Home Coronavirus Outbreak ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୩୦୭୧କୁ ବୃଦ୍ଧି : ସୁସ୍ଥ ହେଲେ ୧୨୦୩

ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୩୦୭୧କୁ ବୃଦ୍ଧି : ସୁସ୍ଥ ହେଲେ ୧୨୦୩

62

ନୂଆ ଦିଲ୍ଲୀ ୨ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୩୦୭୧ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧୨୦୩ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ତେବେ,
ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୩୮୧ ଜଣ ସୁସ୍ଥ ହୋଇଛନ୍ତି।
ଦିଲ୍ଲୀରେ ୫୧୩ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି।
ଓଡ଼ିଶା ରେ ୬୦ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି।
ମୋଟରେ ୩୦୭୧ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୧୨୦୩ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟୱାରୀ ତଥ୍ୟ –

କ୍ର.ସଂଖ୍ୟା ରାଜ୍ୟ ଓମିକ୍ରନ ସଂକ୍ରମଣ ଆରୋଗ୍ୟ
୧ ମହାରାଷ୍ଟ୍ର ୮୭୬ ୩୮୧
୨ ଦିଲ୍ଲୀ ୫୧୩ ୫୭
୩ କର୍ଣ୍ଣାଟକ ୩୩୩ ୨୬
୪ ରାଜସ୍ଥାନ ୨୯୧ ୧୫୯
୫ କେରଳ ୨୮୪ ୯୩
୬ ଗୁଜୁରାଟ ୨୦୪ ୧୫୧
୭ ତେଲେଙ୍ଗାନା ୧୨୩ ୪୭
୮ ତାମିଲନାଡ଼ୁ ୧୨୧ ୧୨୧
୯ ହରିୟାଣା ୧୧୪ ୮୩
୧୦ ଓଡ଼ିଶା ୬୦ ୫
୧୧ ଉତ୍ତରପ୍ରଦେଶ ୩୧ ୬
୧୨ ଆନ୍ଧ୍ରପ୍ରଦେଶ ୨୮ ୬
୧୩ ପଶ୍ଚିମବଙ୍ଗ ୨୭ ୧୦
୧୪ ଗୋଆ ୧୯ ୧୯
୧୫ ଆସାମ। ୯ ୯
୧୬ ମଧ୍ୟପ୍ରଦେଶ ୯ ୯
୧୭ ଉତ୍ତରାଖଣ୍ଡ ୮ ୫
୧୮ ମେଘାଳୟ ୪ ୩
୧୯ A&N ଦ୍ୱୀପପୁଞ୍ଜ ୩ ୦
୨୦ ଚଣ୍ଡିଗଡ଼ ୩ ୩
୨୧ ଜାମ୍ମୁ କାଶ୍ମୀର ୩ ୩
୨୨ ପୁଡୁଚେରୀ ୨ ୨
୨୩ ପଞ୍ଜାବ ୨ ୨
୨୪ ଛତିଶଗଡ ୧ ୦
୨୫ ହିମାଚଳ ପ୍ରଦେଶ ୧ ୧
୨୬ ଲଦାଖ ୧ ୧
୨୭ ମଣିପୁର ୧ ୧
୨୮ ମୋଟ ୩୦୭୧ ୧୨୦୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.