Home Coronavirus Outbreak ଆଜି ରାଜ୍ୟରେ କରୋନା ନେଲା ୪୨ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୪,୧୯୬ କୁ...

ଆଜି ରାଜ୍ୟରେ କରୋନା ନେଲା ୪୨ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୪,୧୯୬ କୁ ବୃଦ୍ଧି

38

ଭୁବନେଶ୍ୱର ୦୪-୦୭ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୪,୧୯୬ କୁ ବୃଦ୍ଧି ପାଇଛି

ଅନୁଗୁଳ ଜିଲ୍ଲାର ୩ ଜଣ,
ବରଗଡ଼ ଜିଲ୍ଲାର ୫ ଜଣ,
୨୯- ଖୋର୍ଦ୍ଧା ଜିଲ୍ଲାର ୮ ଜଣ (ଭୁବନେଶ୍ୱରର ୫ ଜଣ),
ଢେଙ୍କାନାଳ ଜିଲ୍ଲାର ୨ ଜଣ,
ଗଞ୍ଜାମ ଜିଲ୍ଲାର ୩ ଜଣ,
ଜଗତସିଂହପୁର ଜିଲ୍ଲାର ୨ ଜଣ,
ଯାଜପୁର ଜିଲ୍ଲାର ୨ ଜଣ,
ଝାରସୁଗୁଡା ଜିଲ୍ଲାର ୩ ଜଣ,
କଳାହାଣ୍ଡି ଜିଲ୍ଲାର ୨ ଜଣ,
କେନ୍ଦୁଝର ଜିଲ୍ଲାର ଜଣେ,
ନୟାଗଡ଼ ଜିଲ୍ଲାର ୨ ଜଣ,
ପୁରୀ ଜିଲ୍ଲାର ୨ ଜଣ,
ସମ୍ବଲପୁର ଜିଲ୍ଲାର ୩ ଜଣ,
ସୁନ୍ଦରଗଡ ଜିଲ୍ଲାର ୪ ଜଣ,
ମୋଟ ୪୨ ଜଣଙ୍କର ମୃତ୍ୟୁ ହୋଇଛି।

୧- ଅନୁଗୁଳ ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨- ଅନୁଗୁଳ ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ଅନୁଗୁଳ ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ।

୪- ବରଗଡ଼ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୫- ବରଗଡ଼ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୬- ବରଗଡ଼ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭- ବରଗଡ ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ।

୮- ବରଗଡ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୯- ଭୁବନେଶ୍ୱରର ୩୦ ବର୍ଷ ବୟସ୍କା ମହିଳା।

୧୦- ଭୁବନେଶ୍ୱରର ୭୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୧- ଭୁବନେଶ୍ୱରର ୮୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ।

୧୨- ଭୁବନେଶ୍ୱରର ୭୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗରେ ପୀଡିତ ଥିଲେ।

୧୩- ଭୁବନେଶ୍ୱରର ୬୩ ବର୍ଷ ବୟସ୍କା ମହିଳା।

୧୪- ଢେଙ୍କାନାଳ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଆକ୍ୟୁଟ୍ ମାୟୋକାର୍ଡିଆଲ୍ ଇନଫାର୍କସନରେ ପୀଡିତ ଥିଲେ।

୧୫- ଢେଙ୍କାନାଳ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୧୬- ଗଞ୍ଜାମ ଜିଲ୍ଲାର ୩୮ ବର୍ଷ ବୟସ୍କ ପୁରୁଷ।

୧୭- ଗଞ୍ଜାମ ଜିଲ୍ଲାର ୪୪ ବର୍ଷ ବୟସ୍କା ମହିଳା।

୧୮- ଗଞ୍ଜାମ ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୯- ଜଗତସିଂହପୁର ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୦- ଜଗତସିଂହପୁର ଜିଲ୍ଲାର ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୨୧- ଯାଜପୁର ଜିଲ୍ଲାର ୪୬ ବର୍ଷ ବୟସ୍କ ପୁରୁଷ।

୨୨- ଯାଜପୁର ଜିଲ୍ଲାର ୭୬ ବର୍ଷ ବୟସ୍କ ପୁରୁଷ।

୨୩- ଝାରସୁଗୁଡା ଜିଲ୍ଲାର ୩୩ ବର୍ଷ ବୟସ୍କ ପୁରୁଷ।

୨୪- ଝାରସୁଗୁଡା ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୫- ଝାରସୁଗୁଡା ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨୬- କଳାହାଣ୍ଡି ଜିଲ୍ଲାର ୩୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୨୭- କଳାହାଣ୍ଡି ଜିଲ୍ଲାର ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୮- କେନ୍ଦୁଝର ଜିଲ୍ଲାର ୬୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨୯- ଖୋର୍ଦ୍ଧା ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୩୦- ଖୋର୍ଦ୍ଧା ଜିଲ୍ଲାର ୪୧ ବର୍ଷ ବୟସ୍କ ପୁରୁଷ।

୩୧- ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷ ବୟସ୍କା ମହିଳା।

୩୨- ନୟାଗଡ଼ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୩- ନୟାଗଡ଼ ଜିଲ୍ଲାର ୫୭ ବର୍ଷ ବୟସ୍କ ପୁରୁଷ।

୩୪- ପୁରୀ ଜିଲ୍ଲାର ୪୩ ବର୍ଷ ବୟସ୍କା ମହିଳା।

୩୫- ପୁରୀ ଜିଲ୍ଲାର ୫୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩୬- ସମ୍ବଲପୁର ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୭- ସମ୍ବଲପୁର ଜିଲ୍ଲାର ୩୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୮- ସମ୍ବଲପୁର ଜିଲ୍ଲାର ୩୪ ବର୍ଷ ବୟସ୍କା ମହିଳା।

୩୯- ସୁନ୍ଦରଗଡ ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪୦- ସୁନ୍ଦରଗଡ ଜିଲ୍ଲାର ୪୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪୧- ସୁନ୍ଦରଗଡ ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪୨- ସୁନ୍ଦରଗଡ ଜିଲ୍ଲାର ୬୯ ବର୍ଷ ବୟସ୍କା ମହିଳା।

ରାଜ୍ୟରେ ଗତ ୨୪ ଘଂଟାରେ ୨୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୨୮୭୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୬୫୨
– ସ୍ଥାନୀୟ ଅଞ୍ଚଳରୁ୧୨୧୮
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୯୯
୨- ବାଲେଶ୍ୱର ଜିଲ୍ଲାରୁ – ୨୪୦
୩- ବରଗଡ଼ ଜିଲ୍ଲାରୁ – ୧୪
୪- ଭଦ୍ରକ ଜିଲ୍ଲାରୁ – ୧୨୮
୫- ବଲାଙ୍ଗୀର ଜିଲ୍ଲାରୁ – ୨୯
୬- ବୌଦ୍ଦ ଜିଲ୍ଲାରୁ – ୧୩
୭- କଟକ ଜିଲ୍ଲାରୁ – ୪୪୦
୮- ଦେବଗଡ଼ ଜିଲ୍ଲାରୁ – ୫
୯- ଢେଙ୍କାନାଳ ଜିଲ୍ଲାରୁ – ୮୫
୧୦- ଗଜପତି ଜିଲ୍ଲାରୁ – ୭
୧୧- ଗଞ୍ଜାମ ଜିଲ୍ଲାରୁ – ୧୧
୧୨- ଜଗତସିଂହପୁର ଜିଲ୍ଲାରୁ – ୧୧୨
୧୩- ଯାଜପୁର ଜିଲ୍ଲାରୁ – ୧୯୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫
୧୫- କଳାହାଣ୍ଡି ଜିଲ୍ଲାରୁ – ୩୬
୧୬- କନ୍ଧମାଳ ଜିଲ୍ଲାରୁ – ୨୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫୭
୧୮- କେନ୍ଦୁଝର ଜିଲ୍ଲାରୁ – ୬୬
୧୯- ଖୋର୍ଦ୍ଧା: ୩୮୪
୨୦- କୋରାପୁଟ ଜିଲ୍ଲାରୁ – ୬୦
୨୧- ମାଲକାନଗିରି : ୫୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୬୪
୨୩- ନବରଙ୍ଗପୁର ଜିଲ୍ଲାରେ: ୩୫
୨୪- ନୟାଗଡ଼ ଜିଲ୍ଲାରୁ – ୧୦୫
୨୫- ନୂଆପଡ଼ା ଜିଲ୍ଲାରୁ – ୭
୨୬- ପୁରୀ ଜିଲ୍ଲାରୁ – ୧୬୫
୨୭- ରାୟଗଡ଼ା ଜିଲ୍ଲାରୁ – ୫୦
୨୮- ସମ୍ବଲପୁର ଜିଲ୍ଲାରୁ – ୨୩
୨୯- ସୋନପୁର ଜିଲ୍ଲାରୁ – ୧୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୭
୩୧- ଷ୍ଟେଟ୍ ପୁଲରୁ: ୬୦
ଗତକାଲି ସୁସ୍ଥ ହୋଇଥିଲେ : ୩୧୫୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୪୦୫୦୭୭୧
– ମୋଟ ଆକ୍ରାନ୍ତ ୯୨୧୮୯୬
– ମୋଟ ସୁସ୍ଥ ହୋଲେଣି ୮୮୭୪୨୦
– ସକ୍ରୀୟ ଆକ୍ରାନ୍ତ – ୩୦୨

ରାଜ୍ୟୱାରୀ ସମ୍ପୂର୍ଣ୍ଣ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୦, ୬୧୦ [+୯୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୯ [+୯୬] ଜଣ ସକ୍ରୀୟ ଅଛନ୍ତି। ୩୯, ୮୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୪, ୫୦୩ [+୨୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୦୦୦ [+୨୪୦] ଜଣ ସକ୍ରୀୟ ଅଛନ୍ତି। ୩୧, ୩୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୨୬୪ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୧ [+୯] ଜଣ ସକ୍ରୀୟ ଅଛନ୍ତି। ୨୯, ୮୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୨ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୩, ୧୨୫ [+୧୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୨୮ [+୧୨୮] ଜଣ ସକ୍ରୀୟ ଅଛନ୍ତି। ୨୧, ୫୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୨, ୯୬୮ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୭ [+୨୯] ଜଣ ସକ୍ରୀୟ ଅଛନ୍ତି। ୨୨, ୭୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୨୭୯ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୫ [+୧୩] ଜଣ ସକ୍ରୀୟ ଅଛନ୍ତି। ୧୧, ୯୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୭୮, ୫୯୫ [+୪୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୩୮୭ [+୪୪୦] ଜଣ ସକ୍ରୀୟ ଅଛନ୍ତି। ୭୩, ୯୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୦୧୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ [+୫] ଜଣ ସକ୍ରୀୟ ଅଛନ୍ତି। ୫, ୯୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୭, ୬୬୪ [+୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୮୫ [+୮୩] ଜଣ ସକ୍ରୀୟ ଅଛନ୍ତି। ୧୬, ୮୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୨୯୪ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫ [+୭] ଜଣ ସକ୍ରୀୟ ଅଛନ୍ତି। ୯, ୧୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୧୨୪ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୯ [+୮] ଜଣ ସକ୍ରୀୟ ଅଛନ୍ତି। ୩୨, ୬୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୮ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୨, ୭୮୩ [+୧୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୯୨ [+୧୧୦] ଜଣ ସକ୍ରୀୟ ଅଛନ୍ତି। ୨୧, ୬୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୭, ୬୯୦ [+୧୯୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୧୭୫ [+୧୮୯] ଜଣ ସକ୍ରୀୟ ଅଛନ୍ତି। ୩୫, ୪୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୩୩୫ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬ [+୨] ଜଣ ସକ୍ରୀୟ ଅଛନ୍ତି। ୨୩, ୧୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୮ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୩, ୮୯୮ [+୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୫ [+୩୪] ଜଣ ସକ୍ରୀୟ ଅଛନ୍ତି। ୨୩, ୪୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୦, ୮୧୩ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୪ [+୨୫] ଜଣ ସକ୍ରୀୟ ଅଛନ୍ତି। ୧୦, ୪୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୧, ୦୬୬ [+୧୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୦୪ [+୧୫୭] ଜଣ ସକ୍ରୀୟ ଅଛନ୍ତି। ୧୯, ୯୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୯, ୨୫୩ [+୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୦୩ [+୬୫] ଜଣ ସକ୍ରୀୟ ଅଛନ୍ତି। ୧୮, ୬୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୩୭, ୪୯୮ [+୩୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୧୪୪ [+୩୭୬] ଜଣ ସକ୍ରୀୟ ଅଛନ୍ତି। ୧, ୩୧, ୬୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୮୨ [+୮] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୩୧୬ [+୬୦] ଜଣ ସଂକ୍ରମିତ ହୋଇଥିବା ବେଳେ ୭୨୧ [+୬୦] ଜଣ ସକ୍ରୀୟ ଅଛନ୍ତି। ୧୭, ୫୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୦, ୮୧୬ [+୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୩ [+୫୭] ଜଣ ସକ୍ରୀୟ ଅଛନ୍ତି। ୧୦, ୧୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୬, ୨୦୬ [+୧୬୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୭୭ [+୧୬୪] ଜଣ ସକ୍ରୀୟ ଅଛନ୍ତି। ୩୪, ୩୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୧୩୦ [+୩୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୩ [+୩୫] ଜଣ ସକ୍ରୀୟ ଅଛନ୍ତି। ୨୨, ୮୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୦, ୭୩୪ [+୧୦୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୬୪ [+୧୦୩] ଜଣ ସକ୍ରୀୟ ଅଛନ୍ତି। ୧୯, ୪୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୬୫୧ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮ [+୭] ଜଣ ସକ୍ରୀୟ ଅଛନ୍ତି। ୨୨, ୫୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୦, ୨୯୫ [+୧୬୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୫୫ [+୧୬୩] ଜଣ ସକ୍ରୀୟ ଅଛନ୍ତି। ୩୮, ୩୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୨ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୧୫୦ [+୫୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୩ [+୫୦] ଜଣ ସକ୍ରୀୟ ଅଛନ୍ତି। ୧୮, ୫୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨୯, ୮୪୧ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୭ [+୨୦] ଜଣ ସକ୍ରୀୟ ଅଛନ୍ତି। ୨୯, ୪୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୨, ୭୫୮ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୭ [+୧୦] ଜଣ ସକ୍ରୀୟ ଅଛନ୍ତି। ୧୨, ୫୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୫୯, ୩୪୯ [+୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬୫ [+୮୩] ଜଣ ସକ୍ରୀୟ ଅଛନ୍ତି। ୫୮, ୪୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୬୭ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୩, ୮୭୭ [+୬୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୪ [+୬୦] ଜଣ ସକ୍ରୀୟ ଅଛନ୍ତି। ୨୩, ୦୦୩ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.