Home ଜିଲ୍ଲା ପରିକ୍ରମା ଭଦ୍ରକ ମଦରସା କାଦରିଆ ହବିବିୟାରେ ୭୭ ତମ ସାଧାରଣତନ୍ତ୍ର ଦିବସ

ଭଦ୍ରକ ମଦରସା କାଦରିଆ ହବିବିୟାରେ ୭୭ ତମ ସାଧାରଣତନ୍ତ୍ର ଦିବସ

3

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦରସା କାଦରିଆ ହବିବିୟା ପକ୍ଷରୁ ମୁଖ୍ୟ ଅତିଥି ଭାବେ ଶିକ୍ଷକ ହାଫିଜ଼ ଓ କାରୀ ଜମିଲ ଅଖତର ଜାତୀୟ ପତାକା ଉତୋଳନ କରିଥିଲେ । ଶିକ୍ଷକ ଶେଖ ଫକରୁଦ୍ଦିନ , ସମ୍ପାଦକ ଇଂ. ହବିବୁଲ୍ଲା ଖାନ, ମୈରାଜୁଦ୍ଦିନ ସାର, ମିର୍ଜା ଇଜ଼ାଜ଼ ବେଗ, ହାଜି ସବବୀର ଅଲି, ହାଜି ମତଲୁବ ଅଲି , ମିର୍ଜା ଫରିଦ ବେଗ ଓ ମଦରସା ଛାତ୍ରମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.