Bijay Kumar Pattanaik
ଅପରାଧ ମୁକ୍ତ ହେବ ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର
ପୁରୀ, ୧୦/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: ଅପରାଧ ମୁକ୍ତ ହେବ ଆଧ୍ୟତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ୨୪ ଘଣ୍ଟିଆ ପଇଁତରା ମାରିବ ପିସିଆର। କଣ୍ଟରୋଲ ରୁମକୁ...
୧୫ ତାରିଖରୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସିଂହଦ୍ୱାର ସମ୍ମୁଖରେ ପାଣ୍ଠି ସଂଗ୍ରହ କରାଯିବ
ପୁରୀ, ୦୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: ଚଳିତ ମାସ ୧୫ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ...
ଜିଲ୍ଲାପାଳଙ୍କ ସ୍ୱଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା
ପୁରୀ, ୦୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜାରୀ ସ୍ୱଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆବର୍ଜନ ସଂଗ୍ରହ, ଅଳିଆ ସଂଗ୍ରହ...
ପୁରୀରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟ ମାନ ଯାଞ୍ଚ
ପୁରୀ, ୦୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ୍ ପୁରୀ ସହରର ବଡ଼ଶଙ୍ଖ ବଜାର, ଗୁଣ୍ଡିଚା ମନ୍ଦିର, ସ୍ୱର୍ଗଦ୍ୱାର ଆଦି ଅଞ୍ଚଳରେ ଅଚାନକ ଚଢ଼ାଉ କରି ବିଭିନ୍ନ ଦୋକାନରୁ ଖାଦ୍ୟମାନ...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଲଟ୍ ଗାଡି ଧକ୍କାରେ ଜଣେ ବୃଦ୍ଧ ଗୁରୁତର
ପୁରୀ ୯-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଲଟ୍ ଗାଡି ଧକ୍କାରେ ଜଣେ ବୃଦ୍ଧ ଗୁରୁତର। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ...
ପୁରୀ ପୋଲିସକୁ ବଡ଼ ସଫଳତା
ପୁରୀ, ୮/ ୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ୩୧୬ ନଂ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ଏକ ବଡ଼ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ...
ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ବିକ୍ଷୋଭ
ପୁରୀ, ୮/ ୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାର୍ଟଟାଇମ୍ କଳା ଶିକ୍ଷକ ଭାବେ ୭ ମାସରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟକରି ଆସୁଛନ୍ତି। ଦୀର୍ଘ ୧୦ ମାସ...
ଶୁଲଭ ଶୈାଚାଳୟର କର୍ମକର୍ତ୍ତାଙ୍କ ଦାବିପତ୍ର ପ୍ରଦାନ
ପୁରୀ, ୮/ ୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୁଲଭ ଇଣ୍ଟର ନ୍ୟାସନାଲ ଦ୍ୱାରା ପରିଚାଳିତ ସହରରେ ଥିବା ଶୁଲଭ ଶୈାଚାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘ ୭ମାସ ଧରି ସେମାନଙ୍କ ପ୍ରାୟ ପାଇପାରି ନାହାନ୍ତି।...
କୋଭିଡ ଟିକାକରଣ ନିମନ୍ତେ ଡ୍ରାଏରନ୍ ଅନୁଷ୍ଠିତ
ପୁରୀ- ୮.୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମର ଡ୍ରାଏରନ ( ପୂର୍ବାଭାସ) ବଳିଆପଣ୍ତାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଦୋଳକୋଣ ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା...
ସିପିଆଇଏମଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା
ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମୋଦି ସରକାରଙ୍କର ୩ କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଆଜି ପୁର୍ବାହ୍ନରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...
କଳାକାର ସଂଘର କର୍ମକର୍ତ୍ତା ନିର୍ବାଚନ
ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଓଡ଼ିଶା ଶ୍ରୀ ଜଗନ୍ନାଥ କଳାକାର ମହାସଂଘ ଆନୁକୁଲ୍ୟରେ ପୁରୀ ଜିଲ୍ଲା କଳାକାର ସଂଘର ବୈଠକ ହୋଇଯାଇଛି। ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ...
ଜିଲ୍ଲାପାଳଙ୍କ ନିବାସରେ ଗୋମାତାଙ୍କୁ ଦର୍ଶନ କଲେ ବିଷ୍ଣୁଜୀ ମହାରାଜ
ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଭାରତୀୟ ପ୍ରଶାସନିକ ସେବାରେ ଥାଇ ମଧ୍ୟ ଗୋଭକ୍ତିକୁ ନିଜର କର୍ତ୍ତବ୍ୟ ରୂପେ ପାଳନ କରିଥିବା ଜିଲ୍ଲାପାଳ ବଲବନ୍ତ ସିଂ ନିଜ ନିବାସରେ ପ୍ରତ୍ୟହ ଗୋସେବା...
ସିଦ୍ଧମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରିଙ୍କୁ ଭେଟିଲେ ସମ୍ବିତ ପାତ୍ର
ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବହୁଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଅଛି। ପୁରୀ କୋଣାର୍କ ଜାତୀୟ ରାଜପଥରେ...
ପୁନରାୟ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ଆରମ୍ଭ
ପୁରୀ, ୦୬/୨୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିଂହଦ୍ୱାର ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି ରହିଥିବା ଅଳ୍ପ...
କୋଭିଡ଼୍ ନେଗେଟିଭ ସାର୍ଟିଫିକେଟ ପାଇଁ ଶ୍ରଦ୍ଧାଳୁମାନଙ୍କ ଶ୍ରୀମନ୍ଦିର ପ୍ରବେଶ ହ୍ରାସ ପାଉଛି
ପୁରୀ, ୦୬/୨୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତ ୩ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣ ଦର୍ଶନ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଦୀର୍ଘ ୯ମାସ ପରେ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ...
ଅଙ୍ଗନବାଡ଼ି କର୍ମୀଙ୍କୁ ଚାକିରିରୁ ବହିସ୍କାର
ପୁରୀ, ୦୬/୨୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି କର୍ମୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ...
ଶ୍ରୀଜୀଉଙ୍କ ବନକଲାଗି ନୀତି ସଂମ୍ପନ୍ନ
ପୁରୀ, ୦୬/୨୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭ ଗୃହକୁ...
ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ବୈଠକରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବାକୁ...
କେନ୍ଦ୍ରାପଡା, ୫/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଦିଲ୍ଲୀ ଚଲୋ ଆନ୍ଦୋଳନକୁ ସମର୍ଥନ କରି ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆହୁତ ବୈଠକରେ ଗାଁଗଣ୍ଡାରେ ଆନ୍ଦୋଳନକୁ ବ୍ୟାପକ କରିବା...
ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ – ମହାପ୍ରଭୁଙ୍କ ଦର୍ଶନ ଲାଭ...
ପୁରୀ, ୦୪/ ୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୀର୍ଘ ୯ମାସ କାଳ କୋରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସର୍ବସାଧାରଣଙ୍କ ଦର୍ଶନ ଆଜିଠାରୁ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ନିୟମ
ପୁରୀ ୩-୧ (ଓଡ଼ିଆ ପୁଅ) ଆଜି ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହେବ। ସେଥିପାଇଁ ଗତକାଲି ସଂଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ବଳବନ୍ତ ସିଂହ ଙ୍କ ଅଧକ୍ଷତାରେ...