Home Top News ପ୍ରତାପ ଷଡ଼ଙ୍ଗୀ ଅସୁସ୍ତ: ଆଇସିୟୁରେ ଭର୍ତ୍ତି

ପ୍ରତାପ ଷଡ଼ଙ୍ଗୀ ଅସୁସ୍ତ: ଆଇସିୟୁରେ ଭର୍ତ୍ତି

154

ଭୁବନେଶ୍ୱର/ବାଲେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ପ୍ରତାପ ୩/୪ ଦିନ ହେଲା ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ। ତେବେ, ଆଜି ହଠାତ୍ ସେ ଦୁର୍ବଳ ତଥା ଅଧିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ସ୍ଥିତ ଏଫଏମ ମେଡିକାଲ କଲେଜରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
-/Dr

ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେଲେ ଆଉ ଦାଣ୍ଡିଆ ନାଚିଲେ ଅପରାଜିତା: ଦେଖନ୍ତୁ ଭିଡିଓ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.