Home Coronavirus Outbreak ଭଲ ଖବର : କମୁଛି ସଂକ୍ରମଣ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୫,୫୭୯ ଆକ୍ରାନ୍ତ...

ଭଲ ଖବର : କମୁଛି ସଂକ୍ରମଣ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୫,୫୭୯ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

74

ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୫,୫୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୫୯୫ – ଖୋର୍ଦ୍ଧା ଜିଲ୍ଲାରୁ,

୫୬୩ – ଯାଜପୁର ଜିଲ୍ଲାରୁ,

୪୫୪ – କଟକ ଜିଲ୍ଲାରୁ,

୩୩୧ – ବାଲେଶ୍ୱର ଜିଲ୍ଲାରୁ,

୨୭୨ – ସୁନ୍ଦରଗଡ ଜିଲ୍ଲାରୁ,

୨୬୨ – ନବରଙ୍ଗପୁର ଜିଲ୍ଲାରୁ,

୨୬୦ – ବୌଦ୍ଧ ଜିଲ୍ଲାରୁ,

୨୫୨ – ମୟୂରଭଞ୍ଜ ଜିଲ୍ଲାରୁ,

୨୪୦ – ଜଗତସିଂହପୁର ଜିଲ୍ଲାରୁ,

୨୩୯ – ପୁରୀ ଜିଲ୍ଲାରୁ,

୨୨୩ – ଭଦ୍ରକ ଜିଲ୍ଲାରୁ,

୨୧୮ – କେନ୍ଦ୍ରାପଡା ଜିଲ୍ଲାରୁ,

୧୮୭ – କେନ୍ଦୁଝରଜିଲ୍ଲାରୁ,

୧୬୧ – ବରଗଡ ଜିଲ୍ଲାରୁ,

୧୫୩ – ଅନୁଗୁଳ ଜିଲ୍ଲାରୁ,

୧୩୬ – ଢେଙ୍କାନାଳ ଜିଲ୍ଲାରୁ,

୧୩୧ – କୋରାପୁଟ ଜିଲ୍ଲାରୁ,

୧୦୦ – ରାୟଗଡ଼ା ଜିଲ୍ଲାରୁ,

୯୧ – ସମ୍ବଲପୁର ଜିଲ୍ଲାରୁ,

୮୭ – କନ୍ଧମାଳ ଜିଲ୍ଲାରୁ,

୭୭ – ବଲାଙ୍ଗୀର ଜିଲ୍ଲାରୁ,

୭୬ – କଳାହାଣ୍ଡି ଜିଲ୍ଲାରୁ,

୭୩ – ମାଲକାନଗିରି ଜିଲ୍ଲାରୁ,

୭୦ – ନୟାଗଡ଼ ଜିଲ୍ଲାରୁ,

୬୫ – ସୋନପୁର ଜିଲ୍ଲାରୁ,

୪୦ – ଗଞ୍ଜାମ ଜିଲ୍ଲାରୁ,

୪୦ – ଝାରସୁଗୁଡା ଜିଲ୍ଲାରୁ,

୩୬ – ଗଜପତି ଜିଲ୍ଲାରୁ,

୨୨ – ଦେବଗଡ଼ ଜିଲ୍ଲାରୁ,

୨୨ – ନୁଆପଡା ଜିଲ୍ଲାରୁ,

୧୦୩ – ରାଜ୍ୟ ପୁଲ୍ ରୁ,
ସୁସ୍ଥ ହୋଇଛନ୍ତି।
ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୮୧୭୩୫୯ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.