ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୫,୫୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୫୯୫ – ଖୋର୍ଦ୍ଧା ଜିଲ୍ଲାରୁ,
୫୬୩ – ଯାଜପୁର ଜିଲ୍ଲାରୁ,
୪୫୪ – କଟକ ଜିଲ୍ଲାରୁ,
୩୩୧ – ବାଲେଶ୍ୱର ଜିଲ୍ଲାରୁ,
୨୭୨ – ସୁନ୍ଦରଗଡ ଜିଲ୍ଲାରୁ,
୨୬୨ – ନବରଙ୍ଗପୁର ଜିଲ୍ଲାରୁ,
୨୬୦ – ବୌଦ୍ଧ ଜିଲ୍ଲାରୁ,
୨୫୨ – ମୟୂରଭଞ୍ଜ ଜିଲ୍ଲାରୁ,
୨୪୦ – ଜଗତସିଂହପୁର ଜିଲ୍ଲାରୁ,
୨୩୯ – ପୁରୀ ଜିଲ୍ଲାରୁ,
୨୨୩ – ଭଦ୍ରକ ଜିଲ୍ଲାରୁ,
୨୧୮ – କେନ୍ଦ୍ରାପଡା ଜିଲ୍ଲାରୁ,
୧୮୭ – କେନ୍ଦୁଝରଜିଲ୍ଲାରୁ,
୧୬୧ – ବରଗଡ ଜିଲ୍ଲାରୁ,
୧୫୩ – ଅନୁଗୁଳ ଜିଲ୍ଲାରୁ,
୧୩୬ – ଢେଙ୍କାନାଳ ଜିଲ୍ଲାରୁ,
୧୩୧ – କୋରାପୁଟ ଜିଲ୍ଲାରୁ,
୧୦୦ – ରାୟଗଡ଼ା ଜିଲ୍ଲାରୁ,
୯୧ – ସମ୍ବଲପୁର ଜିଲ୍ଲାରୁ,
୮୭ – କନ୍ଧମାଳ ଜିଲ୍ଲାରୁ,
୭୭ – ବଲାଙ୍ଗୀର ଜିଲ୍ଲାରୁ,
୭୬ – କଳାହାଣ୍ଡି ଜିଲ୍ଲାରୁ,
୭୩ – ମାଲକାନଗିରି ଜିଲ୍ଲାରୁ,
୭୦ – ନୟାଗଡ଼ ଜିଲ୍ଲାରୁ,
୬୫ – ସୋନପୁର ଜିଲ୍ଲାରୁ,
୪୦ – ଗଞ୍ଜାମ ଜିଲ୍ଲାରୁ,
୪୦ – ଝାରସୁଗୁଡା ଜିଲ୍ଲାରୁ,
୩୬ – ଗଜପତି ଜିଲ୍ଲାରୁ,
୨୨ – ଦେବଗଡ଼ ଜିଲ୍ଲାରୁ,
୨୨ – ନୁଆପଡା ଜିଲ୍ଲାରୁ,
୧୦୩ – ରାଜ୍ୟ ପୁଲ୍ ରୁ,
ସୁସ୍ଥ ହୋଇଛନ୍ତି।
ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୮୧୭୩୫୯ ରେ ପହଞ୍ଚିଛି।