Bureau
ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୪୬୪ ନୂଆ...
ନୂଆ ଦିଲ୍ଲୀ ୧/୮ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୪୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୩,୯୮୯ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି ୭୯୭ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୧ -୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୭୯୭
୦-୧୮ ବର୍ଷର : ୧୩୪
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୬୬
- ସ୍ଥାନୀୟ ଅଞ୍ଚଳରୁ୩୩୧
୧- ବାଲେଶ୍ୱର...
୧ ଅଗଷ୍ଟ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି...
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସରେ ବୋମା ମାଡ଼
ପୁରୀ ୩୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାର କଣାସରେ ବୋମା ମାଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼। ରଘୁ ମାନ ସିଂହଙ୍କ ଘରେ ବୋମା...
ପବିତ୍ର ନଗରରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବିଜେପିର ଦାବି
ତାଳଚେର, ୩୦/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ପବିତ୍ର ନଗର ମଣ୍ଡଳର ଚତୁର୍ଥ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭପତି ପ୍ରହଲାଦ ସାମଲଙ୍କ ସଭାପତିତ୍ୱରେ ପରାବିଲ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି।...
ତାଳଚେର ଓକିଲ ସଂଘର ମଧୁବାବୁ ସମ୍ମିଳନୀ କକ୍ଷରେ କୋଭିଡ୍-୧୯ ଟୀକା ପ୍ରଦାନ
ତାଳଚେର, ୩୦/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଓକିଲ ସଂଘର ମଧୁବାବୁ ସମ୍ମିଳନୀ କକ୍ଷରେ କୋଭିଡ୍-୧୯ ଟିକା ପ୍ରଦାନ କରାଯାଇଛି। ଏଥିରେ ସଂଘର ସମସ୍ତ ସଭ୍ୟ/ସଭ୍ୟା ଓ ପରିବାର ସଦସ୍ୟ ଜୁଡିସିଆଲ୍...
ବିଜେପି ବିଧାୟକ ଦଳ ବୈଠକ : ବିଜେପି ବିଧାୟକ ଦଳର ନେତା ହେଲେ ଜୟନାରାୟଣ...
ଭୁବନେଶ୍ୱର ୩୦/୦୭ (ଓଡ଼ିଆ ପୁଅ) : ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଦଳର କେନ୍ଦ୍ରୀୟ ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର ଓ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆଜି...
ରାଜ୍ୟରେ ମହାମାରୀ ସରକାରଙ୍କ ଉପହାର- ପ୍ରଦେଶ କଂଗ୍ରେସ କମିଟି
ଭୁବନେଶ୍ୱର ୩୦.୭ (ଓଡ଼ିଆ ପୁଅ) - ଆଦିବାସୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପାରଗତା ପାଇଁ ବର୍ତ୍ତମାନ ଆଦିବାସୀ ବହୁଳ ରାୟଗଡ଼ା, କୋରାପୁଟ କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ନୂଆପଡ଼ା ଜିଲ୍ଳାରେ...
ପ୍ରଥମ ସର୍ବଭାରତୀୟ ଆଇନ ସେବା କର୍ତ୍ତୃପକ୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
“ବ୍ୟବସାୟିକ ସୁଲଭତା, ସହଜ ଜୀବନଧାରଣ ଭଳି ନ୍ୟାୟ ପ୍ରାପ୍ତିରେ ସୁଲଭତା ମଧ୍ୟ ସମାନ ଭାବେ ଦେଶର ଅମୃତ ଯାତ୍ରା କାଳରେ ଗୁରୁତ୍ୱପୂର୍ଣ୍ଣ ”
“ଦେଶରେ ନ୍ୟାୟିକ ଭିତ୍ତିଭୂମି ମଜବୁତ କରିବା ପାଇଁ ଗତ ଆଠ...
ଯୁବ ମାରଣା ନୀତି ବିରୋଧରେ ଯୁବ କଂଗ୍ରେସର ଯୁବ ସମ୍ପର୍କ ପଦଯାତ୍ରା
ଚୁକ୍ତିଭିତିକ ନିଯୁକ୍ତି ଉଚ୍ଛେଦକରି ସ୍ଥାୟୀ ନିଯୁକ୍ତି ପ୍ରଦାନ
ସରକାରୀ ଚାକିରୀର ବୟସ ସୀମା ୩୨ରୁ ୪୨ ବର୍ଷ ବୃଦ୍ଧି ଦାବି
୯ ରୁ ୯୦ ମିଶନର ସାରଥି ହେବ ଯୁବ କଂଗ୍ରେସ
ଭୁବନେଶ୍ୱର, ୩୦ା୦୭ (ଓଡ଼ିଆ ପୁଅ):...
ଗୁଲନଗର ନୟନଯୋରି ଜବର ଦଖଲ : ଜଳବନ୍ଦି ପରିସ୍ଥିତି ନେଇ ଉତ୍ତେଜନା
କେନ୍ଦ୍ରାପଡ଼ା, ୩୦ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ସଦର ମହକୁମାରେ ସରକାରୀ ଜମିରେ ଥିବା ଜଳ ନିଷ୍କାସନ ପଥ ନୟନଯୋରୀ ଓ କେନାଲ ଗୁଡିକୁ ଜବର...
ବାପାର ମାଡରେ ପୁଅର ମୃତ୍ୟୁ ଅଭିଯୋଗ
କେନ୍ଦ୍ରାପଡ଼ା, ୩୦ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅଞ୍ଚଳରେ ବାପାର ମାଡରେ ପୁଅର ମୃତ୍ୟୁ ହୋଇଥିବା ନେଇ ନିକିରାଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ...
ପୁରୀରେ ଆର୍ନ୍ତଜାତୀକ ବିମାନ ବନ୍ଦର ହେବାନେଇ ଆଶା ଦୃଢୀଭୂତ
ପୁରୀ ୩୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗ୍ରୀନଫିଲଡ଼ ଏୟାରପୋର୍ଟ। ପୁରୀ-ବ୍ରହ୍ମଗିରି ରାସ୍ତାର ସିପସରୁବାଲି ଅଞ୍ଚଳ ନିକଟ ଜିରାଲା ଠାରେ ହେବ ଏୟାରପୋର୍ଟ। ଇତି ମଧ୍ୟରେ ଇଡକୋର...
ପୁରୀରେ ମାଳମାଳ ନକଲି ଶିକ୍ଷକ
ପୁରୀ ୩୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା। ଶିକ୍ଷାଦାନ କରୁଛନ୍ତି ନକଲି ଶିକ୍ଷକ। ଆଉ ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ପୁରୀରେ ଦୀର୍ଘ ବର୍ଷ ଧରି ମାଳମାଳ ନକଲି...
ଦଳୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ସାଧବୀ ନିରଞ୍ଜନ...
ପୁରୀ ୩୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଗସ୍ତରେ ଆସି ବିଜେପିର ବିଭିନ୍ନ ଦଳୀୟ ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ସାଧବୀ ନିରଞ୍ଜନ ଜ୍ୟୋତି। ତେବେ କେନ୍ଦ୍ର...
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ବିଦ୍ୟୁତ୍ ବିତରଣ ଯୋଜନାର ଶୁଭାରମ୍ଭ
- “ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟ-ପାୱାର@୨୦୪୭” କାର୍ଯ୍ୟକ୍ରମର ଉଦ୍ଯାପନ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏନ୍ଟିପିସିର ୫୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ସବୁଜ ଊର୍ଜା ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ
-...
୩୧ ଜୁଲାଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ - ଭାଇ-ଭଉଣୀ ଏବଂ ମିତ୍ରମାନଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ଆପଣ ଘରର ଦାୟୀତ୍ତ୍ୱଗୁଡ଼ିକ ବୁଝି କାର୍ଯ୍ୟ କରିବେ। ମାତା-ପିତାଙ୍କୁ ଆପଣଙ୍କ ଉପରେ ଗର୍ବ ଅନୁଭବ ହେବ। କାମ କାରଣରୁ ଆପଣଙ୍କୁ...
ବାରିପଦାରେ ‘ବିଜୁଳି ମହୋତ୍ସବ’ ଆୟୋଜିତ
ଭୁବନେଶ୍ୱର ୨୯.୦୭ (ଓଡ଼ିଆ ପୁଅ) : ଭାରତର ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ର ଅଂଶସ୍ବରୂପ ଶକ୍ତି ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହିତ ମିଶି ଉଜ୍ଜ୍ବଳ...
ଭୁବନେଶ୍ୱରଠାରେ ବାଲ୍ମର ଲରିର ନୂତନ କୋଲ୍ଡ ଚେନ୍ ୟୁନିଟ୍ ଉଦ୍ଘାଟିତ
- ପୂର୍ବାଞ୍ଚଳର ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି
- ୧.୫ ଏକର ପରିମିତ ସ୍ଥାନରେ ବ୍ୟାପ୍ତ
ଭୁବନେଶ୍ୱର, ୨୯.୦୭ (ଓଡ଼ିଆ ପୁଅ) : ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ...
ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନର ୨ବର୍ଷ ପୂର୍ତ୍ତି ରାଷ୍ଟ୍ରୀୟ ଶିକ୍ଷା ନୀତି...
ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକଶିତ କରିବା ଶିକ୍ଷା ନୀତିର ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ
- ଶିକ୍ଷା ଓ ଦକ୍ଷତା ବିକାଶ ସହ ସମ୍ବନ୍ଧିତ ୧୦ଟି ଉପକ୍ରମର ଶୁଭାରମ୍ଭ...






















