Home ଜିଲ୍ଲା ପରିକ୍ରମା ବନ୍ୟା ପରିସ୍ଥିତି: ଆଜି ଭଦ୍ରକରେ ୨ଟି ବ୍ଲକର ୧୦ଟି ସ୍କୁଲ ବନ୍ଦ

ବନ୍ୟା ପରିସ୍ଥିତି: ଆଜି ଭଦ୍ରକରେ ୨ଟି ବ୍ଲକର ୧୦ଟି ସ୍କୁଲ ବନ୍ଦ

5

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଓ ନିରାପତା ନିମନ୍ତେ ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦେଶକ୍ରମେ ଆସନ୍ତାକାଲି , ୦୧ ସେପ୍େଟମ୍ବର ୨୦୨୬(ମଙ୍ଗଳବାର) ଦିନ ଜିଲ୍ଲାର ୨ଟି ବ୍ଲକର (ତିହିଡ଼ି ଓ ଚାନ୍ଦବାଲି), ୧୦ଟି ସ୍କୁଲ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.