Home Coronavirus Outbreak ପୁଣି ସୁସ୍ଥ ହେଲେ ୩୩୫୮ କରୋନା ଆକ୍ରାନ୍ତ

ପୁଣି ସୁସ୍ଥ ହେଲେ ୩୩୫୮ କରୋନା ଆକ୍ରାନ୍ତ

51

ଭୁବନେଶ୍ୱର ୪-୭ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୩,୩୫୮ ଜଣ କରୋନା ଆକ୍ରାନ୍ତ। ତେବେ

୪୮୪ ଜଣ କଟକ ଜିଲ୍ଲାରୁ,

୩୮୬ ଜଣ ଖୋର୍ଦ୍ଦା ଜିଲ୍ଲାରୁ,

୨୯୦ ଜଣ ଯାଜପୁର ଜିଲ୍ଲାରୁ,

୨୭୮ ଜଣ ବାଲେଶ୍ୱର ଜିଲ୍ଲାରୁ,

୨୨୯ ଜଣ ପୁରୀ ଜିଲ୍ଲାରୁ,

୧୯୭ ଜଣ ମୟୁରଭଞ୍ଜ ଜିଲ୍ଲାରୁ,

୧୭୪ ଜଣ ନୟାଗଡ଼ ଜିଲ୍ଲାରୁ,

୧୪୫ ଜଣ ଜଗତସିଂହପୁର ଜିଲ୍ଲାରୁ,

୧୩୬ ଜଣ ଭଦ୍ରକ ଜିଲ୍ଲାରୁ,

୧୧୦ ଜଣ ଅନୁଗୁଳ ଜିଲ୍ଲାରୁ,

୧୧୦ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ,

୧୦୫ ଜଣ ଢେଙ୍କାନାଳ ଜିଲ୍ଲାରୁ,

୯୩ ଜଣ କେନ୍ଦୁଝର ଜିଲ୍ଲାରୁ,

୮୦ ଜଣ ରାୟଗଡ଼ା ଜିଲ୍ଲାରୁ,

୬୭ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ,

୬୬ ଜଣ କୋରାପୁଟ ଜିଲ୍ଲାରୁ,

୫୦ ଜଣ ମାଲକାନଗିରି

୪୯ ଜଣ ନବରଙ୍ଗପୁର ଜିଲ୍ଲାରୁ,

୪୩ ଜଣ କନ୍ଧମାଳ ଜିଲ୍ଲାରୁ,

୩୩ ଜଣ କଳାହାଣ୍ଡି ଜିଲ୍ଲାରୁ,

୩୧ ଜଣ ବଲାଙ୍ଗୀର ଜିଲ୍ଲାରୁ,

୨୬ ଜଣ ବରଗଡ଼ ଜିଲ୍ଲାରୁ,

୨୫ ଜଣ ସମ୍ବଲପୁର ଜିଲ୍ଲାରୁ,

୨୧ ଜଣ ସୋନପୁର ଜିଲ୍ଲାରୁ,

୧୮ ଜଣ ବୌଦ୍ଦ ଜିଲ୍ଲାରୁ,

୧୬ ଜଣ ଗଜପତିଜିଲ୍ଲା

୧୩ ଜଣ ଗଞ୍ଜାମ ଜିଲ୍ଲାରୁ,

୭ ଜଣ ନୂଆପଡ଼ା ଜିଲ୍ଲାରୁ,

୬ ଜଣ ଝାରସୁଗୁଡ଼ା ଜିଲ୍ଲାରୁ,

୫ ଜଣ ଦେବଗଡ଼ ଜିଲ୍ଲାରୁ,

୬୫ ଜଣ ଷ୍ଟେଟ୍ ପୁଲ୍‌ ରୁ ସୁସ୍ଥ ହୋଇଛନ୍ତି।

ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୯୦୭୭୮ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.