ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲ୍ଲାର ଧାମନଗର ଥାନା ଭଗବାନପୁର ପଂଚାୟତ ପଦ୍ମପୋଖରୀ ଗ୍ରାମର ଜଣେ ପରୋପକାରୀ ଉଦୀୟମାନ ଯୁବକ ସମସ୍ତଙ୍କ ପ୍ରିୟ ଭୋଳାନାଥ କବିଙ୍କର ଗତକାଲି ରାତିରେ ପ୍ରାୟ ସାଢ଼େ ବିଦ୍ୟୁତ ଆଘାତରେ ମୃତ୍ୟୁଘଟିଛି। ଏହି ଖବ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଭୋଳା କୁ ହରାଇ ଅସହାୟ ହୋଇପଡିଛି ତାଙ୍କର ପରିବାର ଓ ପଦ୍ମପୋଖରୀ ଗାଁ ।ଆଜି ଭୋଳା ର ମୃତ ଶରୀର ଗ୍ରାମରେ ପହଂଚିବା ପରେ ଏକ ଶୋଭାଯାତ୍ରା ରେ ନିଆ ଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି।








