Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୧୭୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୪...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୧୭୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୪ ମୃତ

40

ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୧୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୫୧,୦୮୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୫,୨୨,୧୭୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୧୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୬୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୧୬,୭୫୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୧,୧୨୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୮୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୩,୪୯୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୦୫%

ଆରୋଗ୍ୟ ହୋଇଛନ୍ତି ୯୭.୬୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୭୫, ୮୯, ୧୨, ୨୭୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୧, ୧୫, ୬୯୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୪, ୬୦, ୫୫, ୭୯୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୬, ୧୦, ୮୨୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୫ ୭୪୪୮ ୧୨୯
ଆନ୍ଧ୍ରପ୍ରଦେଶ ୧୪୪୧୨ ୨୦୦୩୫୪୩ ୧୩୫୬ ୧୪୦୧୯
ଅରୁଣାଚଳ ପ୍ରଦେଶ ୫୨୮ ୫୩୦୭୩ ୬୯ ୨୭୧
ଆସାମ ୫୬୬୬ ୫୮୪୭୨୯ ୪୩୩ ୫୭୬୭
ବିହାର ୭୪ ୭୧୬୧୧୩ ୧୫ ୯୬୫୮
ଚଣ୍ଡିଗଡ଼ ୨୮ ୬୪୩୧୬ ୮୧୮
ଛତିଶଗଡ ୩୭୧ ୯୯୧୦୦୭ ୩୯ ୧୩୫୫୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୧
ଦିଲ୍ଲୀ ୪୦୦ ୧୪୧୨୮୦୫ ୧୫ ୨୫୦୮୩
୧୦ ଗୋଆ ୭୧୭ ୧୭୧୦୬୪ ୯୨ ୩୨୧୯
୧୧ ଗୁଜୁରାଟ ୧୫୩ ୮୧୫୪୦୫ ୧୯ ୧୦୦୮୨
୧୨ ହରିୟାଣା ୩୪୮ ୭୬୦୫୨୧ ୨୦ ୯୮୦୭
୧୩ ହିମାଚଳ ପ୍ରଦେଶ ୧୫୩୨ ୨୧୦୯୧୪ ୧୮୧ ୩୬୪୨
୧୪ ଜାମ୍ମୁ କାଶ୍ମୀର ୧୩୨୫ ୩୨୧୪୦୧ ୭୨ ୪୪୧୪
୧୫ ଝାଡଖଣ୍ଡ ୧୧୧ ୩୪୨୮୪୨ ୧୩ ୫୧୩୩
୧୬ କର୍ଣ୍ଣାଟକ ୧୫୭୮୨ ୨୯୦୯୬୫୬ ୧୦୩୪ ୩୭୫୨୯ ୧୨
୧୭ କେରଳ ୧୯୯୪୨୮ ୪୧୮୪୧୫୮ ୨୫୬୫୪ ୨୨୭୭୯ ୧୨୯
୧୮ ଲଦାଖ ୩୬ ୨୦୩୭୩ ୨୦୭
୧୯ ଲକ୍ଷଦୀପ ୧୦୨୯୮ ୫୧
୨୦ ମଧ୍ୟପ୍ରଦେଶ ୧୨୬ ୭୮୧୭୧୭ ୧୨ ୧୦୫୧୭
୨୧ ମହାରାଷ୍ଟ୍ର ୫୩୨୨୦ ୬୩୧୨୭୦୬ ୩୬୮୫ ୧୩୮୨୨୧ ୫୨
୨୨ ମଣିପୁର ୨୬୧୪ ୧୧୩୦୩୨ ୨୩୧ ୧୮୧୫
୨୩ ମେଘାଳୟ ୧୬୮୯ ୭୫୪୩୬ ୨୯୫ ୧୩୬୧
୨୪ ମିଜୋରାମ ୧୩୫୨୫ ୬୦୨୯୭ ୧୦୨୪ ୨୪୬
୨୫ ନାଗାଲାଣ୍ଡ ୫୭୧ ୨୯୪୭୭ ୪୫ ୬୪୬
୨୬ ଓଡ଼ିଶା ୫୫୫୦ ୧୦୦୩୬୦୩ ୭୯୩ ୮୧୦୮
୨୭ ପୁଡୁଚେରୀ ୮୫୮ ୧୨୨୨୫୮ ୧୦୫ ୧୮୨୩
୨୮ ପଞ୍ଜାବ ୩୧୯ ୫୮୪୩୨୬ ୨୦ ୧୬୪୬୪
୨୯ ରାଜସ୍ଥାନ ୯୩ ୯୪୫୧୬୨ ୮୯୫୪
୩୦ ସିକ୍କିମ୍ ୭୭୭ ୨୯୫୪୧ ୭୭ ୩୭୮
୩୧ ତାମିଲନାଡୁ ୧୬୫୪୯ ୨୫୮୫୨୪୪ ୧୫୩୭ ୩୫୨୧୭ ୨୭
୩୨ ତେଲେଙ୍ଗାନା ୫୨୮୨ ୬୫୩୦୨୨ ୩୦୬ ୩୮୯୮
୩୩ ତ୍ରିପୁରା ୪୩୯ ୮୨୪୭୦ ୮୮ ୮୦୬
୩୪ ଉତ୍ତରାଖଣ୍ଡ ୨୮୫ ୩୩୫୫୮୭ ୨୭ ୭୩୮୯
୩୫ ଉତ୍ତରପ୍ରଦେଶ ୧୮୧ ୧୬୮୬୫୨୨ ୨୫ ୨୨୮୮୪
୩୬ ପଶ୍ଚିମବଙ୍ଗ ୮୦୭୪ ୧୫୩୧୪୪୪ ୭୧୩ ୧୮୫୯୯ ୧୨
ମୋଟ ୩୫୧୦୮୭ ୩୨୫୨୨୧୭୧ ୩୮୦୧୨ ୪୪୩୪୯୭ ୨୮୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.