Bureau
୧୭ ସେପ୍ଟେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ...
ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରୁପାନୀ ସରକାରରେ ଥିବା ସମସ୍ତ ମନ୍ତ୍ରୀ ବଦଳାଇ ଗୁଜୁରାଟର କ୍ୟାବିନେଟରେ...
ନୂଆ ଦିଲ୍ଲୀ ୧୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାର ତିନି ଦିନ ପରେ ଭୁପେନ୍ଦ୍ର ପଟେଲ ଗୁରୁବାର ଦିନ ୨୪ ଜଣ ମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି।
ପଟେଲ ତାଙ୍କର...
ସସ୍ପେନ୍ସ ସମାପ୍ତ! ନୁସରତ୍ ଜାହାନଙ୍କ ନବଜାତ ପୁତ୍ରର ପିତା କିଏ ? ଜନ୍ମ ପ୍ରମାଣପତ୍ରରେ...
ନୂଆ ଦିଲ୍ଲୀ ୧୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ସମାପ୍ତ ହେଲା ସସ୍ପେନ୍ସ। ଟିଏମସି ନେତା ନୁସରତ ଜାହାନଙ୍କ ନବଜାତ ପୁତ୍ରର ପିତା କିଏ ବୋଲି ଥିଲା ସସ୍ପେନ୍ସ। ଜନ୍ମ ପ୍ରମାଣପତ୍ରରେ ସେ ତାଙ୍କର...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୧୬-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୪୨,୯୨୩ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି ୫୮୦ ନୂଆ ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର ୧୬-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୫୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
- ନୂଆ ଆକ୍ରାନ୍ତ୫୮୦
୦-୧୮ ବର୍ଷର...
ତାଳଚେର ରୋଡ୍ ଓ ଅନୁଗୁଳ ମଝିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ କାରଣରୁ ୬ଟି ଟ୍ରେନ...
ଭୁବନେଶ୍ୱର,୧୬/୦୯ (ଓଡ଼ିଆ ପୁଅ) : ତାଳଚେର ରୋଡ୍ ଓ ଅନୁଗୁଳ ମଝିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାରୁ ଗୁରୁବାରଦିନ ୬ଟି ଟ୍ରେନକୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ତେବେ
୬ଟି...
୧ ନଭେମ୍ବରରୁ ବାହାନ ଋଣ ଫେସ୍ଲେସ୍ ଏବଂ ଅନଲାଇନ୍ ହେବ, ଶାରିରୀକ ଭାବେ କୌଣସି...
ନୂଆ ଦିଲ୍ଲୀ ୧୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ଦିଲ୍ଲୀରେ ବାହାନ ଋଣ ହାଇପୋଥିକେସନ୍ : ନଭେମ୍ବର ଆରମ୍ଭରୁ ଯେକୌଣସି ଆବେଦନକାରୀ ଯିଏ କୌଣସି ଆର୍ଥିକ ପ୍ରତିଷ୍ଠାନରୁ ବାହାନ ଋଣ ନେବାକୁ ଚାହୁଁଛନ୍ତି, ତାଙ୍କୁ...
୧୬ ସେପ୍ଟେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ...
ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ତାଲିକାରେ ମୋଦୀଙ୍କ ସମେତ ମମତା ବାନାର୍ଜୀ ଏବଂ ଆଦର...
ନୂଆଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ଆମେରିକାରୁ ପ୍ରକାଶିତ ପତ୍ରିକା ଟାଇମ୍ ମାଗାଜିନ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କର ତାଲିକା ପ୍ରକାଶ କରିଛି। ଏଥିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ...
୧୦୦ ପୁଅଙ୍କ ସହ ଯୌନ ଦୁଷ୍କର୍ମ, ହତ୍ୟା ପରେ ଏସିଡ୍ରେ ଶବ ସଢ଼େଇବା ପରି...
ନୂଆ ଦିଲ୍ଲୀ ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଅପରାଧୀ ଅନୁଭବ କରେ ନିଜେ ଯେ ଗୋଟିଏ ବହୁତ ବଡ଼ ଚତୁର। ତା'ର ଅପରାଧ କେବେବି ଧରାପଡ଼ିବ ନାହିଁ। କିନ୍ତୁ ଏହି ଆତ୍ମବିଶ୍ୱାସରେ ସେ...
ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ
ଭୁବନେଶ୍ୱର ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ
ଓଡ଼ିଶା ପ୍ରଭାରୀ ଚେଲ୍ଲାକୁମାର,
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,
ରୁଦ୍ର ରାଜୁ,
ବିଧାୟକ ଦଳ...
ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ
ଭୁବନେଶ୍ୱର ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ବିଜୁ ଜନତା ଦଳ। ତେବେ ଏହା ତାଲିକାରେ
ତାଲିକାରେ ବିଜେଡି ସୁପ୍ରିମୋ...
ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ
ଭୁବନେଶ୍ୱର ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସଙ୍କୁ ବଦଳି କରାଯାଇଛି। ଏ...
ଦୀପାବଳିରେ ବାଣ ରଖିବା, ଫୁଟାଇବା ବିକ୍ରି କରିବା ମନା – ଟ୍ୱିଟ କରି ଜଣାଇଲେ...
ନୂଆ ଦିଲ୍ଲୀ ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଦୀପାବଳିରେ ବାଣ ରଖିବା, ଫୁଟାଇବା ବିକ୍ରି କରିବା ମନା। ଟ୍ୱିଟ କରି ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ...
ରବି ଶାସ୍ତ୍ରୀ ଟି -୨୦ ବିଶ୍ୱକପ ପରେ ହେଡ କୋଚ ପଦ ଛାଡିବେ :...
ନୂଆ ଦିଲ୍ଲୀ ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଭାରତର ମୁଖ୍ୟ ପ୍ରଶିକ୍ଷକ (କୋଚ୍) ରବି ଶାସ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବେ।...
ରାଜ୍ୟରେ ଆଜି କରୋନା କାରଣରୁ ୬ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୮,...
ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୧୭୬ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୧୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୫୧,୦୮୭ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି ୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ୍ୟୁ – ଜାଣନ୍ତୁ...
ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୪୫୭
୦-୧୮ ବର୍ଷର :...
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ...
୫୮୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଶୁଭାରମ୍ଭ ହେଲା
ଦ୍ବିତୀୟ ଏମ୍ସ, ଅଲମ୍ପିକ୍ ଗୌରବ ଆଣିଥିବା ସୁନ୍ଦରଗଡ ଜିଲ୍ଲାବାସୀଙ୍କ ନ୍ୟାୟପୂର୍ଣ୍ଣ ଦାବି - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ...
କଂଗ୍ରେସ ନେତାଙ୍କୁ ଅନୌପଚାରିକ ଭାବେ ଭେଟୁଛନ୍ତି ପ୍ରଶାନ୍ତ କିଶୋର, କଂଗ୍ରେସରେ ଯୋଗଦେବା ଉପରେ କଳ୍ପନା...
ନୂଆ ଦିଲ୍ଲୀ ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଅନୌପଚାରିକ ଭାବରେ ଆସନ୍ତା ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଭେଟିଛନ୍ତି, କାରଣ ସୋନିଆ ଗାନ୍ଧୀ...





















