Home Top News ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬୦...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬୦ ମୃତ

44

ନୂଆ ଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୯,୬୮୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪୦.୬୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୭,୮୭,୦୪୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୬୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮୨୫.୦୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୮୮,୫୭୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୯୫୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୬୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୧,୮୪୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪୦.୬୨%

ଆରୋଗ୍ୟ ହୋଇଛନ୍ତି ୯୮୨୫.୦୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୯, ୬୩, ୫୯, ୨୦୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୨, ୬୯, ୧୩୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୨୭ ୧୨୯
ଆନ୍ଧ୍ରପ୍ରଦେଶ ୩୨୩୩ ୨୦୫୧୦୮୨ ୩୬୨ ୧୪୪୦୩
ଅରୁଣାଚଳ ପ୍ରଦେଶ ୪୪ ୫୪୮୭୩ ୨୮୦
ଆସାମ ୩୩୦୧ ୬୦୩୪୬୩ ୨୨୯ ୬୦୩୪
ବିହାର ୩୪ ୭୧୬୪୪୩ ୯୬୬୧
ଚଣ୍ଡିଗଡ଼ ୨୬ ୬୪୫୨୫ ୮୨୦
ଛତିଶଗଡ ୨୩୩ ୯୯୨୪୦୧ ୨୫ ୧୩୫୮୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୪୯ ୧୪୧୪୭୩୬ ୨୬ ୨୫୦୯୧
୧୦ ଗୋଆ ୨୮୫ ୧୭୪୭୧୨ ୨୬ ୩୩୭୦
୧୧ ଗୁଜୁରାଟ ୨୦୯ ୮୧୬୪୮୫ ୨୮ ୧୦୦୯୦
୧୨ ହରିୟାଣା ୧୧୬ ୭୬୧୧୮୯ ୧୦୦୫୦
୧୩ ହିମାଚଳ ପ୍ରଦେଶ ୧୦୮୩ ୨୨୦୨୯୭ ୧୬୯ ୩୭୮୫
୧୪ ଜାମ୍ମୁ କାଶ୍ମୀର ୧୧୯୯ ୩୨୭୬୮୧ ୧୦୨ ୪୪୪୫
୧୫ ଝାଡଖଣ୍ଡ ୧୫୪ ୩୪୩୬୪୧ ୨୦ ୫୧୩୮
୧୬ କର୍ଣ୍ଣାଟକ ୭୯୮୪ ୨୯୪୪୪୨୨ ୩୨୩ ୩୮୧୨୨
୧୭ କେରଳ ୭୧୬୪୪ ୪୯୨୧୩୧୨ ୬୩୧୯ ୩୪୩୬୨ ୩୮୪
୧୮ ଲଦାଖ ୧୨୫ ୨୦୭୩୮ ୧୧ ୨୦୯
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୮ ୭୮୨୩୦୭ ୧୩ ୧୦୫୨୪
୨୧ ମହାରାଷ୍ଟ୍ର ୧୬୯୪୩ ୬୪୬୧୯୫୬ ୧୨୯୩ ୧୪୦୪୩୦ ୨୭
୨୨ ମଣିପୁର ୭୦୭ ୧୨୧୫୪୧ ୪୦ ୧୯୩୮
୨୩ ମେଘାଳୟ ୩୧୯ ୮୨୧୩୫ ୫୭ ୧୪୬୦
୨୪ ମିଜୋରାମ ୫୭୮୨ ୧୨୦୧୫୧ ୪୫୦ ୪୫୩
୨୫ ନାଗାଲାଣ୍ଡ ୧୮୦ ୩୧୦୮୨ ୧୪ ୬୮୯
୨୬ ଓଡ଼ିଶା ୨୬୫୦ ୧୦୩୩୦୨୭ ୪୬୧ ୮୩୬୪
୨୭ ପୁଡୁଚେରୀ ୨୬୭ ୧୨୬୧୩୪ ୪୨ ୧୮୬୨
୨୮ ପଞ୍ଜାବ ୨୨୯ ୫୮୫୮୨୧ ୨୩ ୧୬୫୬୬
୨୯ ରାଜସ୍ଥାନ ୪୫ ୯୪୫୪୭୦ ୮୯୫୪
୩୦ ସିକ୍କିମ୍ ୧୨୨ ୩୧୫୩୬ ୧୫ ୪୦୦
୩୧ ତାମିଲନାଡୁ ୧୦୨୭୧ ୨୬୬୪୨୪୭ ୯୨୪ ୩୬୨୩୮ ୧୨
୩୨ ତେଲେଙ୍ଗାନା ୩୭୫୪ ୬୬୫୧୦୧ ୧୬୮ ୩୯୬୮
୩୩ ତ୍ରିପୁରା ୧୪୭ ୮୩୬୬୧ ୧୨ ୮୧୬
୩୪ ଉତ୍ତରାଖଣ୍ଡ ୧୫୦ ୩୩୬୪୧୪ ୭୪୦୨
୩୫ ଉତ୍ତରପ୍ରଦେଶ ୮୫ ୧୬୮୭୨୩୪ ୨୨୯୦୩
୩୬ ପଶ୍ଚିମବଙ୍ଗ ୭୯୧୬ ୧୫୭୨୭୧୧ ୭୫୯ ୧୯୨୫୨ ୧୨
ମୋଟ ୧୩୯୬୮୩ ୩୩୭୮୭୦୪୭ ୧୧୯୬୧ ୪୬୧୮୪୯ ୪୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.