ଭୁବନେଶ୍ୱର ୯-୬ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା।
ଆଜି ରାଜ୍ୟରୁ ୮,୦୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୯୮୧ – ଖୋର୍ଦ୍ଧା ଜିଲ୍ଲାରୁ,
୮୯୦ – କଟକ ଜିଲ୍ଲାରୁ,
୪୬୭ – ପୁରୀ ଜିଲ୍ଲାରୁ,
୪୬୨ – ସୁନ୍ଦରଗଡ ଜିଲ୍ଲାରୁ,
୪୨୩ – ଅନୁଗୁଳ ଜିଲ୍ଲାରୁ,
୩୭୨ – ବରଗଡ ଜିଲ୍ଲାରୁ,
୩୫୪ – ଯାଜପୁର ଜିଲ୍ଲାରୁ,
୩୩୨ – ଜଗତସିଂହପୁର ଜିଲ୍ଲାରୁ,
୩୧୨ – ମୟୂରଭଞ୍ଜ ଜିଲ୍ଲାରୁ,
୩୦୧ – ବାଲେଶ୍ୱର ଜିଲ୍ଲାରୁ,
୨୬୫ – ରାୟଗଡ଼ା ଜିଲ୍ଲାରୁ,
୨୫୯ – ବୌଦ୍ଧ ଜିଲ୍ଲାରୁ,
୨୫୫ – ନୟାଗଡ଼ ଜିଲ୍ଲାରୁ,
୨୪୯ – ନବରଙ୍ଗପୁର ଜିଲ୍ଲାରୁ,
୨୦୯ – କେନ୍ଦ୍ରାପଡା ଜିଲ୍ଲାରୁ,
୨୦୮ – କେନ୍ଦୁଝର ଜିଲ୍ଲାରୁ,
୧୯୩ – କୋରାପୁଟ ଜିଲ୍ଲାରୁ,
୧୯୦ – ସମ୍ବଲପୁର ଜିଲ୍ଲାରୁ,
୧୮୧ – କଳାହାଣ୍ଡି ଜିଲ୍ଲାରୁ,
୧୪୩ – ଗଞ୍ଜାମ ଜିଲ୍ଲାରୁ,
୧୩୯ – ଭଦ୍ରକ ଜିଲ୍ଲାରୁ,
୧୨୦ – ସୋନପୁର ଜିଲ୍ଲାରୁ,
୯୩ – ଦେବଗଡ଼ ଜିଲ୍ଲାରୁ,
୮୫ – ମାଲକାନଗିରି ଜିଲ୍ଲାରୁ,
୭୭ – ଝାରସୁଗୁଡା ଜିଲ୍ଲାରୁ,
୭୧ – ଗଜପତି ଜିଲ୍ଲାରୁ,
୭୧ – କନ୍ଧମାଳ ଜିଲ୍ଲାରୁ,
୭୦ – ବଲାଙ୍ଗୀର ଜିଲ୍ଲାରୁ,
୭୦ – ଢେଙ୍କାନାଳ ଜିଲ୍ଲାରୁ,
୨୮ – ନୁଆପଡା ଜିଲ୍ଲାରୁ,
୧୬୨ – ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୭୬୪୬୭୩ ରେ ପହଞ୍ଚିଛି।