Home ଜିଲ୍ଲା ପରିକ୍ରମା ଦୋବଲ ପଂଚାୟତ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମକୁ ବିଡ଼ିଓ ଉଦ୍ଘାଟନ କଲେ

ଦୋବଲ ପଂଚାୟତ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମକୁ ବିଡ଼ିଓ ଉଦ୍ଘାଟନ କଲେ

27

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ପଂଚାୟତ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମକୁ ଧାମନଗର ବିଡ଼ିଓ ବନବିହାରୀ ଦିନ୍ଧା ଉଦ୍ଘାଟନ କରିଛନ୍ତି । ଏହି ଅବସର ରେ ଶୋଧ ସ୍ତିତ ଧରମ ପଡିଆ ଠାରେ ଚାରା ରୋପଣ କରା ଯାଇଥିଲା,ପରିବେଶ ସୁରକ୍ଷା ପାଇଁ ଗଛ ର ଆବଶ୍ୟକ ରହିଛି, ତେଣୁ ଆମର ସୁରକ୍ଷା ପାଇଁ ସମସ୍ତେ ନିଜ ଜାଗା ସହ ଅନ୍ୟ ସ୍ଥାନରେ ମଧ୍ୟ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ବିଡ଼ିଓ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ।ସରପଞ୍ଚ ଅଶୋକ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ସମିତି ସଭ୍ୟା ଙ୍କ ପ୍ରତିନିଧି ସଂଜିତ କୁମାର ସାହୁ, ଅବସରପ୍ରାପ୍ତ ଗୋଷ୍ଠୀ ଉପଶିକ୍ଷାଧିକାରୀ ଭୋଳାନାଥ ସାହୁ, ଶିକ୍ଷାବିତ ନିତ୍ୟାନନ୍ଦ ସାହୁ, ମଙ୍ଗରାଜ ସାହୁ, ନିତ୍ୟାନନ୍ଦ ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସାହୁ, ଶରତ ଚନ୍ଦ୍ର ସାହୁ, ବାଳକୃଷ୍ଣ ସାହୁ,ପଂଚାୟତର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା, ନାଏବ ସରପଂଚ ଭାରତୀ ବାରିକ, ସମାଜସେବୀ ହୃଦାନନ୍ଦ ସାହୁ, ମିନୀନ୍ଦ୍ର କୁମାର ପାଣି, ପ୍ରଦୀପ ପଣ୍ଡା, ରକ୍ଷକେଶ ପତି, ରକ୍ଷକେଶ ପଣ୍ଡା, ଶରତ ଶଙ୍ଖୁଆ, ଉମାକାନ୍ତ ସାହୁ,ପ୍ରକାଶ ସାହୁ, ଅଶୋକ କୁଣ୍ଡୁ, ଶୁଭସ୍ମିତା ଦଳେଇ, ତପନ ଦାସ, ଚିନ୍ତାମଣି ପରିଡା, ମନୋରଞ୍ଜନ ନାୟକ, ପ୍ରଶାନ୍ତ ଦାସ, ସନାତନ ମହାପାତ୍ର, ସୁଭଦ୍ରା ଶକ୍ତିର ଏମ ବି କେ, ସିଆରପି ପ୍ରମୂଖ ଉପସ୍ଥିତ ଥିଲେ ଏହି ଅବସର ରେ ସମସ୍ତ ଙ୍କୁ ମଧ୍ୟ ଚାରା ବଂଟନ କରାଯାଇ ଥିଲା, ପ୍ରାରମ୍ଭ ରେ ପଂଚାୟତ କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତୋଳନ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.