Abhay Das
ପୌରାଞ୍ଚଳରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପ୍ରଚାର ଜାରି
ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ପ୍ର୍ରମୁଖ ତିନି ଦଳର ପ୍ରାର୍ଥୀ ଘୋଷଣା ଶେଷ ହୋଇଥିବା ବେଳେ ପ୍ରଚାର କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଆଗୁଆ ଥିବା ଲକ୍ଷ୍ୟ କରାଯାଇଛି।...
ନିର୍ବାଚନ ପୂର୍ବରୁ ବୁଆଁଳରେ ପୁଲିସର ଫ୍ଲାଗମାର୍ଚ୍ଚ
ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘଦିନ ଧରି ରାଜନୈତିକ ଗୋଷ୍ଠୀ ବିବାଦ ଓ ଅପରାଧିକ କାର୍ଯ୍ୟକଳାପ ଲାଗି ରହୁଥିବା ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତରେ ଆଜି ଜିଲ୍ଲା ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ...
ବିକାଶର ବହୁ ଦୂରରେ ପରିଖିର ନନ୍ଦଚକ ଗ୍ରାମ – ଉପ-ନିର୍ବାଚନରେ ଗ୍ରାମବାସୀଙ୍କ ଭୋଟ ବର୍ଜନ...
ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହି ଆସୁଥିବା ପରିଖି ପଞ୍ଚାୟତର ନନ୍ଦଚକବାସୀ ଆସନ୍ତା ସଦର ଉପ-ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି। ଦେଶ ସ୍ୱାଧୀନତାର ଦୀର୍ଘବର୍ଷ ପରେ...
ଜିଲ୍ଲା ବିକାଶରେ ଅବଦାନ ଅଧିକ ନେଇ କଂଗ୍ରେସର ଦାବି ଉପ-ନିର୍ବାଚନରେ ଯୋଗ୍ୟ ଦଳୀୟ ପ୍ରାର୍ଥିନୀଙ୍କୁ...
ବାଲେଶ୍ୱର, ୧୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବିକାଶରେ ସର୍ବାଧିକ ଅବଦାନ ଥିବା କଂଗ୍ରେସ ଦଳର ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପ୍ରତି ସମସ୍ତେ ସମର୍ଥନ କରିବାକୁ ପିସିସି ପ୍ରବକ୍ତା ସୁଦର୍ଶନ ଦାସ ଆହ୍ୱାନ ଦେଇଛନ୍ତି।...
ଭଦ୍ରକ : ପୋଲିସକୁ ତଥ୍ୟ ଦେବାରୁ କାର ଜାଳିଦେଲେ କୋଇଲା ମାଫିଆ
ଭଦ୍ରକ : ୧୩/୧୦ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ପରିବିନ୍ଧା ମାରପୁର ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଧାମରା ବନ୍ଦରରୁ ରେଳପଥରେ ଆସୁଥିବା...
ଉତକ୍ଷେପଣର ୮ ମିନିଟ ପରେ ବୈଷୟିକ ତ୍ରୁଟି ଯୋଗୁଁ ‘ନିର୍ଭୟ’ କୁ ଆକାଶରେ ନଷ୍ଟ...
ବାଲେଶ୍ୱର, ୧୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ନିର୍ଭୟ କ୍ରୁଜ ମିଶାଇଲ ଆଜି ପରୀକ୍ଷା ବେଳେ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ)...
ତାଲିମ ଶିବିରରେ ଅନୁପସ୍ଥିତଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ
ବାଲେଶ୍ୱର, ୧୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିମ ଅକ୍ଟୋବର ୧୩ ଓ ୧୪ ତାରିଖରେ ଅନୁଷ୍ଠିତ...
ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେପି ପ୍ରାର୍ଥୀ ମାନସ ଦତ୍ତ
ବାଲେଶ୍ୱର, ୧୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ସ୍ୱର୍ଗତ ଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ ଦତ୍ତ ଆଜି ନିଜର ପ୍ରଚାର...
ଉପ-ନିର୍ବାଚନ ପ୍ରାର୍ଥୀ ଚୟନରେ ପ୍ରତିଫଳିତ ବିଜେପି-ବିଜେଡି ସମ୍ପର୍କ: କେନ୍ଦ୍ରୀୟ ବିଜେପି ନେତାଙ୍କ ପ୍ରସ୍ତାବରୁ ସ୍ୱରୂପ...
ବାଲେଶ୍ୱର, ୧୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କ ନାମ ଆଜି ଘୋଷଣା ପରେ କର୍ମୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି...
ବାଲେଶ୍ୱରରେ ଉତ୍କଳମଣି ଗୋପବନ୍ଧୁଙ୍କ ୧୪୩ତମ ଜୟନ୍ତୀ
ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ବାଲେଶ୍ୱର ‘ସମାଜ’ ସଂସ୍କରଣ ପକ୍ଷରୁ ବୁଧବାର ସକାଳେ ପାଳିତ ହୋଇଯାଇଛି। ଗାନ୍ଧୀ ସ୍ମୃତି ଭବନ ନିକଟରେ ଥିବା ଗୋପବନ୍ଧୁ...
ପ୍ରଥମ ଦିନରେ କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ହୋଇନି
ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ସଦର ଉପ-ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ ଆଜିଠାରୁ ଆସନ୍ତା...
କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍କୁ ବିରୋଧ – ନବନିର୍ମାଣ କୃଷକ ସଂଘ ପକ୍ଷରୁ...
ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ନୂତନ କୃଷି ଆଇନ୍କୁ ବିରୋଧ କରି ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଆଜି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...
ଦିନକରେ ୧୧୫ ପଜିଟିଭ୍ ଚିହ୍ନଟ ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୮୪୬୫କୁ ବୃଦ୍ଧି
ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା...
ଡ୍ରିମ୍ସ ଆଇଡିଆଲ ସ୍କୁଲ ପକ୍ଷରୁ ଉତ୍କଳମଣି ଜୟନ୍ତୀ
ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ଡ୍ରିମ୍ସ୍ ଆଇଡିଆଲ୍ ରେସିଡେନ୍ସିଆଲ୍ ସ୍କୁଲ୍ ପକ୍ଷରୁ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସହରର ଗୋପବନ୍ଧୁ ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଚନ୍ଦ୍ରଭାଗା ମୁଖ୍ୟ କବି ଶ୍ରୀଦେବ,...
ଉପ-ନିର୍ବାଚନରେ ବାଲେଶ୍ୱରର ରାଜନୈତିକ ସ୍ଥିତି -ପ୍ରାର୍ଥୀ ଚୟନକୁ ନେଇ ୩ ପ୍ରମୁଖ ଦଳରେ ଆଶାୟୀଙ୍କ...
ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଅଦ୍ୟାବଧି ପ୍ରମୁଖ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ...
ବିକିରଣ ନିରୋଧୀ କ୍ଷେପଣାସ୍ତ୍ର ‘ରୁଦ୍ରମ’ର ସଫଳ ପରୀକ୍ଷା
ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ)ପକ୍ଷରୁ ଭଦ୍ରକ ଜିଲା ଅବଦୁଲ କଲାମ ଦୀପର ଆଇଟିଆର ଲଞ୍ଚପେଡ୍ରୁ ପ୍ରଥମ ବିକିରଣ ନିରୋଧୀ (ଆଣ୍ଟି ରେଡିଏସନ) କ୍ଷେପଣାସ୍ତ୍ର...
ଦଳୀୟ କନ୍ଦଳ ପ୍ରଶମିତରେ ସଫଳ ବିଜେଡି ଜିଲ୍ଲା ସଭାପତି, ମହାମିଶ୍ରଣ ପର୍ବରେ ହେଭିୱେଟ୍ ରାଜ୍ୟନେତାଙ୍କ...
ବାଲେଶ୍ୱର, ୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନକୁ ନେଇ ଜିଲ୍ଲା ବିଜେଡି ସଭାପତିଙ୍କ ସଫଳ ଗୋଟି ଚାଳାନା କ୍ରମଶଃ ସଫଳତା ଅଭିମୁଖେ ଯାଉଥିବା ବେଳେ ଦଳର ରାଜ୍ୟସ୍ତରୀୟ ହେଭିୱେଟ୍ ନେତାଙ୍କ...
ପଦ୍ମ ଧରିଲେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଗୋଷ୍ଠୀ କନ୍ଦଳରେ ମୋହରା ନହେବାକୁ...
ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ନ ଉପ-ନିର୍ବାଚନ ସମୟରେ ପ୍ରମୁଖ ରାଜନୈତିକ ଦଳର ନେତା ଓ ଛାମୁଆଙ୍କ ଦଳଡିଆଁ ତୀବ୍ର ହେବାରେ ଲାଗିଛି। ଗୋଟିଏ ଦିନରେ ଆଜି ବିଜେଡି ଛକା ମାରିଥିବା ବେଳେ...
ଉପ-ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିବେନି ପୂର୍ବତନ ପୌରପାଳ – ଆଲୋକ ସାହୁଙ୍କ ଭୟ ମିଶ୍ରିତ...
ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ସଦର ଉପ-ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳମାନଙ୍କ ପକ୍ଷରୁ କସରତ୍ ଆରମ୍ଭ ହୋଇଯାଇଥିବା ବେଳେ ପୂର୍ବତନ ବାଲେଶ୍ୱର ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ ବିଜେଡି ଛାଡ଼ୁ...
ନକଲି ଏସଟିଏଫ ଅଧିକାରୀ ଗିରଫ ସ୍କର୍ପିଓ-ବିଦେଶୀ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ୍
ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ନିଜକୁ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର ଅଧିକାରୀ ଭାବେ ପରିଚୟ ଦେତ୍ୱନ୍ଧୁକ ଫୁଟାଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସଂଚାର ପାଇଁ ଚେଷ୍ଟା କରୁଥିବା ଯୁବକ...






