Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ବରିଷ୍ଠ ନାଗରିକର ସ୍ୱାଗତ

ଭଦ୍ରକରେ ବିଶ୍ୱବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ବରିଷ୍ଠ ନାଗରିକର ସ୍ୱାଗତ

3

ଭଦ୍ରକ, ୨୧ା୨ – ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଙ୍ଘ ତଥା ଭଦ୍ରକ ଜିଲ୍ଲାବାସୀଙ୍କର ମୁଖ୍ୟ ଦାବୀ ଦୁଇଟିକୁ ବର୍ତମାନର ଆମ ସରକାର ବିଧିବଦ୍ଧ ଭାବେ ପୂରଣ କରିଥିବାରୁ ଜିଲ୍ଲାବାସୀ ଅତ୍ୟନ୍ତ ଖୁସି। ଆମ ଜିଲ୍ଲାର ଯୁବ ଦକ୍ଷ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ତଥା ଆମ ଜିଲ୍ଲାର ଟାଣୁଆ ନେତା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅନୁରୋଧ କୌଣସି କାଳକ୍ଷେପଣ ନକରି ଜିଲ୍ଲାବାସୀଙ୍କ ଉଦେଶ୍ୟରେ ଉକ୍ତ ମହତ୍ୱକାଂକ୍ଷୀ ପ୍ରକଳ୍ପ ଦୁଇଟିର ଭୂମି ପୂଜନ କାଯ୍ୟକ୍ରମ ଆମର ପ୍ରିୟ ମୁଖମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉତ୍ସର୍ଗ କରିବାକୁ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି,ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ଉପଦେଷ୍ଟା ଏସ ଏମ ଫାରୁକ, କାଶୀନାଥ ସାହୁ, ଡା. ହରେକୃଷ୍ଣ ନାୟକ, ଡା. ରବୀନ୍ଦ୍ର କୁମାର ନାୟକ, ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ଶଶିକାନ୍ତ ପାଢ଼ୀ, ଇନ୍ଦ୍ରମଣି ପଣ୍ଡା, ରାଧାରାଣୀ ମହାପାତ୍ର,ନିହାର ଦାସ, ଅମର ପାଣିଗ୍ରାହୀ, ଅଭୟ ଦିବେଦଙ୍କ ଠାରୁ ଆରମ୍ଭ କରି ବ୍ଲକ ବରିଷ୍ଠ ସଂଗଠନ କାର୍ଯ୍ୟକର୍ତା ଭାସ୍କର ଚନ୍ଦ୍ର ପାଢ଼ୀ, ସଚିକାନ୍ତ ପଣ୍ଡା, ବିଭୂତି ଭୂଷଣ ସେନାପତି, ସୋମନାଥ ପାଢ଼ୀ, ଦୁଃଶାସନ ରାଉତ, ଗଙ୍ଗାଧର ପଣ୍ଡା, ପ୍ରମୋଦ କୁମାର ସ୍ୱାଇଁ, ଭାଗିରଥି ନାୟକ, ଦଶରଥ ପଣ୍ଡା, ରଘୁନାଥ ସାହୁ, ନିମାଇଁ ଚରଣ ବାରିକ, ବୈଲୋଚନ ବେହୁରିଆ, ମହେଶ ପ୍ରସାଦ ଦାସ, କୈଳାଶ ଚନ୍ଦ୍ର ଧଳ,ବିଜୟ ସେନାପତିଙ୍କ ସମେତ ସମସ୍ତ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.