Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୧୨୬ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୧୨୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୨ ମୃତ

21

ନୂଆ ଦିଲ୍ଲୀ ୯-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୧୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧, ୪୦, ୬୩୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪୦.୯୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩, ୩୭, ୭୫, ୦୮୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୯୮୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୪୮୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୪୩, ୭୭, ୧୧୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨, ୧୮୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୩୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪, ୬୧, ୩୮୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪୦.୯୧%

ଆରୋଗ୍ୟ ହୋଇଛନ୍ତି ୯୮.୨୪୮୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୯, ୦୮, ୧୬, ୩୫୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୯, ୦୮, ୪୪୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୧, ୭୨, ୨୩, ୯୩୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୦, ୮୫, ୮୪୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୫୨୬   ୧୨୯
ଆନ୍ଧ୍ରପ୍ରଦେଶ ୩୩୬୬ ୨୦୫୦୭୨୦ ୩୩୪  ୧୪୪୦୧  
ଅରୁଣାଚଳ ପ୍ରଦେଶ ୪୬ ୫୪୮୬୪ ୧୩  ୨୮୦
ଆସାମ ୩୨୮୬ ୬୦୩୨୩୪ ୨୪୦  ୬୦୩୧  
ବିହାର ୩୫ ୭୧୬୪୩୮   ୯୬୬୧
ଚଣ୍ଡିଗଡ଼ ୨୬ ୬୪୫୨୦   ୮୨୦
ଛତିଶଗଡ ୨୩୮ ୯୯୨୩୭୬ ୩୨  ୧୩୫୮୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୪୨ ୧୪୧୪୭୧୦ ୪୮  ୨୫୦୯୧
୧୦ ଗୋଆ ୨୮୬ ୧୭୪୬୮୬ ୪୨  ୩୩୭୦  
୧୧ ଗୁଜୁରାଟ ୨୧୭ ୮୧୬୪୫୭ ୪୧  ୧୦୦୯୦
୧୨ ହରିୟାଣା ୧୦୯ ୭୬୧୧୮୧ ୧୭  ୧୦୦୫୦
୧୩ ହିମାଚଳ ପ୍ରଦେଶ ୧୧୨୩ ୨୨୦୧୨୮ ୨୩୩  ୩୭୮୪  
୧୪ ଜାମ୍ମୁ କାଶ୍ମୀର ୧୧୬୫ ୩୨୭୫୭୯ ୯୬  ୪୪୪୩  
୧୫ ଝାଡଖଣ୍ଡ ୧୪୬ ୩୪୩୬୨୧ ୨୨  ୫୧୩୮
୧୬ କର୍ଣ୍ଣାଟକ ୮୦୧୮ ୨୯୪୪୦୯୯ ୨୯୦  ୩୮୧୧୮  
୧୭ କେରଳ ୭୧୯୩୮ ୪୯୧୪୯୯୩ ୬୧୩୬  ୩୩୯୭୮ ୨୬୨ 
୧୮ ଲଦାଖ ୧୨୩ ୨୦୭୨୭ ୧୧  ୨୦୯
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୯୨ ୭୮୨୨୯୪ ୧୧  ୧୦୫୨୪
୨୧ ମହାରାଷ୍ଟ୍ର ୧୭୨୮୧ ୬୪୬୦୬୬୩ ୧୫୫୫  ୧୪୦୪୦୩ ୧୫ 
୨୨ ମଣିପୁର ୬୯୯ ୧୨୧୫୦୧ ୪୪  ୧୯୩୭  
୨୩ ମେଘାଳୟ ୩୪୯ ୮୨୦୭୮ ୩୬  ୧୪୫୯  
୨୪ ମିଜୋରାମ ୫୭୧୦ ୧୧୯୭୦୧ ୪୮୯  ୪୫୦  
୨୫ ନାଗାଲାଣ୍ଡ ୧୮୧ ୩୧୦୬୮ ୧୩  ୬୮୯
୨୬ ଓଡ଼ିଶା ୨୮୧୮ ୧୦୩୨୫୬୬ ୩୬୯  ୮୩୬୧  
୨୭ ପୁଡୁଚେରୀ ୨୭୦ ୧୨୬୦୯୨ ୪୯  ୧୮୬୨
୨୮ ପଞ୍ଜାବ ୨୨୨ ୫୮୫୭୯୮ ୩୪  ୧୬୫୬୪
୨୯ ରାଜସ୍ଥାନ ୪୨ ୯୪୫୪୬୪   ୮୯୫୪
୩୦ ସିକ୍କିମ୍ ୧୨୫ ୩୧୫୨୧ ୧୩  ୪୦୦  
୩୧ ତାମିଲନାଡୁ ୧୦୩୭୨ ୨୬୬୩୩୨୩ ୯୩୭  ୩୬୨୨୬  
୩୨ ତେଲେଙ୍ଗାନା ୩୭୫୦ ୬୬୪୯୩୩ ୧୭୪  ୩୯୬୭  
୩୩ ତ୍ରିପୁରା ୧୩୪ ୮୩୬୪୯ ୧୩  ୮୧୬
୩୪ ଉତ୍ତରାଖଣ୍ଡ ୧୩୭ ୩୩୬୪୦୬   ୭୪୦୨  
୩୫ ଉତ୍ତରପ୍ରଦେଶ ୮୩ ୧୬୮୭୨୨୬ ୧୦  ୨୨୯୦୩
୩୬ ପଶ୍ଚିମବଙ୍ଗ ୭୮୯୯ ୧୫୭୧୯୫୨ ୬୫୭  ୧୯୨୪୦ ୧୪ 
ମୋଟ ୧୪୦୬୩୮ ୩୩୭୭୫୦୮୬ ୧୧୯୮୨  ୪୬୧୩୮୯ ୩୩୨ 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.