ନୂଆ ଦିଲ୍ଲୀ ୨ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୩୦୭୧ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧୨୦୩ ଜଣ ଲୋକ ସୁସ୍ଥ ହୋଇଛନ୍ତି।
ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।
ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?
ତେବେ,
ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୩୮୧ ଜଣ ସୁସ୍ଥ ହୋଇଛନ୍ତି।
ଦିଲ୍ଲୀରେ ୫୧୩ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି।
ଓଡ଼ିଶା ରେ ୬୦ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି।
ମୋଟରେ ୩୦୭୧ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୧୨୦୩ ଜଣ ସୁସ୍ଥ ହୋଇଛନ୍ତି।
ରାଜ୍ୟୱାରୀ ତଥ୍ୟ –
କ୍ର.ସଂଖ୍ୟା | ରାଜ୍ୟ | ଓମିକ୍ରନ ସଂକ୍ରମଣ | ଆରୋଗ୍ୟ |
୧ | ମହାରାଷ୍ଟ୍ର | ୮୭୬ | ୩୮୧ |
୨ | ଦିଲ୍ଲୀ | ୫୧୩ | ୫୭ |
୩ | କର୍ଣ୍ଣାଟକ | ୩୩୩ | ୨୬ |
୪ | ରାଜସ୍ଥାନ | ୨୯୧ | ୧୫୯ |
୫ | କେରଳ | ୨୮୪ | ୯୩ |
୬ | ଗୁଜୁରାଟ | ୨୦୪ | ୧୫୧ |
୭ | ତେଲେଙ୍ଗାନା | ୧୨୩ | ୪୭ |
୮ | ତାମିଲନାଡ଼ୁ | ୧୨୧ | ୧୨୧ |
୯ | ହରିୟାଣା | ୧୧୪ | ୮୩ |
୧୦ | ଓଡ଼ିଶା | ୬୦ | ୫ |
୧୧ | ଉତ୍ତରପ୍ରଦେଶ | ୩୧ | ୬ |
୧୨ | ଆନ୍ଧ୍ରପ୍ରଦେଶ | ୨୮ | ୬ |
୧୩ | ପଶ୍ଚିମବଙ୍ଗ | ୨୭ | ୧୦ |
୧୪ | ଗୋଆ | ୧୯ | ୧୯ |
୧୫ | ଆସାମ। | ୯ | ୯ |
୧୬ | ମଧ୍ୟପ୍ରଦେଶ | ୯ | ୯ |
୧୭ | ଉତ୍ତରାଖଣ୍ଡ | ୮ | ୫ |
୧୮ | ମେଘାଳୟ | ୪ | ୩ |
୧୯ | A&N ଦ୍ୱୀପପୁଞ୍ଜ | ୩ | ୦ |
୨୦ | ଚଣ୍ଡିଗଡ଼ | ୩ | ୩ |
୨୧ | ଜାମ୍ମୁ କାଶ୍ମୀର | ୩ | ୩ |
୨୨ | ପୁଡୁଚେରୀ | ୨ | ୨ |
୨୩ | ପଞ୍ଜାବ | ୨ | ୨ |
୨୪ | ଛତିଶଗଡ | ୧ | ୦ |
୨୫ | ହିମାଚଳ ପ୍ରଦେଶ | ୧ | ୧ |
୨୬ | ଲଦାଖ | ୧ | ୧ |
୨୭ | ମଣିପୁର | ୧ | ୧ |
୨୮ | ମୋଟ | ୩୦୭୧ | ୧୨୦୩ |