Home ଓଡ଼ିଶା ପୁନରାୟ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ଆରମ୍ଭ

ପୁନରାୟ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ଆରମ୍ଭ

59

ପୁରୀ, ୦୬/୨୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିଂହଦ୍ୱାର ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି ରହିଥିବା ଅଳ୍ପ କିଛି କୋଠା, ମଠ ଓ ମନ୍ଦି ଆଦି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଗତ କାଲି ପଶ୍ଚିମଦ୍ୱାରରେ ଥିବା ଏକ ୩ ମହଲା କୋଠା ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଉକ୍ତ ଘରଟି ଜନୈକ ବ୍ୟକ୍ତିଙ୍କ ମାଲିକାନାରେ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.