Home Coronavirus Outbreak ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ

80

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୯୭୦୬ କରୋନା ଆକ୍ରାନ୍ତ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧୭୮୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ,

୧୧୦୦ ଜଣ ସୁନ୍ଦରଗଡ ଜିଲ୍ଲାରୁ,

୮୨୩ ଜଣ କଟକ ଜିଲ୍ଲାରୁ,

୫୦୬ ଜଣ ବରଗଡ ଜିଲ୍ଲାରୁ,

୪୨୫ ଜଣ ସମ୍ବଲପୁର ଜିଲ୍ଲାରୁ,

୪୧୨ ଜଣ ନବରଙ୍ଗପୁର ଜିଲ୍ଲାରୁ,

୪୦୭ ଜଣ ଝାରସୁଗୁଡା ଜିଲ୍ଲାରୁ,

୩୯୩ ଜଣ ଅନୁଗୁଳ ଜିଲ୍ଲାରୁ,

୩୮୫ ଜଣ ନୁଆପଡା ଜିଲ୍ଲାରୁ,

୩୭୩ ଜଣ କଳାହାଣ୍ଡି ଜିଲ୍ଲାରୁ,

୩୦୪ ଜଣ ପୁରୀ ଜିଲ୍ଲାରୁ,

୨୩୧ ଜଣ ଯାଜପୁର ଜିଲ୍ଲାରୁ,

୨୨୬ ଜଣ ନୟାଗଡ଼ ଜିଲ୍ଲାରୁ,

୨୦୬ ଜଣ ଭଦ୍ରକ ଜିଲ୍ଲାରୁ,

୧୯୯ ଜଣ ମୟୂରଭଞ୍ଜ ଜିଲ୍ଲାରୁ,

୧୯୫ ଜଣ ବଲାଙ୍ଗୀର ଜିଲ୍ଲାରୁ,

୧୬୧ ଜଣ କେନ୍ଦୁଝରରୁ,

୧୫୦ ଜଣ ରାୟଗଡ଼ା ଜିଲ୍ଲାରୁ,

୧୪୫ ଜଣ ଜଗତସିଂହପୁର ଜିଲ୍ଲାରୁ,

୧୩୨ ଜଣ କେନ୍ଦ୍ରାପଡା ଜିଲ୍ଲାରୁ,

୧୨୫ ଜଣ ବାଲେଶ୍ୱର ଜିଲ୍ଲାରୁ,

୧୨୩ ଜଣ ସୋନପୁର ଜିଲ୍ଲାରୁ,

୧୧୮ ଜଣ ଗଜପତି ଜିଲ୍ଲାରୁ,

୧୧୪ ଜଣ ଗଞ୍ଜାମ ଜିଲ୍ଲାରୁ,

୮୯ ଜଣ କୋରାପୁଟ ଜିଲ୍ଲାରୁ,

୬୮ ଜଣ କନ୍ଧମାଳ ଜିଲ୍ଲାରୁ,

୪୩ ଜଣ ମାଲକାନଗିରି ଜିଲ୍ଲାରୁ,

୪୨ ଜଣ ଢେଙ୍କାନାଳ ଜିଲ୍ଲାରୁ,

୩୭ ଜଣ ବୌଦ୍ଧ ଜିଲ୍ଲାରୁ,

୨୭ ଜଣ ଦେବଗଡ଼ ଜିଲ୍ଲାରୁ ଏବଂ

୩୬୦ ଜଣ ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ଆରୋଗ୍ୟ ହୋଇଛନ୍ତି ୪୫୭୫୬୯ ଜଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.