Home Top News ବନ୍ଦହେଲା କଟକର ଐତିହାସିକ ବାଲିଯାତ୍ରା

ବନ୍ଦହେଲା କଟକର ଐତିହାସିକ ବାଲିଯାତ୍ରା

104

କଟକ, ୯/୧୧ (ଓଡ଼ିଆ ପୁଅ/ ଅଭୟ ଜେନା) ଚଳିତ ବର୍ଷର ଐତିହାସିକ ବାଲିଯାତ୍ରାକୁ ଜିଲ୍ଲା ପ୍ରଶାସନ ବନ୍ଦ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଆଶଙ୍କା କରି ଜିଲାପାଳ ଭବାନୀ ଶଙ୍କର ଚଇନି ଏହି ନିଷ୍ପତି ସମ୍ପର୍କ ରେ ସୂଚନା ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଯାତ୍ରାରେ ଅଧିକ ଗହଳି ସୃଷ୍ଟିର ସମ୍ଭାବନା ଦୃଷ୍ଟିରୁ ଚଳିତ ବର୍ଷ ପାଇଁ ବନ୍ଦ ରଖାଯାଇଛି। ଫଳରେ ସହର ବାସୀ ଓ ବ୍ୟବସାୟୀ ମହଲ ରେ ଘୋର ନୈରାଶ୍ୟ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.