Home Coronavirus Outbreak ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩, ୦୭୧ ନୂଆ କରୋନା ସଂକ୍ରମଣ, ୯୫୫ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩, ୦୭୧ ନୂଆ କରୋନା ସଂକ୍ରମଣ, ୯୫୫ମୃତ୍ୟୁ

62

ନୂଆଦିଲ୍ଲୀ ୦୪ ଜୁଲାଇ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩, ୦୭୧ ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ଭାରତର ସକ୍ରିୟ ମାମଲା ୪, ୮୫, ୩୫୦କୁ ହ୍ରାସ ପାଇଛି।

ଆରୋଗ୍ୟ ହାର ୯୭.୦୯% କୁ ବୃଦ୍ଧି ପାଇଛି।

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୪୪% ରେ ଅଛି।

କ୍ରମାଗତ ୨୭ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୨.୩୪%, ୫% ରୁ କମ୍।

କ୍ରମାଗତ ୫୨ ଦିନ ପାଇଁ ଦୈନିକ ପୁନରୁଦ୍ଧାର ଦୈନିକ ନୂତନ କେସ୍ ତୁଳନାରେ ଅଧିକ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୫, ୪୫, ୪୩୩ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୦, ୧୮୩ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୫୨, ୨୯୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୯୫୫ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪, ୦୨, ୦୦୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୪, ୮୫, ୩୫୦କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୯୬, ୫୮, ୦୭୮ ଜଣ।

ସକ୍ରୀୟ ଆକ୍ରାନ୍ତ ୧.୫୯%

ଆରୋଗ୍ୟ ହୋଇଛନ୍ତି ୯୭.୦୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୫, ୧୨, ୨୧, ୩୦୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୩, ୮୭, ୮୪୯ ଟି।

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୧, ୮୨, ୫୪, ୯୫୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୩୮, ୪୯୦ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୦ ୭୩୩୦ ୧୨୮
ଆନ୍ଧ୍ରପ୍ରଦେଶ ୩୫୮୭୧ ୧୮୫୧୦୬୨ ୪୩୪୬ ୧୨୮୧୫ ୩୬
ଅରୁଣାଚଳ ପ୍ରଦେଶ ୩୦୫୭ ୩୩୭୦୪ ୨୭୨ ୧୭୬
ଆସାମ ୨୫୦୮୪ ୪୮୬୨୬୫ ୨୫୨୪ ୪୬୩୨ ୨୮
ବିହାର ୧୫୪୦ ୭୧୧୨୭୯ ୨୮୪ ୯୫୯୯
ଚଣ୍ଡିଗଡ଼ ୧୪୯ ୬୦୭୬୧ ୧୬ ୮୦୮
ଛତିଶଗଡ ୫୩୩୦ ୯୭୬୭୦୬ ୫୮୧ ୧୩୪୫୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୪୧ ୧୦୫୨୨
ଦିଲ୍ଲୀ ୧୦୧୬ ୧୪୦୮୪୫୬ ୧୦୬ ୨୪୯୮୮
୧୦ ଗୋଆ ୨୧୨୯ ୧୬୨୦୭୪ ୨୦୭ ୩୦୬୯
୧୧ ଗୁଜୁରାଟ ୨୫୨୭ ୮୧୧୧୬୯ ୧୯୦ ୧୦୦୬୭
୧୨ ହରିୟାଣା ୧୨୩୪ ୭୫୮୧୪୪ ୯୮ ୯୪୭୪ ୧୩
୧୩ ହିମାଚଳ ପ୍ରଦେଶ ୧୪୪୬ ୧୯୭୬୨୭ ୨୪୭ ୩୪୮୨
୧୪ ଜାମ୍ମୁ କାଶ୍ମୀର ୪୦୪୮ ୩୦୮୨୪୬ ୪୯୭ ୪୩୩୫
୧୫ ଝାଡଖଣ୍ଡ ୮୦୫ ୩୩୯୯୬୬ ୧୧୬ ୫୧୧୪
୧୬ କର୍ଣ୍ଣାଟକ ୪୮୧୩୯ ୨୭୬୮୬୩୨ ୭୭୫୧ ୩୫୩୦୮ ୮୬
୧୭ କେରଳ ୧୦୪୦୩୫ ୨୮୪୩୯୦୯ ୧୨୫୧୫ ୧୩୬୪୦ ୧୩୫
୧୮ ଲଦାଖ ୨୪୪ ୧୯୬୬୯ ୧୧ ୨୦୨
୧୯ ଲକ୍ଷଦୀପ ୨୫୫ ୯୫୫୭ ୪୩ ୪୯
୨୦ ମଧ୍ୟପ୍ରଦେଶ ୪୯୦ ୭୮୦୪୪୫ ୬୧ ୯୦୦୧ ୧୨
୨୧ ମହାରାଷ୍ଟ୍ର ୧୨୦୮୦୨ ୫୮୪୫୩୧୫ ୮୩୯୫ ୧୨୨୭୨୪ ୩୭୧
୨୨ ମଣିପୁର ୬୧୨୬ ୬୪୩୨୯ ୫୨୦ ୧୧୮୮ ୧୩
୨୩ ମେଘାଳୟ ୪୫୮୪ ୪୫୫୯୬ ୫୨୨ ୮୫୫
୨୪ ମିଜୋରାମ ୩୮୯୭ ୧୭୨୫୪ ୩୫୫ ୯୫
୨୫ ନାଗାଲାଣ୍ଡ ୧୨୫୩ ୨୩୬୯୯ ୯୫ ୪୯୯
୨୬ ଓଡ଼ିଶା ୨୭୪୫୨ ୮୮୭୪୨୦ ୩୧୫୮ ୪୧୫୪ ୪୫
୨୭ ପୁଡୁଚେରୀ ୨୧୦୭ ୧୧୩୯୨୦ ୨୭୧ ୧୭୬୦
୨୮ ପଞ୍ଜାବ ୨୫୩୮ ୫୭୭୬୨୪ ୩୬୮ ୧୬୧୦୩ ୧୭
୨୯ ରାଜସ୍ଥାନ ୧୨୬୦ ୯୪୨୪୬୯ ୧୩୮ ୮୯୩୪
୩୦ ସିକ୍କିମ୍ ୨୦୫୮ ୧୮୫୮୯ ୧୮୨ ୩୦୮
୩୧ ତାମିଲନାଡୁ ୩୫୮୮୧ ୨୪୨୩୬୦୬ ୪୭୨୪ ୩୨୯୩୩ ୧୧୫
୩୨ ତେଲେଙ୍ଗାନା ୧୨୪୫୪ ୬୦୯୯୪୭ ୧୧୧୪ ୩୬୮୪
୩୩ ତ୍ରିପୁରା ୩୯୧୬ ୬୨୮୪୩ ୩୬୩ ୬୯୨
୩୪ ଉତ୍ତରାଖଣ୍ଡ ୧୮୨୧ ୩୩୧୪୯୪ ୧୯୭ ୭୩୩୧
୩୫ ଉତ୍ତରପ୍ରଦେଶ ୨୪୬୧ ୧୬୮୧୪୧୨ ୨୦୪ ୨୨୬୨୨
୩୬ ପଶ୍ଚିମବଙ୍ଗ ୧୯୨୮୦ ୧୪୬୭୦୩୮ ୧୮୧୯ ୧୭୭୭୯ ୨୧
ମୋଟ ୪୮୫୩୫୦ ୨୯୬୫୮୦୭୮ ୫୨୨୯୯ ୪୦୨୦୦୫ ୯୫୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.