
୫- ବଲାଙ୍ଗୀର ଜିଲ୍ଲାରୁ – ୧୮୯
୬- ବୌଦ୍ଦ ଜିଲ୍ଲାରୁ – ୩୨
୭- କଟକ ଜିଲ୍ଲାରୁ – ୩୪୩
୮- ଦେବଗଡ଼ ଜିଲ୍ଲାରୁ – ୩୯
୯- ଢେଙ୍କାନାଳ ଜିଲ୍ଲାରୁ – ୮
୧୦- ଗଜପତି ଜିଲ୍ଲାରୁ – ୭୮
୧୧- ଗଞ୍ଜାମ ଜିଲ୍ଲାରୁ – ୧୩୪
୧୨- ଜଗତସିଂହପୁର ଜିଲ୍ଲାରୁ – ୭୩
୧୩- ଯାଜପୁର ଜିଲ୍ଲାରୁ – ୩୨୪
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୫୪
୧୫- କଳାହାଣ୍ଡି ଜିଲ୍ଲାରୁ – ୩୨୧
୧୬- କନ୍ଧମାଳ ଜିଲ୍ଲାରୁ – ୩୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୬
୧୮- କେନ୍ଦୁଝର ଜିଲ୍ଲାରୁ – ୧୧୮
୧୯- ଖୋର୍ଦ୍ଧାରୁ : ୮୭୫
୨୦- କୋରାପୁଟ ଜିଲ୍ଲାରୁ – ୭୧
୨୧- ମାଲକାନଗିରି : ୩୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୮
୨୩- ନବରଙ୍ଗପୁର ଜିଲ୍ଲାରେ: ୩୧୮
୨୪- ନୟାଗଡ଼ ଜିଲ୍ଲାରୁ – ୯୯
୨୫- ନୂଆପଡ଼ା ଜିଲ୍ଲାରୁ – ୪୩୦
୨୬- ପୁରୀ ଜିଲ୍ଲାରୁ – ୧୮୦
୨୭- ରାୟଗଡ଼ା ଜିଲ୍ଲାରୁ – ୧୦୪
୨୮- ସମ୍ବଲପୁର ଜିଲ୍ଲାରୁ – ୨୮୦
୨୯- ସୋନପୁର ଜିଲ୍ଲାରୁ – ୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୭୮୫
୩୧- State Pool: ୧୭୯
– ନୂଆ ସୁସ୍ଥ ହୋଇଥିଲେ୩୪୬୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୮୭୮୨୫୨
– ମୋଟ ଆକ୍ରାନ୍ତ ୪୦୭୪୫୭
– ମୋଟ ସୁସ୍ଥ ହେଲେଣି ୩୫୯୪୬୭
– ସକ୍ରୀୟ ଆକ୍ରାନ୍ତ – ୪୫୯୪୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.