Home Top News ରାଜ୍ୟରେ ଆଜି ୫୮୦ ନୂଆ ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ରାଜ୍ୟରେ ଆଜି ୫୮୦ ନୂଆ ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

72

ଭୁବନେଶ୍ୱର ୧୬-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୫୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

– ନୂଆ ଆକ୍ରାନ୍ତ୫୮୦
୦-୧୮ ବର୍ଷର : ୭୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୩୬
– ସ୍ଥାନୀୟ ଅଞ୍ଚଳରୁ୨୪୪
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୧୭
୩- ବରଗଡ଼ ଜିଲ୍ଲାରୁ – ୮
୪- ଭଦ୍ରକ ଜିଲ୍ଲାରୁ – ୭
୫- କଟକ ଜିଲ୍ଲାରୁ – ୮୭
୬- ଦେବଗଡ଼ ଜିଲ୍ଲାରୁ – ୨
୭- ଢେଙ୍କାନାଳ ଜିଲ୍ଲାରୁ – ୯
୮- ଜଗତସିଂହପୁର ଜିଲ୍ଲାରୁ – ୧୩
୯- ଯାଜପୁର ଜିଲ୍ଲାରୁ – ୨୯
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୧୧
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧାରୁ : ୨୬୧
୧୪- କୋରାପୁଟ ଜିଲ୍ଲାରୁ – ୪
୧୫- ମାଲକାନଗିରି : ୧
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୭
୧୭- ନୟାଗଡ଼ ଜିଲ୍ଲାରୁ – ୭
୧୮- ପୁରୀ ଜିଲ୍ଲାରୁ – ୧୮
୧୯- ରାୟଗଡ଼ା ଜିଲ୍ଲାରୁ – ୬
୨୦- ସମ୍ବଲପୁର ଜିଲ୍ଲାରୁ – ୬
୨୧- ସୋନପୁର ଜିଲ୍ଲାରୁ – ୧
୨୨- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦
୨୩- State Pool: ୫୯
– ନୂଆ ସୁସ୍ଥ ହୋଇଥିଲେ୫୬୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୯୦୬୬୦୧୫
– ମୋଟ ଆକ୍ରାନ୍ତ ୧୦୧୮୨୯୮
– ମୋଟ ସୁସ୍ଛ ହୋଲେଣି ୧୦୦୪୧୬୪
– ସକ୍ରୀୟ ଆକ୍ରାନ୍ତ – ୫୯୬୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.