Bureau
୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ : ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି...
ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେବା ଏବଂ ଶ୍ରେଷ୍ଠତ୍ବ ହାସଲ ପାଇଁ ସୁଯୋଗ ସୃଷ୍ଟି କରିବା ରୂପାନ୍ତରର ଲକ୍ଷ୍ୟ - ମୁଖ୍ୟମନ୍ତ୍ରୀ
ସ୍କୁଲ ଏବେ ବହୁତ ଭଲ ଲାଗୁଛି – ଛାତ୍ରଛାତ୍ରୀ
ଭୁବନେଶ୍ୱର ୧୧-୧୧ (ଓଡ଼ିଆ...
ପୁରୀ ପୌରପାଳିକା ପକ୍ଷରୁ ନୂତନ ଭାବେ ଲାଗୁ ହେବାକୁ ଯାଉଥିବା ୟୁଜର ଫି କୁ...
ପୁରୀ ୧୧ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ପୌରପାଳିକା ପକ୍ଷରୁ ନୂତନ ଭାବେ ଲାଗୁ ହେବାକୁ ଯାଉଥିବା ୟୁଜର ଫି କୁ ବିରୋଧ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ନୂଆ ୟୁଜର...
ବାଲୁକା କଳାରେ ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ କରିବା ଦାବିକୁ ସମର୍ଥନ
ପୁରୀ ୧୧ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀର ନାମ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ ପାଇଁ ବିଭିନ୍ନ ସଂଗଠନ , ବୁଦ୍ଧିଜୀବୀମାନେ ଦାବି ଉଠାଇଛନ୍ତି। ଏହାକୁ ମଧ୍ୟ ବିଭିନ୍ନ ମହଲରେ ସମର୍ଥନ...
ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ବୈଠକ ଅନୁଷ୍ଠିତ
ପୁରୀ ୧୧-୧୧ (ଓଡ଼ିଆ ପୁଅ) ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି।
ଗର୍ଭଧାରଣ...
୧୨ ଏବଂ ୧୫ ତାରିଖରେ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିର ପରିସରରେ...
ପୁରୀ ୧୧-୧୧ (ଓଡ଼ିଆ ପୁଅ) ଆସନ୍ତା ୧୨ ଓ ୧୫ ତାରିଖରେ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି।
ଆସନ୍ତା ୧୨ ତାରିଖରେ ଅଁଳା ନବମୀରେ...
କଟକ ଅରିଲୋ ଠାରେ ଓମ୍ଫେଡ୍ର ଅତ୍ୟାଧୁନିକ ପ୍ଲାଣ୍ଟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ
ରାଜ୍ୟରେ ଶ୍ବେତ ବିପ୍ଳବ ଆଣିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ବର, ୧୦.୧୧ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି କଟକ ଜିଲ୍ଲାର ଅରିଲୋ ଠାରେ ୨୬୩ କୋଟି ଟଙ୍କା ବ୍ୟୟରେ...
୧୧ ନଭେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହି କାର୍ଯ୍ୟ କରି ପାରିବେ ଏବଂ ସଶକ୍ତ ଅନୁଭବ କରିବେ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପାଦୃଷ୍ଟି...
ରାଜ୍ୟରେ ଆଜି ୩୮୭ ନୂଆ ଆକ୍ରାନ୍ତ, ୪ ଜଣଙ୍କର ମୃତ୍ୟୁ – ଜାଣନ୍ତୁ କେଉଁ...
ଭୁବନେଶ୍ୱର ୧୦ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୩୮୭
୦-୧୮ ବର୍ଷର : ୭୫
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୨୩
- ସ୍ଥାନୀୟ...
ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି : ୯ ଟି ଜିଲ୍ଲାରେ ଛୁଟି ଘୋଷଣା –...
ନୂଆ ଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଫଳରେ ଆଜି ଏବଂ ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୧୦ ଏବଂ ୧୧ ରେ ତାମିଲନାଡୁ ଏବଂ ଆଖପାଖ ଆନ୍ଧ୍ରପ୍ରଦେଶର...
ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କଲେ ବିବାହ
ନୂଆ ଦିଲ୍ଲୀ ୧୦ -୧୧ (ଓଡ଼ିଆ ପୁଅ) ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କଲୋ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସେ ଏହାର ଫଟୋ ପୋଷ୍ଟ କରାଯାଇଛି।
ମଲାଲା ୟୁସୁଫଜାଇ ବର୍ମିଂହାମରେ...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୯,୬୮୩ କୁ ହ୍ରାସ ପାଇଛି।
ସକ୍ରିୟ...
ବିଦାୟ ପୂର୍ବରୁ ୭୦ ସେକେଣ୍ଡର ବାର୍ତ୍ତା ଦେଲେ ରବି ଶାସ୍ତ୍ରୀ – ଟିମ୍ ଇଣ୍ଡିଆର...
ନୂଆ ଦିଲ୍ଲୀ ୧୦ -୧୧ (ଓଡ଼ିଆ ପୁଅ) ଯଦି ୪ ବର୍ଷର ପରିଶ୍ରମ ଏବଂ ସମର୍ଥନ ଏକ କ୍ଷଣରେ ଚାଲିଯାଏ, ତେବେ ଏହା ହୃଦୟ ବିଦାରକ ନିଶ୍ଚୟ। ଟିମ୍ ଇଣ୍ଡିଆର ଡ୍ରେସିଂ ରୁମରେ...
ଜୋର ଧରିଲା ପୁରୀର ନାଁ ପରିବର୍ତ୍ତନ ପ୍ରସଙ୍ଗ : ସ୍ମାରକପତ୍ର ଦେଲେ ଏକାଧିକ ସଂଗଠନ
ପୁରୀ ୯ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀର ନାଁ ପରିବର୍ତ୍ତନ ନୁହେଁ ବରଂ ଏହା ପୂର୍ବରୁ ଶ୍ରୀଜଗନ୍ନାଥ ବା ଶ୍ରୀଜଗନ୍ନାଥ ଧାମ ଯୋଡିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ପୁରୀର ଏକାଧିକ...
ଭିଜିଲାନ୍ସ ଚଢ଼ାଉ: ଅମାପ ଆୟ-ବର୍ହିଭୁତ ସମ୍ପତ୍ତି ଠାବ- ଓଡ଼ିଶା ପୋଲିସ୍ ହାଉସିଂ ୱେଲଫେୟାର୍ କର୍ପୋରେସନର...
ଭୁବନେଶ୍ୱର ୯ -୧୧ (ଓଡ଼ିଆ ପୁଅ) ଓଡି଼ଶା ପୋଲିସ ହାଉସିଂ ୱେଲଫେୟାର୍ କର୍ପୋରେସନର ଡେପୁଟି ମ୍ୟାନେଜର୍ ପ୍ରତାପ କୁମାର ସାମଲଙ୍କ ଘର ଓ ଅଫିସ୍ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ...
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ
କେନ୍ଦ୍ରାପଡ଼ା ୯ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡିକ ନିମନ୍ତେ ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କ ଦ୍ୱାରା ଜାରି ନିୟମାବଳୀ ଅନୁଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା...
୧୦ ନଭେମ୍ବର ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି। ଶାରୀରିକ ରୂପରେ ଆଳସ୍ୟ ହୋଇପାରେ। ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି। ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ...
ବନ୍ଦହେଲା କଟକର ଐତିହାସିକ ବାଲିଯାତ୍ରା
କଟକ, ୯/୧୧ (ଓଡ଼ିଆ ପୁଅ/ ଅଭୟ ଜେନା) ଚଳିତ ବର୍ଷର ଐତିହାସିକ ବାଲିଯାତ୍ରାକୁ ଜିଲ୍ଲା ପ୍ରଶାସନ ବନ୍ଦ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଆଶଙ୍କା କରି ଜିଲାପାଳ ଭବାନୀ ଶଙ୍କର ଚଇନି ଏହି...
ବାଲୁକା କଳାରେ କିଶୋର ରଥଙ୍କୁ ଶ୍ରଦ୍ଧାଞ୍ଜଳି
ପୁରୀ ୯ -୧୧ (ଓଡ଼ିଆ ପୁଅ) ପ୍ରସିଦ୍ଧ କାଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ତେବେ ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋରଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ...
ସୀମା ବିବାଦ ଉପରେ ଆନ୍ଧ୍ର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା
ଭୁବନେଶ୍ୱର ୯ -୧୧ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହୋଇଛି ଫଳପ୍ରଦ ଆଲୋଚନା। ରାଜ୍ୟରେ ଥିବା ସୀମା ସମ୍ପର୍କୀତ ବିଷୟ ସମେତ...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୧୨୬ ନୂଆ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୯-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୧୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧, ୪୦, ୬୩୮...






















