Home Top News ବାଲୁକା କଳାରେ ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ କରିବା ଦାବିକୁ ସମର୍ଥନ

ବାଲୁକା କଳାରେ ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ କରିବା ଦାବିକୁ ସମର୍ଥନ

38

ପୁରୀ ୧୧ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀର ନାମ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ ପାଇଁ ବିଭିନ୍ନ ସଂଗଠନ , ବୁଦ୍ଧିଜୀବୀମାନେ ଦାବି ଉଠାଇଛନ୍ତି। ଏହାକୁ ମଧ୍ୟ ବିଭିନ୍ନ ମହଲରେ ସମର୍ଥନ ବଢିବାରେ ଲାଗିଛି। ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ କରିବା ଦାବି କୁ ନିଜର ସମର୍ଥନ ଦେଇଛନ୍ତି। ସେ ଏକ ବାଲୁକା ଚିତ୍ରକଳା କରି ଏହାକୁ ସମର୍ଥନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.