Bureau
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୭୩ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦୭୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩୩୨୧୫୮ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି ନୂଆ ଆକ୍ରାନ୍ତ : ୬୨୩
ଭୁବନେଶ୍ୱର ୧୯ -୯ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୬୨୩
୦-୧୮ ବର୍ଷର : ୯୫
- କ୍ୱାରେଣ୍ଟାଇନ୍...
CSK ବନାମ MI: ଏମଏସ ଧୋନି ବନାମ ରୋହିତ ଶର୍ମା, ଚାଣକ୍ୟ ଏବଂ ବୀରବଲ...
ନୂଆ ଦିଲ୍ଲୀ ୧୭ ସେପ୍ଟେମ୍ବର (ଓଡ଼ିଆ ପୁଅ) ଚେନ୍ନାଇ ବନାମ ମୁମ୍ବାଇ: ଆଜିଠାରୁ ପୁଣି ଥରେ ଆଇପିଏଲରେ ଲିଗ୍ କ୍ରିକେଟ୍ ର ମହା କୁମ୍ଭ ଆରମ୍ଭ। ଆଇପିଏଲ୍ ୨୦୨୧ ର ଦ୍ୱିତୀୟାର୍ଦ୍ଧର ପ୍ରଥମ...
୧୯ ସେପ୍ଟେମ୍ବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...
ବୟସ ଦେଖେ ନାହିଁ ପ୍ରେମ: ୬୧ ବର୍ଷର ୧୭ ପିଲାଙ୍କ ଜେଜେମା ୩୭ ବର୍ଷ...
ନୂଆ ଦିଲ୍ଲୀ ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ପ୍ରାୟତଃ ଶୁଣାଯାଏ ଯେ, ପ୍ରେମ ଅନ୍ଧ ଅଟେ ଏବଂ ଅନେକ ଥର ଦେଖାଯାଏ ଯେ ପ୍ରେମରେ ଥିବା ଲୋକମାନେ ବୟସ ସୀମାକୁ ଗୁରୁତ୍ୱ ଦିଅନ୍ତି...
ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଶୋକ
ଭୁବନେଶ୍ୱର ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍ ତଥା ଦୈନିକ ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଗଭୀର...
ସେପ୍ଟେମ୍ୱର ୨୦ରୁ ୟୁଜି ଦ୍ୱିତୀୟ ବର୍ଷ ପିଲାଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ
ଭୁବନେଶ୍ୱର ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ସେପ୍ଟେମ୍ୱର ୨୦ରୁ UG ଦ୍ୱିତୀୟ ବର୍ଷ ପିଲାଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହେବ। ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ଦ୍ୱିତୀୟ...
ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଜଣେ...
ଘୂର୍ଣ୍ଣିବଳୟ : ପ୍ରବଳ ବର୍ଷା ସମ୍ଭାବନା – ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ...
ଭୁବନେଶ୍ୱର ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ପୂର୍ବମଧ୍ୟ ଏବଂ ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ ସାଇକ୍ଲୋନିକ୍ ପ୍ରବାହ ବର୍ତ୍ତମାନ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମବଙ୍ଗର ବଙ୍ଗୋପସାଗରରେ ଅବସ୍ଥିତ। ଏହା ସମୁଦ୍ର ପତ୍ତନରୁ ୧.୫ କିଲୋମିଟରରୁ ୫.୮...
ବିଜେପିକୁ ଝଟକା : ଟିଏମସିରେ ଯୋଗ ଦେଲେ ବାବୁଲ ସୁପ୍ରିଓ
ନୂଆ ଦିଲ୍ଲୀ ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ଗତ କିଛି ମାସ ହେବ ରାଜନୈତିକ ମଞ୍ଚରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆସାନସୋଲର ବିଜେପି ସାଂସଦ ବାବୁଲ ସୁପ୍ରିଓ ଆଜି ତୃଣମୂଳ କଂଗ୍ରେସରେ...
ବିରୋଧୀ ଏକତା ବେଲୁନ୍ରେ ପଞ୍ଚରର ସ୍ୱର : ପିଏମ ମୋଦୀଙ୍କ ବିକଳ୍ପ ମମତା ବାନାର୍ଜୀ...
ନୂଆ ଦିଲ୍ଲୀ ୧୭ ସେପ୍ଟେମ୍ବର (ଓଡ଼ିଆ ପୁଅ) ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ବିରୋଧୀ ଦଳ ଏକ ବିରୋଧୀ ଏକତ୍ରୀକରଣକୁ ନେଇ ଆଶା ରଖିଥିବା ବେଳେ ଟିଏମସି ନେତାଙ୍କ ଏକ ବଡ...
ଶନି ଗୋଟିଏ ବର୍ଷରେ ଦୁଇଥର ଏହି ରାଶି ପରିବର୍ତ୍ତନ କରିବେ, ଧନୁ ରାଶି, ମକର...
ଶନି ଗ୍ରହ ଏହାର ରାଶି ପରିବର୍ତ୍ତନ କରିବାକୁ ପ୍ରାୟ ଅଢ଼େଇ ବର୍ଷ ସମୟ ନେଇଥାଏ। ସମସ୍ତ ଗ୍ରହ ମଧ୍ୟରେ ଶନିଙ୍କ ଗତି ଧୀର ବୋଲି ଧରାଯାଏ। ତେଣୁ, ଯେତେବେଳେ ଶନି ଏହାର ରାଶି...
୧୮ ସେପ୍ଟେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ଆର୍ଥିକ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଭଲ ଦିନଅଟେ। ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଏବଂ ତାଜା ଅନୁଭବ କରିବେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ତରଫରୁ ଉପହାର...
ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ! ଜିଏସଟି ପରିଷଦର ବୈଠକରେ ଏପରି ନିଷ୍ପତ୍ତି...
ନୂଆ ଦିଲ୍ଲୀ ୧୭ ସେପ୍ଟେମ୍ବର (ଓଡ଼ିଆ ପୁଅ) ଗତ କିଛି ଦିନ ହେବ ଖବର ଆସିଥିଲା ଯେ ସ୍ୱିଗି ଏବଂ ଜୋମାଟୋ ଭଳି ଖାଦ୍ୟ ବିତରଣ ଆପ୍ ବର୍ତ୍ତମାନ ୫ ପ୍ରତିଶତ ଜିଏସ୍ଟି...
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲମ୍ବା ସମୟ ଧରି ଶାରିରୀକ ସମ୍ପର୍କ ନରହିଲେ କେଉଁ କେଉଁ ପ୍ରଭାବ...
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଶାରିରୀକ ଅଥବା ଯୌନ ସମ୍ପର୍କ ସୁମଧୁର ଏବଂ ନିତାନ୍ତ ଆବଶ୍ୟକ। କିନ୍ତୁ ଆଜିର ଜୀବନରେ ପରଷ୍ପର ମଧ୍ୟରେ ବ୍ୟବହାରିକ ଅବୁଝାମଣା ହେଉ ଅଥବା କାର୍ଯ୍ୟବ୍ୟସ୍ତତା କିମ୍ବା ପାରିପାର୍ଶ୍ୱିକ ସମସ୍ୟା ହେଉ...
ଆରମ୍ଭ ହେଲା ଶସ୍ତା ସୁବିଧା : ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଟେଲ ଏବଂ ଖାଦ୍ୟ...
ନୂଆ ଦିଲ୍ଲୀ ୧୭ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଜିଠାରୁ ଯାତ୍ରୀମାନଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଳାସପୂର୍ଣ୍ଣ ଏକ୍ଜୁକ୍ୟୁଟିଭ୍ ଲାଉଞ୍ଜର ସୁବିଧା ପାଇବେ। ସ୍ନାନ, ଶୋଇବା ଏବଂ ଖାଇବା ପାଇଁ ସୁବିଧା ଏଠାରେ କମ୍...
ରାଜ୍ୟରେ ଆଜି କରୋନା କାରଣରୁ ୪ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୮,୧୨୨
ଭୁବନେଶ୍ୱର ୧୬-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ଆଜି ରାଜ୍ୟରେ ୬୨୮ ନୂଆ ଆକ୍ରାନ୍ତ, ୪ ମୃତ୍ୟୁ
ଭୁବନେଶ୍ୱର ୧୭-୯ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୬୨୮
୦-୧୮ ବର୍ଷର : ୯୬
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ:...
ଆହ୍ଲାବାଦ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପ୍ରାପ୍ତବୟସ୍କଙ୍କ ଜୀବନ ସାଥୀ ବାଛିବା ଅଧିକାର ଅଛି,...
ଆହ୍ଲାବାଦ୍ ୧୭ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ତାଙ୍କ ପସନ୍ଦର ଜୀବନ ସାଥୀ ବାଛି ପାରିବେ। ଏଥିପାଇଁ ତାଙ୍କର...
ଆସନ୍ତା କାଲି ପୁଣି ଏକ ଲଘୁଚାପ ସମ୍ବାବନା – କାଲିଠାରୁ ତିନିଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର ୧୭ ସେପ୍ଟେମ୍ବର (ଓଡ଼ିଆ ପୁଅ) ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ୫.୮ କିମି ଉଟ୍ଟତାରେ ଗତକାଲିଠାରୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଫଳରେ ଆସନ୍ତା...





















