Home Top News ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

80

ଭୁବନେଶ୍ୱର ୧୫ ସେପ୍ଟେମ୍ବର (ଓଡ଼ିଆ ପୁଅ) ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ

ଓଡ଼ିଶା ପ୍ରଭାରୀ ଚେଲ୍ଲାକୁମାର,
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,
ରୁଦ୍ର ରାଜୁ,
ବିଧାୟକ ଦଳ ନେତା ନରସିଂହ ମିଶ୍ର,
ଚିରଞ୍ଜୀବ ବିଶ୍ବାଳ,
ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
ବିପିନ ଦାସ,
ରାମଚନ୍ଦ୍ର ଖୁଣ୍ଟିଆ,
ଜୟଦେବ ଜେନା,
ଶରତ ପଟ୍ଟନାୟକ,
ପ୍ରସାଦ ହରିଚନ୍ଦନ,
ସପ୍ତଗିରି ଉଲାକା,
ସୁରେଶ କୁମାର ରାଉତରାୟ,
ସନ୍ତୋଷ ସିଂ ସାଲୁଜା,
ମହମ୍ମଦ ମୋକିମ,
ଅଧିରାଜ ମୋହନ ପାଣିଗ୍ରାହୀ
ବିଜୟଲକ୍ଷୀ ସାହୁ,
ଗଣେଶ୍ବର ବେହେରା,
ବନ୍ଦିତା ପରିଡ଼ା ଏବଂ
ସତ୍ୟପ୍ରକାଶ ନାୟକଙ୍କ ନାମ ଅନ୍ତର୍ଭୁକ୍ତ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.